ଏହି ଚାରୋଟି ମାସରେ ଜନ୍ମିତ ଝିଅ ବହୁତ ଭାଗ୍ୟବାନ ହୋଇଥାନ୍ତି – ଦେଖନ୍ତୁ କେଉଁ ଭାଗ୍ୟଶାଳୀ ରାଶି ସାମିଲ ଅଛନ୍ତି

Spread the love

ଏହି ଚାରୋଟି ମାସରେ ଜନ୍ମିତ ଝିଅ ବହୁତ ଭାଗ୍ୟବାନ ହୋଇଥାନ୍ତି।ନମସ୍କାର,ଆମେ ଆପଣ ମାନଙ୍କୁ ଏଠାରେ ହାର୍ଦ୍ଧିକ ସ୍ୱାଗତ ଜଣାଉଛୁ ଆଜି ଆମେ ମହିଳା ମାନଙ୍କ ସମ୍ବନ୍ଧୀୟ କିଛି ରୋଚକ ତଥ୍ୟ ଜାଣିବାକୁ ଯାଉଛେ। ଆଜି ଆମେ ଜାଣିବା କେଉଁ ମାସରେ ଜନ୍ମିତ ହୋଇଥିବା ମହିଳାମାନେ ସ୍ୱୟଂ ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି ଆଉ ତାହା ସହିତ ସେମାନେ ଭାଗ୍ୟବାନ ମଧ୍ୟ ହୋଇଥାନ୍ତି। ଆମ ହିନ୍ଦୁ ଶାସ୍ତ୍ର ମାନଙ୍କରେ ନାରୀ ମାନଙ୍କ ଠାରେ ସ୍ୱୟଂ ମାତା ଲକ୍ଷ୍ମୀଙ୍କ ଵାସ ଥାଏ ବୋଲି କୁହାଯାଇଛି। ସେଥିପାଇଁ ଯେତେବେଳେ ମଧ୍ୟ ଗୃହରେ ଝିଅ ଜନ୍ମ ହୁଅନ୍ତି ଲୋକମାନେ କୁହନ୍ତି ମା ଲକ୍ଷ୍ମୀଙ୍କର ଆଗମନ ହେଲା। ଏହି ନାରୀ ମାନଙ୍କର ଘର ପାଇଁ ଏକ ବହୁତ ବଡ଼ କର୍ତ୍ତବ୍ୟ ରହିଥାଏ ଏହି ଭଳି ଝିଅ ମାନେ ଘର ପାଇଁ ସୁଖ ଓ ସଂବୃଦ୍ଧି ଆଣିଥାନ୍ତି। ଜ୍ୟୋତିଶ ଶାସ୍ତ୍ର ଅନୁସାରେ ଝିଅମାନଙ୍କ ଜନ୍ମ ସହିତ ତାଙ୍କର ଜନ୍ମ ମାସ ବହୁତ ଭାଗ୍ୟବାନ ହୋଇଥାଏ।

ଏହି ସବୁ ମାସରେ ଜନ୍ମ ଲାଭ କରିଥିବା ମହିଳାମାନେ ନା କେବଳ ଭାଗ୍ୟବାନ ହୋଇଥାନ୍ତି ଏମାନଙ୍କୁ ଏକ ଭଲ ଶ୍ୱଶୁର ଘର ମଧ୍ୟ ମିଳିଥାଏ। କଥାରେ ଅଛିକି ସାଖ୍ୟାତ ଲକ୍ଷ୍ମୀଙ୍କର ଅନ୍ୟ ରୂପ ହୋଇଥାନ୍ତି ଏହି ମାସରେ ଜନିତ ଝିଅ ମାନେ।ତେବେ ଆଜି ଆମେ ଏଠାରେ ସେହି ବିଷୟରେ ବହୁତ ଭଲ ଭାବରେ ଆଲୋଚନା କରିବାକୁ ଯାଉଛେକି କେଉଁ ସବୁ ମାସରେ ଜନିତ ମହିଳା ସେୟଂ ମା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି।

୧.ଫେବୃୟାରୀ ମାସ:- ଏହି ଫେବୃୟାରୀ ମାସରେ ଜନ୍ମ ଗ୍ରହଣ କରିଥିବା ମହିଳାଙ୍କର ସ୍ଵଭାଵ ବହୁତ ବିନମ୍ର ହୋଇଥାଏ। ଆଉ ସେମାନେ ବହୁତ ବୁଦ୍ଧିମତି ମଧ୍ୟ ହୋଇଥାନ୍ତି।ଏମାନେ ନିଜର ଭାଗ୍ୟ ପାଇଁ ବହୁତ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି ଆଉ ଏମାନଙ୍କ ବିବାହ ପରେ ଏମାନଙ୍କୁ ବହୁତ ଭଲ ଘର ମିଳିଥାଏ। ଆଉ ଏହା ସହିତ ଏହି ମହିଳା ମାନେ ନିଜ ଘରେ ସୁଖ ଓ ସଂବୃଦ୍ଧି ଆଣିଥାଆନ୍ତି। ଏମାନଙ୍କ ଗ୍ରହ ଚଳନ ଏମାନଙ୍କ ପରିବାର ପାଇଁ ଲାଭ ଆଣିଥାଏ ଏବଂ ଏମାନଙ୍କ ପାଇଁ କେବେ ହେଲେ ପରିବାରରେ ଦାରିଦ୍ର୍ୟତା ଦେଖାଯାଇ ନଥାଏ।

