ଗୁଟଖା ଛଡାଇବାକୁ ହେଲେ ରାମବାଣ ପ୍ରମାଣିତ ହୋଇଛି ଏହି ୧ ଜିନିଷ, ବିଶ୍ୱାସ ନହେଲେ ଖାଲି ଆପଣାଇଦେଖନ୍ତୁ

Spread the love

କୁହାଯାଏ କି କେଉଁ ବ୍ୟକ୍ତି କେଉଁ ଜିନିଷକୁ ଅଭ୍ୟାସ ହୋଇଗଲେ ତାହାକୁ ଛାଡିବାକୁ ମୁସକିଲ୍ ହୋଇଥାଏ , ଏହି ଅଭ୍ୟାସ ଧୀରେ ଧୀରେ ଅଭ୍ୟାସରେ ପଡିଯାଏ , ଓ ଅଭ୍ୟାସ ବହୁତ ଖରାପ ଜିନିଷ ଅଟେ , ଏହା ତ ଆମେ ସମସ୍ତେ ଜାଣିଛନ୍ତି , ଅଭ୍ୟାସ ଯୋଗୁଁ ସଂମ୍ପର୍କିୟ ଓ ଦୁଃଖ ଅସୁବିଧା ଆଡକୁ ଟାଣିନେଇଥାଏ , ବୋଧେ ଏହି କାରଣରୁ ପ୍ରଧାନମନ୍ତ୍ରୀମୋଦୀ ଏବେ ଡ୍ରଗ୍ସ ଫ୍ରୀ ଇଣ୍ତିଆ କ୍ୟାମ୍ପେନ୍ କଥା କହିଥିଲେ । ଏହି ଅଭ୍ୟାସ ଚକ୍କରରେ ଆଜି ଆମ ଦେଶରେ ଲକ୍ଷାଧିକ ପରିବାର କୁପୋଷଣ ଶିକାର ହେଉଛନ୍ତି , ଓ ଆମର ସମାଜରେ ବହୁତ ଖରାପ ଅଭ୍ୟାସ ଅଟେ , ଆପନଙ୍କୁ କହିଦେବୁ କି ମଦ,ସିଗାରେଟ୍ , ଡ୍ରଗ୍ସ, କିମ୍ବା ଗୁଟଖା ଖଇନି ସେବନ ଟୀକିଏ ମାତ୍ରାରେ ଶରୀରକୁ ନେଲେ ବି ବହୁତ କ୍ଷତି ପହଞ୍ଚାଇଥାଏ , କିତୁ ଯେବେ ଅଭ୍ୟାସ ହୋଇଯାଏ ତେବେ ସ୍ଥିତିକୁ କାବୁ କରିବା ଅସଂମ୍ଭବ ହୋଇଯାଏ ।

ଅଭ୍ୟାସହେବାର ମତଲବ ଏହା କି ଯେଉଁ ଜିନିଷର ଅଭ୍ୟାସ ହୋଇଥାଏ , ସେ ଯେତେ ବେଳେ ନ ମିଳେ , ତେବେ ପିଡୀତ ଲୋକ ଅସମାନ୍ୟ ହୋଇଯାଏ , ଯେବେ ସେହି ଜିନିଷ ମିଳିଯାଏ ତେବେ ତାକୁ ସାମାନ୍ୟ ଲାଗେ କିନ୍ତୁ ଅସଲରେ ଯଦି ଆମେ କଥା କହିବା ତେବେ ଭିତରୁ ଦୁର୍ବଳ ଓ ରୋଗାକ୍ରାନ୍ତ ହୋଇଯାଏ , ଆମର ଦେଶରେ ଧ୍ରୁମପାନ କରିବା ଦିନ ପ୍ରତିଦିନ ବଢିବାକୁ ଯାଉଛି, ଅଧିକା ଯୁବା ଧ୍ରୁମପାନ ଅଭ୍ୟାସ ବ୍ୟାପିଲେ ସମାଜରେ ବହୁତ ଗଭୀର ଅଭ୍ୟାସ ପକାଇଥାଏ , ଏହା ଜାଣିବା ଦ୍ୱାରା ଗୁଟଖା, ମଦ, ସିଗାରେଟ୍ ହେଲଥ୍ ପାଈଁ ହାନିକାରକ ଅଟେ । ବହୁତ ଘରେ ଗୁଟଖା ଛଡାଇବାପାଇଁ ନାନାପ୍ରକାରର ଉପାୟ ବି କରିଥାନ୍ତି ଯାହାଦ୍ୱାରା ତାନକ୍ ସ୍ୱାମୀଙ୍କୁ ଗୁଟଖା ପ୍ରତି ଘୃଣା ହୋଇଯାଉ, କିନ୍ତୁ ସେ ନିଜ ଉପାୟରେ ସଫଳ ହୋଇପାରେ ନାହିଁ , କିନ୍ତୁ ଏବେ ଆପଣଙ୍କୁ ଏବେ ଆଉ ଚିନ୍ତା କରିବା ଦରକାର ନାହିଁ

