ମହାପ୍ରଭୁ ଜଗନ୍ନାଥଙ୍କର ଲୀଳା – ଭଗବାନ ଙ୍କ ଏହି ମହନ୍ତ ଯାହାଙ୍କର ବୟସ ୧୨୧ ବର୍ଷ ହେଲେ ଜୀବନରେ କେବେ ଯାଇ ନାହାନ୍ତି ମେଡିକାଲ – ନିଶ୍ଚୟ ପଢନ୍ତୁ ତାଙ୍କ ବିଷୟରେ

Spread the love

ପୁରୀ ଶ୍ରୀ ମନ୍ଦିର ନିକଟରେ ଅବସ୍ଥିତ ବଡ଼ ଛତା ମଠ।ଏହି ମଠର ମଠାଧୀଶ ୧୨୧ ବର୍ଷ ବୟସରେ ପହଞ୍ଚିଲେଣି।ତେବେ ସେହି ମଠାଧୀଶ ୧୨୧ ବର୍ଷ ବୟସରେ ମଧ୍ୟ ବଞ୍ଚି ରହିଛନ୍ତି।ଏହା ସହିତ ସେ ମହାପ୍ରଭୁ ଜଗନ୍ନାଥଙ୍କର ସେବା ମଧ୍ୟ କରୁଛନ୍ତି।ତେବେ ସମସ୍ତେ ତାଙ୍କୁ ଦେଖି ସର୍ବଦା ଆଶ୍ଚର୍ଯ୍ୟ ହୋଇଥାନ୍ତି କି ଏତେ ଅଧିକ ବୟସରେ ଜଣେ ବ୍ୟକ୍ତି କିଭଳି ଭାବରେ ସୁସ୍ଥ ରୂପରେ ରହିଛି ଓ ସେ ମହାପ୍ରଭୁଙ୍କ ସେବା କିପରି କରୁଛନ୍ତି।ଏହି ବୟସରେ ମଧ୍ୟ ସେ ନିଜର ସମସ୍ତ କାର୍ଯ୍ୟ କରିଥାନ୍ତି।ଭଜନ କୀର୍ତ୍ତନ ମଧ୍ୟ କରିଥାନ୍ତି।

ଏତେ ଅଧିକ ବୟସରେ ମଧ୍ୟ ସେ ନିଜର ଖାଦ୍ୟ ନିଜେ ଗ୍ରହଣ କରିଥାନ୍ତି।ସେ କାହା ଉପରେ ନିର୍ଭରଶୀଳ ହେବାକୁ ପସନ୍ଦ କରନ୍ତି ନାହିଁ।ସେ ନିଜର ସମସ୍ତ କାର୍ଯ୍ୟ ନିଜେ ସମ୍ପାଦନା କରିଥାନ୍ତି।ଏହା ସହିତ ସେ ଭଗବାନଙ୍କର ଭୋଗ ମଧ୍ୟ ନିଜେ ଯୋଗାଡ କରିଥାନ୍ତି।ସେ ସକାଳୁ ମିଠା,ଦହି, ଆମ୍ବ, ପଣସ ଭଳି ଖାଦ୍ୟ ଖାଇଥାନ୍ତି।ଏହା ସହିତ ସେ କେବଳ ସାଧାରଣ ମଣିଷ ଭଳି ସାଧାରଣ ଖାଦ୍ୟ ଖାଇଥାନ୍ତି।ସେ କେବେ ମଧ୍ୟ ଆମିଷ ଭକ୍ଷଣ କରନ୍ତି ନାହିଁ।ସେ ଏତେ ଅଧିକ ବୟସରେ ପହଞ୍ଚି ଥିଲେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଚାଲ ବୁଲା କରିବା ପାଇଁ ସକ୍ଷମ ଅଟନ୍ତି।

