ଏବେ ଏବେ ଫିଲ୍ମ ଜଗତକୁ ଆସିଲା ଆଉ ଏକ ଦୁଃଖ ଖବର – ଫିଲ୍ମ ଜଗତର ଏହି ଯୁବ ଅଭିନେତ୍ରୀ ନିଜ ଘରେ ନିଜେ ଜୀବନ ହାରିଲେ – ସାରା ଦେଶରେ ଶୋକ ଖେଳିଗଲା

Spread the love

ଦୁଃଖ ଓ କଷ୍ଟ ପ୍ରତ୍ୟେକ ମନୁଷ୍ୟର ଜୀବନର ଏକ ଅଂଶ ହୋଇଥାଏ।ତେବେ ଆମେ ଏହାକୁ ଆମ ଜୀବନରେ କିପରି ଭାବରେ ଗ୍ରହଣ କରୁ ଏହା ଆମ ଉପରେ ନିର୍ଭର କରେ।ଅନେକ ଲୋକ ନିଜ ଜୀବନରେ ଚାଲିଥିବା ଦୁଃଖ କଷ୍ଟକୁ ଅନେକ ଦୃଢତାର ସହିତ ସାମ୍ନା କରିଥାନ୍ତି।ଏହା ବ୍ୟତୀତ ଆଉ କିଛି ଲୋକ ନିଜ ଜୀବନରେ ଚାଲିଥିବା ଦୁଃଖ କଷ୍ଟକୁ ସହ୍ୟ ନ କରିପାରି ନିଜ ଜୀବନକୁ ଶେଷ କରିବା ପାଇଁ ବାହାରି ପଡିଥାନ୍ତି ଓ ଏହାକୁ ଶେଷ ରାସ୍ତା ବୋଲି ଭାବି ନିଜ ଜୀବନକୁ ଶେଷ କରି ଦେଇଥାନ୍ତି।

ତେବେ ଏହା କରିବାର କୌଣସି କାରଣ ନଥାଏ।ଏପରି ଘଟିଛି ଆମ ଅଭିନୟ ଜଗତରେ।ଏହି ପ୍ରସିଦ୍ଧ ଅଭିନେତ୍ରୀ ଜଣକ ଆଜି ଆ-ତ୍ମ-ହ-ତ୍ୟା କରି ଦେଇଛନ୍ତି।ତେବେ ସେ ମଧ୍ୟ ନିଜର ଜୀବନ ଯୁଦ୍ଧରେ ପରାସ୍ତ ହୋଇ ପଡ଼ିଥିଲେ।ଫଳରେ ସେ ବାଧ୍ୟ ହୋଇ ଏପରି ନିଷ୍ପତି ନେଇଥିବା ସମସ୍ତେ ଅନୁମାନ କରୁଛନ୍ତି।ତେବେ ସେହି ଅଭିନେତ୍ରୀଙ୍କ ଏଭଳି ଅଚାନକ ବିୟୋଗରେ ସମସ୍ତ ଫିଲ୍ମ ଜଗତ ଶୋକାକୁଳ ହୋଇ ପଡ଼ିଛି।

ତାଙ୍କର ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।ତେବେ ସେ ଏପରି କରିବା ପରେ ବର୍ତ୍ତମାନ ଅନେକ ଲୋକ ଦୁଃଖ ପ୍ରକାଶ କରିଛନ୍ତି।ପ୍ରସିଦ୍ଧ ଅଭିନେତ୍ରୀ ସରହନା ନିଜ ଘରେ ଆ-ତ୍ମ-ହ-ତ୍ୟା କରିଛନ୍ତି।ତେବେ ଏହା ଶୁଣିବା ପରେ ସମସ୍ତ କଳାକାର ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ତେବେ ଏପରି ଖବର ଆସିବା ପରେ ବର୍ତ୍ତମାନ ସମସ୍ତେ ଦୁଃଖିତ ମଧ୍ୟ ହୋଇ ଯାଇଛନ୍ତି।

