ମାଳିକା ବିଚାରରେ ଏହି ବଡ କଥା ଜଣା ପଡିଲା,ଓଡ଼ିଶାର ଏହି ଲୋକ 2029 ମସିହା ରେ ହେବେ India ର ପ୍ରଧାନମନ୍ତ୍ରୀ,ଓଡ଼ିଶାର କିଏ ହେବ PM

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ମାଳିକାର ଭବିଷ୍ୟତ ବିଚାର ବିଷୟରେ କିଛି ବିଶେଷ ତଥ୍ୟ ଜାଣିବା ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଆଜିର ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ପୁଣି କିଛି ବିଦେଶୀ ଶତ୍ରୁ ଆମ ଉପରେ ଆକ୍ରମଣ କରିବେ।ଏହା ବିଷୟରେ ମଳିକରେ କିଛି ଲେଖା ଅଛି କିମ୍ବା ନାହିଁ ଆସନ୍ତୁ ପ୍ରଥମେ ଜାଣିବା।

ବର୍ତ୍ତମାନ ସମୟରେ ଚାଇନା ଆମର ପରମ ଶତ୍ରୁ।ମହାପୁରୁଷଙ୍କ ବାଣୀ ହିସାବରେ ଭାରତ ଏବଂ ଚାଇନା ପ୍ରକୃତ ଯୁଦ୍ଧ ହେବ।ଏବଂ ପାକିସ୍ତାନ ଭାରତ ସହିତ ପୁଣି ମିଶିଯିବ।ଆଫଗାନିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ନେପାଳ ଭୁଟାନ ଏହି ସବୁ ଦେଶ ଭାରତ ସହିତ ମିଶିଯିବ ଏବଂ ଯେପରି ଅଖଣ୍ଡ ଭାରତ ଥିଲା ତାହା ପୁନର୍ବାର ହୋଇଯିବ।ବର୍ତ୍ତମାନ ଏହା ପ୍ରଶ୍ନ ଆସୁଛି ଏହା କେବେ ହେବ।

ଓଡିଶାରୁ ଜଣେ ମହାନ ବ୍ୟକ୍ତି ବିଶେଷ ପରିପ୍ରକାଶ ହେବେ।ବିଶ୍ୱ ମଧ୍ୟରେ ହେଉଛି ନବ ଖଣ୍ଡ ମହି।ଏହା ମଧ୍ୟରେ ହେଉଛି ଜମ୍ବୁ ଦ୍ବୀପ ଏହା ମଧ୍ୟରେ ହେଉଛି ଭାରତ ବର୍ଷ।ଭାରତ ବର୍ଷ ମଧ୍ୟରେ ଉତ୍କଳ ଦେଶ।ଉତ୍କଳ ଏକ ଦେଶ ଭଳି ହୋଇଯିବ।ମହାପ୍ରଭୁଙ୍କ ଦେଶ।ଏଠାରେ ଜଣେ ଆଲୋକିତ ସତାର ଆବିର୍ଭାବ ହେବ।ଜିଏକି ସମଗ୍ର ପୃଥିବି କୁ ନିୟନ୍ତ୍ରଣ କରି ରଖିବେ।ତପ ଏବଂ ତୋପ ମଧ୍ୟରେ ସଂଗ୍ରାମ ହେବ।

ଏବଂ ତପ ଆଗରେ ତୋପ ଅଚଳ ହୋଇଯିବ।ଏହାକୁ ଯିଏ ଅଚଳ କରିଦେବ ସେ ହିଁ ସତ୍ୟ।ଏବଂ ଏହି ସମୟ ଖୁବ ନିକଟରେ ଅଛି।ଖୁବ ନିକଟରେ ଘଟିବ ଏହା।ଏପରି ଏକ ମହାନ ବ୍ୟକ୍ତି ବାହାରିବେ ଯାହାଙ୍କ ତପ ଆଗରେ ତୋପ ପରାସ୍ତ ହୋଇଯିବ।ଯେତେବେଳେ ସଂହାର କରିବାପାଇଁ ଯେତେବେଳେ ମର୍ତ୍ତ୍ୟ ପୁରରେ ସ୍ଥାପି ଦେବେ ସେତେବେଳେ ସଂସାରକୁ କେହି ଆଉ ରୋକି ପାରିବେ ନାହିଁ।ସହସ୍ର ମାଟି ହାଣ୍ଡିକୁ ଏକ ଠେଙ୍ଗା ହେବ।

ଦ୍ୱାବିଂଶ ଏକରର ଧ୍ଵନି ପଡିବ।ଏବଂ ତିନି ପୁରରେ ପଡିବ।କିନ୍ତୁ ଏହା ପ୍ରାଥନା ଯେ ସେହି ପ୍ରଭୁଙ୍କ ପାଦ ତାଳରେ ନତ ମସ୍ତକ ହୋଇ ଆମର ଏହି ସଂଗ୍ରାମ ଜାରି ରହୁ।ପଞ୍ଚ ସଖାହିଁ ସତ୍ୟ।ଯଦି ପଞ୍ଚ ମହଭୂତ୍ୟ ସତ୍ୟ ତେବେ ପଞ୍ଚ ସଖା ମଧ୍ୟ ସତ୍ୟ।ଏହାପରେ ପ୍ରଶ୍ନ ରହିଥିଲା ଯେ ଯେତେବେଳେ ଚାଇନା ସହିତ ଯୁଧ୍ୟ ହେବ ତେବେ ଚାଇନାର ଶେଷରେ କଣ ହେବ?ଏହାର ଉତ୍ତରରେ ଆସିଥିଲା ଚାଇନାର ବିନାଶ ହେବ।ଏବଂ ଭାରତ ବିଶ୍ୱଗୁରୁ ହେବ।

ଏହି ସମୟ ଖୁବ ନିକଟରେ ଅଛି।ଓଡିଶାର ଜଣେ ଯୋଗଜନ୍ମା ପୁରୁଷ ଆସୁଛନ୍ତି ଯିଏକି ସମଗ୍ର ପୃଥିବୀରେ ରାଜ କରିବେ।ଏବଂ ଏହି କଥା ଖୁବ ନିକଟରେ ଘଟିବ।ତେବେ ଦେଖାଯାଉ ସେହି କଥାତ ସମୟ କହିବ।ତେବେ ଏଥିରେ ଆପଣଙ୍କ ମତାମତ କଣ ନିଶ୍ଚୟ କମେନ୍ଟ କରନ୍ତୁ ଓ ନିଜର ମତାମତ ମଧ୍ୟ ଦିଅନ୍ତୁ

Leave a Reply

Your email address will not be published. Required fields are marked *