ସେ ସମସ୍ତ ପ୍ରକାରର ପ୍ରସାଦ ସେବନ କରିଥାନ୍ତି।ସେ କୌଣସି ପ୍ରକାରର ପ୍ରସାଦକୁ ବାରଣ କରନ୍ତି ନାହିଁ।ମହାପ୍ରଭୁଙ୍କର ସମସ୍ତ ପ୍ରସାଦକୁ ସେ ଅତ୍ୟନ୍ତ ଭକ୍ତିର ସହିତ ଗ୍ରହଣ କରିଥାନ୍ତି।ଏହା ସହିତ ସେ ନିଜର ଅଧିକାଂଶ ସମୟ ଭଗବାନଙ୍କ ଆରାଧନାରେ ଅତିବାହିତ କରିଥାନ୍ତି।ତାଙ୍କର ନାମ ହେଉଛି ମାଣିକ ଚାନ୍ଦ ମହାରାଜ।ସେ ଅନେକ ବର୍ଷ ହେଲାଣି ମହାପ୍ରଭୁଙ୍କ ସେବା କରି ଆସୁଛନ୍ତି।ତେବେ ସେ ନିଜ ଉପରେ ନିଜେ ନିର୍ଭର କରିଥାନ୍ତି।ସେ କାହାର ସାହାଯ୍ୟ ନେବାକୁ କୌଣସି କାର୍ଯ୍ୟରେ ଇଚ୍ଛା ପ୍ରକାଶ କରନ୍ତି ନାହିଁ।

ସେ ସମୟ ସମୟରେ ପାନର ସେବନ କରିଥାନ୍ତି।ସବୁଠାରୁ ବଡ଼ କଥା ହେଲା କି ସେ ଆଜି ପର୍ଯ୍ୟନ୍ତ କୌଣସି ଔଷଧର ସେବନ କରି ନାହାନ୍ତି।କେବେ ମଧ୍ୟ ଡକ୍ଟରଙ୍କ ପରାମର୍ଶ ମଧ୍ୟ ନେଇ ନାହାନ୍ତି।ସେ ସମ୍ପୂର୍ଣ ଭାବରେ ନିଜେ ନିଜର ଯତ୍ନ ନେଇଥାନ୍ତି।ଏହା ସହିତ ସେ ବର୍ତ୍ତମାନ ୧୨୧ ବର୍ଷରେ ପହଞ୍ଚିଲା ପରେ ମଧ୍ୟ ସେ କିଛି କିଛି କଥା କହି ପାରୁଛନ୍ତି।ଏହା ସହିତ ତାଙ୍କ ଶରୀରରେ ଆଜି ପର୍ଯ୍ୟନ୍ତ କୌଣସି ରୋଗର ଲକ୍ଷଣ ମଧ୍ୟ ଦେଖାଯାଇ ନାହିଁ।ଏହା ସବୁଠାରୁ ଏକ ବହୁତ ବଡ଼ ଆଶ୍ଚର୍ଯ୍ୟର ବିଷୟ।ଯାହା ସମସ୍ତଙ୍କୁ ଚକିତ କରି ରଖିଛି।

ସେ ନିଜର ଜୀବନର ଅଧିକ ତମ ସମୟ ଭଗବାନଙ୍କ ନାମ ଜପ କରିବାରେ ବିନିଯୋଗ କରିଥାନ୍ତି।ତେବେ ଏତେ ଅଧିକ ବୟସରେ ମଧ୍ୟ ସେ ନିଜର ସମସ୍ତ କାର୍ଯ୍ୟ କାହା ଉପରେ ନିର୍ଭର ନହୋଇ ନିଜେ ସମ୍ପୂର୍ଣ୍ଣ କରିଥାନ୍ତି।ଯାହା ହେଉଛି ସବୁଠାରୁ ଅଧିକ ଆଶ୍ଚର୍ଯ୍ୟର ବିଷୟ।ଭଗବାନଙ୍କ ଆଶୀର୍ବାଦ ଫଳରେ ସେ ଆଜି ମଧ୍ୟ ସୁସ୍ଥ ଅଛନ୍ତି।ତେବେ ସମସ୍ତେ ବିସ୍ମୟ ପ୍ରକଟ କରିଛନ୍ତି କି ଏତେ ଅଧିକ ବୟସରେ ମଧ୍ୟ ସେ କିଭଳି ଭାବରେ ଏତେ ସୁସ୍ଥ ଅଛନ୍ତି।ସମସ୍ତେ କୁହନ୍ତି ଏହା ହେଉଛି କେବଳ ସେହି ମହାପ୍ରଭୁଙ୍କ ମହିମା।

Leave a Reply

Your email address will not be published. Required fields are marked *