ପ୍ରବଳ ବର୍ଷା ରେ ପୁରୀ Astaranga ରେ ଏଭଳି କାରନାମା ରେକର୍ଡ ହେଲା,ନେହେଲେ କେହି Believe କରି ନଥାନ୍ତେ ଏହି କଥା,ଏକାବେଳେ ବାହାରିଲେ ଶତାଧିକ ନାଗସାପ

Spread the love

ଅଭୟ ଚନ୍ଦ୍ର ପଟ୍ଟି ଗ୍ରାମ ଯାହା ଅସ୍ତରଙ୍ଗ ସହର ଠାରୁ ୩ କିମି ଦୂରରେ ଅବସ୍ଥିତ ଏହି ଗ୍ରାମରେ ଏକ ଭୟଙ୍କର ଘଟଣା ଦେଖିବାକୁ ମିଳିଥିଲା।ସୂଚନା ଅନୁସାରେ ଏହି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରୁ ଏକ ସାଙ୍ଗରେ ଅନେକ ସାପ ବାହାରକୁ ଆସିଥିଲେ।ଯାହାକୁ ଦେଖିବା ପରେ ଯେ କୌଣସି ବ୍ୟକ୍ତି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବ।ତେବେ ସୂଚନା ଅନୁସାରେ ଏହି ଗ୍ରାମରେ ଜଣେ ବ୍ୟକ୍ତି ନିଜର ଏକ ଘରେ ସୋଇଥିଲେ।ତେବେ ଅଚାନକ ଭାବରେ ତାଙ୍କୁ ତାଙ୍କ ଘରେ କିଛି ସାପ ଥିବାର ଅନୁଭବ ହେଲା।

ତେବେ ଅନେକ ସମୟ ଖୋଜିବା ପରେ ସେ ଦେଖିଲେ କି ତାଙ୍କ ଘରେ ଅନେକ ଛୋଟ ଛୋଟ ସାପ ବୁଲୁଛନ୍ତି।ଏହା ଦେଖିବା ପରେ ସେ ଅଧିକ ଭୟଭୀତ ହୋଇ ପଡିଲେ।ତେବେ ଏହା ପରେ ସେ ଏହି ଘଟଣା ସମ୍ପର୍କରେ ବନ ବିଭାଗକୁ ଖବର ଜଣାଇଥିଲେ ଏହା ସହିତ ସେ ବନ ବିଭାଗକୁ ଏହି ବିଷୟରେ ଖବର ଦେବା ପରେ ନିଜ ଘରୁ ସମସ୍ତ ଜିନିଷ ବାହାରକୁ ନେଇ ଯାଇଥିଲେ।

ତେବେ ବନ ବିଭାଗର କର୍ମଚାରୀ ସେଠାରେ ପହଞ୍ଚିବା ପରେ ସେହି ସାପ ମାନଙ୍କୁ ଖୋଜିବା ଆରମ୍ଭ କରିଥିଲେ।ତେବେ ଅନେକ ସମୟ ଖୋଜିବା ପରେ ସେ ଦେଖିବାକୁ ପାଇଲେ କି ସେହି ଘରେ ଅନେକ ଛୋଟ ଛୋଟ ସାପ ରହିଛନ୍ତି।ତାହା ମଧ୍ୟ ଗୋଟିଏ କିମ୍ବା ଦୁଇଟି ନୁହେଁ।ତାହା ପ୍ରାୟ ୧୦ ରୁ ଉର୍ଦ୍ଧ ହେବ।ଏହା ଦେଖି ସେ ଅନୁମାନ କଲେ କି ତାଙ୍କ ଘରେ ହୁଏତ ଆହୁରି ଅନେକ ସାପ ଲୁଚି ରହିଥିବେ।

ଏହା ପରେ ତାଙ୍କ ଘରେ ଥିବା ସେହି ସମସ୍ତ ଗାତରେ ପାଣି ପୁରାଇବା ଆରମ୍ଭ କଲେ ବନ ବିଭାଗର କର୍ମଚାରୀ।ଏହାପରେ କିଛି ସମୟ ପରେ ସେହି ସମସ୍ତ ଗାତରେ ପାଣି ପଶିବା ପରେ ସମସ୍ତେ ଆଉ ସାପ ବାହାରକୁ ଆସିବେ କି ନାହିଁ ଏଥିପାଇଁ ଅପେକ୍ଷା କଲେ।ତେବେ କିଛି ସମୟ ଅପେକ୍ଷା କରିବା ପରେ ପୁଣି ସେହି ଗାତରୁ ଆହୁରି ସାପ ବାହାରିବାକୁ ଲାଗିଲେ।

ତେବେ ଏପରି ଭାବରେ ଦେଖିଲେ ପ୍ରାୟ ୧୩ ଟି ସାପ ଛୁଆଙ୍କୁ ବନ ବିଭାଗର କର୍ମଚାରୀ ଧରିବାରେ ସଫଳ ହୋଇ ପାରିଥିଲେ।ତେବେ ଏହି ପରି ଭାବରେ ସେହି ଘରେ ଥିବା ସମସ୍ତ ସାପ ଛୁଆଙ୍କୁ ଧରିବାରେ ବନ ବିଭାଗର କର୍ମଚାରୀ ସଫଳ ହୋଇ ପାରିଥିଲେ।ଏହା ସହିତ ସେହି ସମସ୍ତ ସାପଙ୍କୁ ନେଇ ସୁରକ୍ଷିତ ସ୍ଥାନରେ ଛାଡ଼ିବା ପାଇଁ ବନ ବିଭାଗର କର୍ମଚାରୀ କହିଥିଲେ।

ତେବେ ଘରେ ଏପରି ଭାବରେ ସାପ ଅଣ୍ଡା ଦେବା ବହୁତ କମ।ତେବେ ଘରେ ସାପ ଅଣ୍ଡା ଦେବା ପରେ ଏଥିରୁ ଛୁଆ ବାହାରିବା ପାରେ ଏମାନେ ଆପଣଙ୍କ ଘରେ ସମସ୍ତ ସ୍ଥାନରେ ଖେଳାଇ ହୋଇ ରହି ଯାଇ ପାରନ୍ତି।ଏହି କାରଣରୁ ଆପଣଙ୍କୁ ସତର୍କ ରହିବା ଆବଶ୍ୟକ।ଏହା ସହିତ ଆପଣ ଏପରି ପରିସ୍ଥିତିର ସମ୍ମୁଖୀନ ହେଲେ ତୁରନ୍ତ ବନ ବିଭାଗକୁ ଏହି ସମ୍ପର୍କରେ ଖବର ଜଣାଇବା ଆବଶ୍ୟକ।ଯାହା ଫଳରେ ବନ ବିଭାଗର କର୍ମଚାରୀ ସେହି ସାପକୁ ଧରି ସୁରକ୍ଷିତ ସ୍ଥାନକୁ ନେଇ ଯିବେ।ଯାହା ଫଳରେ ଉଭୟ ସାପ ଓ ଆପଣ ସୁରକ୍ଷିତ ରହି ପାରିବେ।

Leave a Reply

Your email address will not be published. Required fields are marked *