ଏହି ୫ଟି ନାମର ଝିଅ ହୋଇଥାନ୍ତି ଗଙ୍ଗା ଭଳି ପବିତ୍ର – ଦେଖନ୍ତୁ କେଉଁ କେଉଁ ମାନେ ସାମିଲ

Spread the love

ଏହି ସଂସାରରେ ଝିଅ ମାନଙ୍କୁ ବୁଝିବା ବହୁତ କଷ୍ଟକର ହୋଇଥାଏ। ଝିଅ ମାନେ କେତେବେଳେ କଣ ଭାବିଥାନ୍ତି ତାହା କେହି ଜାଣିନାହାଁନ୍ତି। ଏକଥା ତ ଆପଣ ମାନେ ନିଶ୍ଚିତ ଶୁଣିଥିବେ କୁହାଯାଏ କି ଭଗବାନ ମଧ୍ୟ ନାରୀମାନଙ୍କ ମାୟା ବୁଝିପାରନ୍ତି ନାହିଁ ତ ଆମେ ବୁଝିବାକୁ କିଏ। ଏହାର ଅର୍ଥ ଏହାକି ଝିଅ ମାନଙ୍କ ସ୍ୱଭାବ ଅଲଗା ପ୍ରକାର ହୋଇଥାଏ।ସେମାନେ କେତେବେଳେ କଣ ପ୍ରତିକ୍ରିୟା ଦେବେ ତାହା କେହି କହିପାରିବେ ନାହିଁ। ଏହି ସଂସାରରେ ଏପରି କିଛି ଝିଅ ରହିଥାନ୍ତି ଯେଉଁମାନେ ଗଙ୍ଗାଭଳି ପବିତ୍ର ହୋଇଥାନ୍ତି ଓ ସେମାନେ ବହୁତ ସରଳ ହୋଇଥାନ୍ତି କିନ୍ତୁ ଆଉ କେତେକ ଝିଅ ଏପରି ହୋଇଥାନ୍ତି ଯେଉଁମାନେ ବହୁତ ଚରିତ୍ରହୀନ ହୋଇଥାନ୍ତି ଓ ଦୁଷ୍ଟ ମଧ୍ୟ ହୋଇଥାନ୍ତି। ଏମାନଙ୍କୁ ବିଶ୍ୱାସ କରାଯାଇପାରିନଥାଏ। ଆଜି ଆମେ ସେହି ଝିଅ ମାନଙ୍କ କଥା କହିବାକୁ ଯାଉଛୁ ଯେଉଁମାନେ ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି। ଆମେ ଏପରି ଅକ୍ଷର ଝିଅ ମାନଙ୍କ ବିଷୟରେ କହିବୁ ଯେଉଁ ଝିଅ ମାନେ ସେହି ଅକ୍ଷରର ହୋଇଥାନ୍ତି ସେମାନେ ବହୁତ ପବିତ୍ର ହୋଇଥାନ୍ତି।ତେବେ ଆସନ୍ତୁ ଜାଣିବା ସେ କେଉଁସବୁ ଅକ୍ଷର।

୧-” B” ନାମର ଝିଅ- ଏହି ନାମର ଝିଅ ବହୁତ ସରଳ ହୋଇଥାନ୍ତି। ଏମାନେ ନିଜ ସ୍ୱାମୀଙ୍କର ବହୁତ ବିଶ୍ୱସ୍ତ ହୋଇଥାନ୍ତି। ଏମାନେ କୌଣସିବି ପରିସ୍ଥିତିରେ ନିଜ ସ୍ୱାମୀଙ୍କ ସାଥ ଛାଡ଼ନ୍ତି ନାହିଁ। ଏମାନଙ୍କ ବ୍ୟବହାର ମଧ୍ୟ ବହୁତ ଭଲ ହୋଇଥାଏ। ଏହି କାରଣରୁ ଏମାନଙ୍କୁ ପବିତ୍ର ବୋଲି ମାନାଯାଏ।

୨-“N” ଅକ୍ଷରର ଝିଅ- ଏହି ଅକ୍ଷରର ଝିଅ ମାନେ ବହୁତ ତେଜ ସ୍ୱଭାବର ହୋଇଥାନ୍ତି। ଏମାନେ ନିଜ ପରିବାରର ବହୁତ ଧ୍ୟାନ ରଖିଥାନ୍ତି। ଏମାନେ କେବେବି ଏପରି କାମ କରିନଥାନ୍ତି ଯାହା ଦ୍ୱାରା ପତିବାରରୁ ସମ୍ମାନ ନଷ୍ଟ ହେବ।ଏମାନଙ୍କ ବ୍ୟବହାର ମଧ୍ୟ ଉତ୍ତମ ହୋଇଥାଏ ଯାହା ପାଇଁ ଏମାନଙ୍କୁ ମଧ୍ୟ ପବିତ୍ର ମାନାଯାଇଛି।

୩-“P” ଅକ୍ଷରର ଝିଅ- ଏହି ଅକ୍ଷରର ଝିଅ ମାନେ ସମସ୍ତଙ୍କୁ ସମ୍ପର୍କରେ ବାନ୍ଧିରଖିଥାନ୍ତି। କହିରଖିବୁ କି ଏମାନେ ସମସ୍ତଙ୍କ ମନକୁ ଭଲ ଭାବେ ବୁଝିପାରନ୍ତି। ଏହା ସହ ସମସ୍ତଙ୍କୁ ମଧୁର କଥା କହିଥାନ୍ତି। ଏଥିପାଇଁ ଏମାନଙ୍କୁ ପବିତ୍ର ମାନାଯାଇଛି।

୪-“S” ଅକ୍ଷରର ଝିଅ- ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରର ହୋଇଥାଏ ସେମାନଙ୍କୁ ବହୁତ ପବିତ୍ର ମାନାଯାଇଥାଏ। ଏମାନେ ବହୁତ ଲାଜକୁଳା ସ୍ୱଭାବର ହୋଇଥାନ୍ତି କିନ୍ତୁ ସର୍ବଦା ନିଜ ପରିବାର ସମ୍ମାନର ଧ୍ୟାନ ରଖିଥାନ୍ତି। ସବୁ ପରିସ୍ଥିତିରେ ଏମାନେ ନିଜ ପରିବାରକୁ ଖୁସିରେ ରଖିବାକୁ ଚାହିଁଥାନ୍ତି।

୫-“M” ଅକ୍ଷରର ଝିଅ- ଯେଉଁ ଝିଅ ମାନେ ଏହି ଅକ୍ଷରର ହୋଇଥାନ୍ତି ସେମାନେ ବହୁତ ସରଳ ହୋଇଥାନ୍ତି।ଏମାନେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରିଥାନ୍ତି। କାହାରି ମନରେ କଷ୍ଟ ଦେଇନଥାନ୍ତି। ଏହି ଝିଅ ମାନେ ସର୍ବଦା ନିଜ ପରିବାର ମାନ ମର୍ଯ୍ୟାଦାର ଧ୍ୟାନ ରଖିଥାନ୍ତି। ଏହା ଦ୍ଵାରା ଏମାନଙ୍କୁ ପବିତ୍ର ମାନାଯାଇଛି।

Leave a Reply

Your email address will not be published. Required fields are marked *