ସେ ଜୁନ ୩୦ ରେ ନିଜ ଘରେ ଆ-ତ୍ମ-ହ-ତ୍ୟା କରିଥିଲେ।ତେବେ ଆ-ତ୍ମ-ହ-ତ୍ୟା କରିବାର ସଠିକ କାରଣ ଏବେ ପର୍ଯ୍ୟନ୍ତ ମଧ୍ୟ ଜଣା ପଡିନାହିଁ।ତେବେ ଏପରି ହେବା ଫଳରେ ଅନେକ କଳାକାର ନିଜର ସୋସିଆଲ ମିଡ଼ିଆ ମାଧ୍ୟମରେ ଦୁଃଖ ପ୍ରକାଶ କରିଛନ୍ତି।ଏହା ସହିତ ସେମାନେ ତାଙ୍କର ଏପରି ବିୟୋଗରେ ଦୁଃଖିତ ଥିବା ଜଣା ପଡିଛି।ବଲିଊଡର ପ୍ରସିଦ୍ଧ ଅଭିନେତା ଅନୁପମ ଖେର ତାଙ୍କର ଏଭଳି ଆ-ତ୍ମ-ହ-ତ୍ୟାକୁ ବିଶ୍ୱାସ କରି ପାରି ନାହାଁନ୍ତି।

ଏହା ସହିତ ସେ କହିଛନ୍ତି ସେ କିଭଳି ଭାବରେ ଏପରି ପଦକ୍ଷେପ ନେଇ ପାରିଲେ।ତେବେ ସେ ଅନେକ ଫିଲ୍ମରେ ପ୍ରଯୋଜନା ମଧ୍ୟ କରିଛନ୍ତି।ଏହା ସହିତ ସେ ଅନେକ ଫିଲ୍ମ ଓ ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ଲୋକଙ୍କର ପ୍ରିୟ ହୋଇ ପାରିଥିଲେ।ଏହା ସହିତ ସେ ଅନେକ ଲୋକଙ୍କୁ ନିଜର ଅଭିନୟ ମାଧ୍ୟମରେ ବାନ୍ଧି ରଖି ପାରିଥିଲେ।

ତେବେ ତାଙ୍କର ଏପରି କରିବା ପଛରେ କଣ କାରଣ ରହିଛି ତାହା ଏବେ ମଧ୍ୟ ଜଣା ପଡିନାହିଁ।ସେ ଅନେକ ଫିଲ୍ମରେ ଅଭିନୟ କରି ଲୋକଙ୍କ ନିକଟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ।ଏହା ସହିତ ସେ ନିଜର ଅଭିନୟ କରିବାର ଶୈଳୀ ପାଇଁ ବେସ ପରିଚିତ ଥିଲେ।

ଆଗାମୀ ଅଗଷ୍ଟ ୧୫,୨୦୨୧ ରେ ତାଙ୍କ ପ୍ରଯୋଜିତ ଦି କାଶ୍ମୀର ଫାଇଲସ ରିଲିଜ ହେବାକୁ ଯାଉଛି।ଏହି ଚଳଚ୍ଚିତ୍ରରେ ଉଭୟ ଅନୁପମ ଖେର ଓ ମିଥୁନ ଚକ୍ରବର୍ତ୍ତୀ ଦେଖା ଯିବେ।ତେବେ ଏହି ଚଳଚ୍ଚିତ୍ରରେ ସେ ଅନେକ ଭଲ ପ୍ରଯୋଜନା ଦେଇଥିବା କଥା ଆଲୋଚନା କରା ଯାଉଛି ତେବେ ତାଙ୍କର ଏଭଳି ପଦକ୍ଷେପର କାରଣ ସମ୍ପର୍କରେ କିଛି ସଠିକ ଭାବରେ ଜଣା ପଡିନାହିଁ।

Leave a Reply

Your email address will not be published. Required fields are marked *