ସନ୍ତାନ ଫିଲ୍ମର ସିଦ୍ଧାନ୍ତ ଙ୍କ ଭାଇ ଅଭିନୟ କରିଥିଲା ଏହି Sandeep Rout ଏବେ ଏତେ ବଡ ହେଇଯାଇଛନ୍ତି,କିନ୍ତୁ ଏବେ ଫିଲ୍ମ ନ କରି ଏହି କାମ କରି କୋଟିପତି ଜୀବନ ବଂଚୁଛନ୍ତି

Spread the love

ଆମେ ସମସ୍ତେ ସନ୍ତାନ ଫିଲ୍ମ ନିଶ୍ଚିତ ଭାବରେ ଦେଖିଥିବା।ଏହା ସହିତ ଏହି ଚଳଚ୍ଚିତ୍ରରେ ସିଦ୍ଧାନ୍ତଙ୍କ ଅଭିନୟକୁ ଆମେ ଅନେକ ଉପଭୋଗ ମଧ୍ୟ କରିଛୁ।ତେବେ ଏହି ଫିଲ୍ମ ନବେ ଦଶକରେ ଏକ ସୁପରହିଟ ଫିଲ୍ମ ଥିଲା।ଏହା ସହିତ ଏହି ଫିଲ୍ମ ସେହି ସମୟରେ ଅନେକ ନାମ କମାଇ ପାରିଥିଲେ।ଏହି ଫିଲ୍ମରେ ଶିଶୁ କଳାକାର ଭାବରେ ଜଣେ ଅଭିନେତା ଅଭିନୟ କରିଥିଲେ।ସେ ଏହି ଫିଲ୍ମରେ ସିଦ୍ଧାନ୍ତଙ୍କ ଭାଇ ଭୂମିକାରେ ଅଭିନୟ କରିଥିଲେ।ସେ ଏହି ଫିଲ୍ମ ଜରିଆରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ।ତେବେ ତାଙ୍କର ଅସଲ ନାମ ସନ୍ଦୀପ ରାଉତ ଅଟେ ଓ ବର୍ତମାନ ସମୟରେ ସେ ଓଡ଼ିଆ ଫିଲ୍ମ ରେ ଜଣେ ପ୍ରଯୋଜକ ଭାବେ କାମ କରୁଛନ୍ତି

ତେବେ ସେ ଏହି ଫିଲ୍ମ ଜରିଆରେ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଥିଲେ।ସେ ନିଜର ଅଭିନୟ ଦ୍ୱାରା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ଏହା ସହିତ ସେ ଜଣେ ବହୁତ ଭଲ ଅଭିନେତା ଭାବରେ ନିଜକୁ ସାରା ଓଡ଼ିଶାର ଲୋକଙ୍କ ନିକଟରେ ପରିଚୟ ଦେବାରେ ସଫଳ ହୋଇଥିଲେ।ତେବେ ସେ ନିଜର ଅଭିନୟ ମାଧ୍ୟମରେ ଏହି ଫିଲ୍ମ ଜରିଆରେ ଓଡ଼ିଶାର ସମସ୍ତ ଦର୍ଶକ ମାନଙ୍କ ନଜରକୁ ଆସିଥିଲେ।

ଏହା ସହିତ ସେ ଏହି ଫିଲ୍ମରେ ଅନେକ ଭଲ ପାଇବା ମଧ୍ୟ ପାଇଥିଲେ।ତାଙ୍କର ଅଭିନୟ ଏହି ଫିଲ୍ମରେ ସମସ୍ତଙ୍କୁ ଅନେକ ଆକର୍ଷିତ କରିଥିଲା।ଏହା ସହିତ ସେ ଏହି ଫିଲ୍ମରେ ଅଭିନୟ କରିବା ପରେ ଓଡ଼ିଶାର ଅଭିନୟ ଜଗତରେ ନିଜର ଏକ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଥିଲେ।ସେ ଏହି ଫିଲ୍ମ କରିବାରେ ନିଜର ଏକ ପ୍ରତିଷ୍ଠା ସୃଷ୍ଟି କରିବାରେ ସଫଳ ହୋଇଥିଲେ।

ଏହା ସହିତ ସେ ଅଳ୍ପ ସମୟ ମଧ୍ୟରେ ନିଜକୁ ସାରା ଓଡ଼ିଶାର ଲୋକଙ୍କ ନିକଟରେ ପରିଚିତ କରି ପାରିଥିଲେ।ଏହି ଫିଲ୍ମ ଜରିଆରେ ସେ ନିଜକୁ ସାରା ଓଡ଼ିଶାର ଲୋକଙ୍କ ପାଖରେ ଏକ ପରିଚୟ ଦେବାରେ ସଫଳ ହୋଇଥିଲେ।ଏହା ସହିତ ସେ ଜଣେ ଭଲ ଅଭିନେତା ଭାବରେ ନିଜକୁ ପରିଚିତ କରି ପାରିଥିଲେ।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।

ଏହା ସହିତ ସେହି ସମୟରେ ତାଙ୍କର ଅଭିନୟ ଦେଖି ଅନେକ ଶିଶୁ କଳାକାର ମାନେ ନିଜକୁ ପ୍ରେରିତ କରିଥିଲେ ଅଭିନୟ କରିବା ପାଇଁ।ତେବେ ତାଙ୍କର ଅଭିନୟ ସମସ୍ତଙ୍କ ମନରେ ବର୍ତ୍ତମାନ ଏହି ଯାଇଛି।ତେବେ ସେ କିଛି ସମୟ ହେବ ନିଜକୁ ସମ୍ପୂର୍ଣ୍ଣ ଭାବରେ ଅଭିନୟ ଜୀବନରୁ ଦୂରେଇ ରଖିଛନ୍ତି।ତେବେ ସେ ଏପରି କାହିଁକି କରିଛନ୍ତି ତାହା ଏବେ ମଧ୍ୟ ଜଣା ପଡି ନାହିଁ।

ତେବେ ସେ ଆଉ ଅଭିନୟ ଜୀବନକୁ ଫେରିବେ ନା ଫେରିବେ ନାହିଁ ଏହା ସମ୍ପର୍କରେ ସେ କିଛି ନିର୍ଦ୍ଧିଷ୍ଟ ସୂଚନା ଦେଇ ନାହାନ୍ତି।ତେବେ ସେ ନିଜର ଅଭିନୟ ଦ୍ୱାରା ନିଜର ଯେଉଁ ପରିଚୟ ସୃଷ୍ଟି କରି ପାରିଥିଲେ ତାହା ତାଙ୍କ ସମ୍ମାନକୁ ଆଜି ଅନେକ ଉପରକୁ ନେଇ ଯାଇଛି।ତେବେ ସେ ଅଳ୍ପ ସମୟ ମଧ୍ୟରେ ନିଜକୁ ଏକ ପ୍ରତିଷ୍ଠିତ କଳାକାର ଭାବରେ ପରିଚୟ ଦେବାରେ ସଫଳ ହୋଇଥିଲେ।ଏହା ସହିତ ତାଙ୍କୁ ପୁଣି ଅଭିନୟ କରୁଥିବାର ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଅଛନ୍ତି ବୋଲି ଜଣା ପଡ଼ିଛି।ତେବେ ସେ ଆଉ ଅଭିନୟ ଜୀବନକୁ ନ ଫେରି ପାରନ୍ତି ବୋଲି ସୂଚନା ମିଳୁଛି।

Leave a Reply

Your email address will not be published. Required fields are marked *