୨.ଏପ୍ରିଲ ମାସ:- ଏହି ମାସରେ ଜନ୍ମିତ ଝିଅ ମାନଙ୍କୁ ମଧ୍ୟ ସାଖ୍ୟାତ ଲକ୍ଷ୍ମୀଙ୍କର ସ୍ୱରୂପ ମଧ୍ୟ କୁହାଯାଇଥାଏ। ଆମ ଧର୍ମ ଓ ଶାସ୍ତ୍ର ଗୁଡିକୁ ଦେଖିଲେ ଜଣାପଡେଯେ ଏହି ମାସ ଗୁଡିକ ଆମ ମାନଙ୍କ ପାଇଁ ବହୁତ ଶୁଭ ହୋଇଥାଏ। ଆଉ ଏହି ମାସରେ ଜନ୍ମିତ ଝିଅଙ୍କର ଗ୍ରହ ଚଳନ ବହୁତ ଦ୍ରୁତ ହୋଇଥାଏ। ଏହାର କାରଣ ସ୍ୱରୁପ ଏମାନଙ୍କୁ ବହୁତ ବଡ଼ ସଫଳତା ମିଳିଥାଏ। ମା ଲକ୍ଷ୍ମୀଙ୍କ ଅପାର କୃପାରୁ ଏମାନଙ୍କ ଭାଗ୍ୟ ଅତି ଉଚ୍ଚ ହୋଇଥାଏ।

୩.ଜୁନ ମାସ:- ଏହି ଜୁନ ମାସରେ ଜନ୍ମିତ ଝିଅମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି କିନ୍ତୁ ଅଙ୍କ ଶାସ୍ତ୍ର ଅନୁଆରେ ଏହି ମାସରେ ଜନ୍ମିତ ଶିଶୁ ଶୁଭ ହୋଇନଥାଏ। ଏହାର ବଦଳରେ ଯଦି କୌଣସି ଝିଅର ଜନ୍ମ ହୋଇଥିଲେ ସେ ଲକ୍ଷ୍ମୀଙ୍କର ସ୍ୱରୂପ ହୋଇଥାଏ। ଏହି ମାସରେ ଜନ୍ମିତ ଝିଅମାନେ ଅତ୍ୟନ୍ତ ପରିଶ୍ରମୀ ହୋଇଥାନ୍ତି।ଆଉ ନିଜର ଲକ୍ଷ୍ୟ ପ୍ରାପ୍ତି କରିବା ନିମନ୍ତେ ବହୁତ ଅଧିକ ପରିଶ୍ରମ ମଧ୍ୟ କରିଥାଆନ୍ତି।

୪.ସେପ୍ଟେମ୍ବର ମାସ:- ଏହି ମାସରେ ଜନିତ କନ୍ୟା ଶିଶୁର କୁଣ୍ଡଳୀରେ ଚନ୍ଦ୍ର,ବୁଦ୍ଧ ଏବଂ ଶୁକ୍ର ଏହି ତିନୋଟି ଗ୍ରହଙ୍କର ମିଳନ ହୋଇଥାଏ। ଏହି କାରଣରୁ ଏହି ମାସରେ ଜନିତ ଝିଅମାନେ ବହୁତ ଧନବାନ ହୋଇଥାନ୍ତି।ଆପଣଙ୍କୁ ଜଣେଇ ରଖିବୁଯେ ସେମାନେ ନିଜର ଭାଗ୍ୟବଳରେ ସବୁ କିଛି ହାସିଲ କରିଥାନ୍ତି। ଆଉ ଏମାନଙ୍କୁ କେବେ କୌଣସି ଜିନିଷର ଅଭାବ ହୋଇନଥାଏ ଏବଂ ଏଇଟା ନିରାଟ ସତ୍ୟଯେ ରହି ଭଳି କନ୍ୟାଙ୍କର ବିବାହ ଧନୀ ବରପତ୍ରଙ୍କ ସହିତ ହୋଇଥାଏ।

Leave a Reply

Your email address will not be published. Required fields are marked *