ଓଡ଼ିଆ ମଜାଳିଆ କମେଡି ଷ୍ଟାର ସୁମନ Maharana ଙ୍କ ପରିବାର ଆପଣ ଦେଖିଛନ୍ତି କି,ଦେଖିଲେ ହେବେ ଆଶ୍ଚର୍ଯ୍ୟ କହିବେ ଏତେ ସୁନ୍ଦର ସ୍ତ୍ରୀ

Spread the love

ହାସ୍ୟ ଅଭିନେତା ସୁମନଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ନିଜର ଅଭିନୟ ଜୀବନ ମଧ୍ୟରେ ସେ ବର୍ତମାନ ପର୍ଯ୍ୟନ୍ତ ଅନେକ ସଫଳତା ପାଇ ସାରିଛନ୍ତି।ଏହା ସେ ନିଜର ବିଶେଷ ଧରଣର ଅଭିନୟ ପାଇଁ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି।

ତାଙ୍କର ଅଭିନୟ ଦେଖିବାକୁ ଅନେକ ଲୋକ ବହୁତ ଅଧିକ ପସନ୍ଦ କରନ୍ତି।ତାଙ୍କର ଅଭିନୟ ପାଇଁ ସେ ନିଜକୁ ଓଡ଼ିଶାର ଘରେ ଘରେ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ଏହି ଅଭିନେତା ଜଣକ ନିଜର ଅଭିନୟ ପାଇଁ ଅନେକ ଲୋକଙ୍କ ପାଖରେ ନିଜକୁ ଏକ ସ୍ବତନ୍ତ୍ର ପରିଚୟ ସେବାରେ ସଫଳ ହୋଇ ପାରିଛନ୍ତି।

ତାଙ୍କର ଅଭିନୟ ବାସ୍ତବରେ ଅନେକ ଲୋକଙ୍କୁ ବହୁଳ ଭାବରେ ଆକର୍ଷିତ କରିଥାଏ।ଏହା ସହିତ ସେ ଆମ ଓଡ଼ିଆ ଅଭିନୟ ଜଗତରେ ଜଣେ ଶୁ ପରିଚିତ ନାମ।ତାଙ୍କର ଅଭିନୟ ବାସ୍ତବରେ ଅନେକ ଲୋକଙ୍କ ପ୍ରିୟ ହେବା ସହିତ ଅନେକ ଲୋକ ତାଙ୍କର ଅଭିନୟ ଦେଖିବା ପାଇଁ ବହୁତ ଅଧିକ ଭାବରେ ପସନ୍ଦ କରିଥାନ୍ତି।

ସେ ନିଜର ଅଭିନୟ ମାଧ୍ୟମରେ ସମସ୍ତ ଦର୍ଶକ ମାନଙ୍କୁ ହସାଇ ପାରନ୍ତି।ଅନେକ ଦିନ ଧରି ଓଡ଼ିଆ ଅଭିନୟ ଜଗତର ଶ୍ରେଷ୍ଟ ହାସ୍ୟ କଳାକାର ଭାବରେ ସେ ନିଜକୁ ପରିଚୟ ଦେଇ ପାରିଥିଲେ।ଏହା ସହିତ ଅନେକ ସମୟ ପର୍ଯ୍ୟନ୍ତ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକ ମାନଙ୍କ ପ୍ରିୟ ହୋଇ ପାରିଥିଲେ।ଏହା ସହିତ ତାଙ୍କର ଅଭିନୟ ଦେଖିବାକୁ ଅନେକ ଲୋକ ପସନ୍ଦ କରୁଥିବାରୁ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି।

ଏହା ସହିତ ସେ ଅନେକ ଧାରାବାହିକରେ ମଧ୍ୟ ଅଭିନୟ କରନ୍ତି।ତେବେ ଏହି ଅଭିନେତାଙ୍କ ଅଭିନୟ ମାଧ୍ୟମରେ ସେ ଯେ କୌଣସି ଦର୍ଶକଙ୍କୁ ମୋହିତ କରି ପାରନ୍ତି।ଏହା ସହିତ ସେ ଆମ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ହାସ୍ୟ ଅଭିନେତା ଅଟନ୍ତି।ତାଙ୍କର ଅଭିନୟ ବାସ୍ତବରେ ଅନେକ ଲୋକଙ୍କୁ ବହୁଳ ଭାବରେ ଆକର୍ଷିତ କରିଥାଏ।

ଏହା ବ୍ୟତୀତ ସେ ପ୍ରାୟ ୫୦ ରୁ ଉର୍ଦ୍ଧ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି।ତାଙ୍କର ଅଭିନୟ ମାଧ୍ୟମରେ ସେ ନିଜକୁ ଓଡ଼ିଶାର ଘରେ ଘରେ ଏକ ସ୍ବତନ୍ତ୍ର ପରିଚୟ ଦେବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ସେ ନିଜକୁ ବର୍ତ୍ତମାନ ଅନେକ ଲୋକଙ୍କ ପାଖରେ ଏକ ସ୍ଵତନ୍ତ୍ର ପ୍ରତିଷ୍ଠା ଦେବାରେ ସଫଳ ହୋଇ ପାରିଛନ୍ତି।

ଏହା ସହିତ ସେ ବର୍ତ୍ତମାନ ନିଜର ସୋସିଆଲ ମିଡ଼ିଆରେ ଅନେକ ଭିଡିଓ ପୋଷ୍ଟ କରୁଛନ୍ତି ଯାହା ସମସ୍ତ ଦର୍ଶକ ମାନଙ୍କୁ ଅନେକ ପସନ୍ଦ ଆସିଥାଏ।ଏହା ସହିତ ଏହି ଅଭିନେତା ନିଜର ଅଭିନୟ ପାଇଁ ବର୍ତ୍ତମାନ ମଧ୍ୟ ଅନେକ ଚର୍ଚ୍ଚାରେ ରହିଥାନ୍ତି।ତେବେ ତାଙ୍କର ଅଭିନୟ ପାଇଁ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି।ତେବେ ସେ ପ୍ରଥମେ ଏକ ଶିଶୁ କଳାକାର ଭାବରେ ଓଡ଼ିଆ ଅଭିନୟ ଜଗତରେ ପାଦ ଦେଇଥିଲେ।ଏହା ପରଠାରୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସଫଳତା ପାଇ ସାରିଲେଣି।

Leave a Reply

Your email address will not be published. Required fields are marked *