ଆଜି ଆମେ ଆପଣଙ୍କୁ ଏମିତି ତରିକା କହିବାକୁ ଯାଉଛୁଯାହା ଖାଇବାରୁ ଧ୍ରୁମପାନ କରୁଥିବା ବ୍ୟକ୍ତି ଗୁଟଖାକୁ ଘୃଣା କରିବ,  ଯେପରି ଆମେ ଜାଣିଛେ କି ଗୁଟଖା କ୍ୟାନ୍ସର ପରି ଖତରନାକ ରୋଗ ହୋଇଥାଏ , ଯାହା ସେବନ କରିଲେ ବ୍ୟକ୍ତିର ମୃତ୍ୟୁ ହୋଇଯାଏ , ଏହି ଅଭ୍ୟାସ ଛଡାଇବାପାଈଁ  ବହୁତ ଲୋକ ଡାକ୍ତର ଉପଦେଶ ବି ଦିଅନ୍ତି , କିନ୍ତୁ ଆଜି ଯେଉଁ ଘରୋଇ ଉପାୟ କହିବାକୁ ଯାଉଛୁ, ତାହାକୁ କରିକି ଦେଖନ୍ତୁ , ଏକ ସପ୍ତାହରେ ଆପଣଙ୍କ ମଧ୍ୟରେ ପ୍ରଭାବ ଦେଖାଯିବ , ଏହି ଉପାୟ ପାଇଁ ଆପଣଙ୍କୁ କେବଳ ଏହି ଜିନିଷର ଦରକାର, ତାହା ହେଲା ଜୁଆଣି, ଲୁଣ, ଯାହା ସହଜରେ ବଜାରରେ ମିଳିଯିବ । ଏହି ସବୁ ସାମଗ୍ରୀ ମିଶ୍ରଣ କରି ଏଥିରେ ଦୁଇଟି ଲେମ୍ବୁ ରସ ମିଶାଇକରି ତାୱାରେ ସେକି ଖାଲି ଗୁଟଖା ଛଡାଇବାର ଚିକିତ୍ସା ହୋଇଗଲା , ଏବେ ଏହି ମିଶ୍ରଣ କୁ ଗୁଟଖା ସେବନ କରୁଥିବା ବ୍ୟକ୍ତି ପକେଟ୍ ରେ ରଖିଦେବ , ଯେବେ ସେହି ଗୁଟଖା ଖାଇବାର ଇଚ୍ଛା ଥିବ ତେବେ ସେହି ମିଶ୍ରଣକୁ ଖାଇବ , କାରଣ ମିଶ୍ରଣ ଗୁଟଖା ସ୍ୱାଦ ଦେଇଥାଏ , କିନ୍ତୁ ହାନିକାରକ ହୋଇନଥାଏ , ଆପଣଙ୍କୁ କହିଦେବୁ କି ଗୁଟଖା ବନାଇବାର କାରୋବାର ଚାଳୁଛି ୫୨ ବର୍ଷର ବିଜୟ ତିୱାରି ବୋଧେ କେବେ ଭାବିନଥିବେ , ଯେଉଁ ସହରର ହେଉଛି ତାହା ନିଜେ ଶିକାର ହୋଇଯୀବେ ।

ଗୁଟଖା କ୍ୱାଲିଟି ଯାଞ୍ଚ କରିବାପାଇଁ ଏହା ଲଗାତାର ଚାଖିଲେ ତିୱାରୀଙ୍କୁ ଏହାର ଅଭ୍ୟାସ ହୋଇଗଲ,  ଓ ସେ କ୍ୟାନ୍ସରର ଶିକାର ହୋଇଗଲେ , ଏବେ ସେ ଗୁଟଖାରେ ବ୍ୟବହାର ହେଉଥିବା ବାସ୍ନା ବନାଇବାପାଇଁ ନିଜ ବିଜନେସ୍ କୁ ବନ୍ଦ କରିବାପାଇଁ ଫଇସଲା ନେଇଛନ୍ତି , ସେ କହନ୍ତି କି ଏକ କିଲୋ କ୍ୟାନ୍ସର ଦାମ୍ ୧,୬ ଲକ୍ଷ ଅଟେ, କିନ୍ତୁ ଏହାର କାରଣ ଯେଉଁ କେମିକାଲ୍ ଫ୍ଲେବର୍ ବ୍ୟବହାର କରାଯାଇପାରେ , ତାହାର ଦାମ୍ ପ୍ରାୟ ୨୩୦୦ ଟଙ୍କା ପ୍ରତି କିଲୋଗ୍ରମ ଅଟେ । ଅସଲି ଓ ନକଲି ଜିନିଷର ଦାମ୍ ଏତେ ବଡ୍ ଅନ୍ତର ହୋଇଥାଏ,  ଏଥିପାଇଁ କିଏ ବି ଗୁଟଖା ମ୍ୟାନୁଫ୍ୟାକ୍ଚରିଙ୍ଗ୍ କମ୍ପାନୀ ଅସଲ ବାସ୍ନା ବ୍ୟବହାର କରନ୍ତି ନାହିଁ,  ଏହା ଛଡା ଏହି ମିଶ୍ରଣକୁ ଖାଇବା ବ୍ୟକ୍ତି ରକ୍ତ ବି ସଫା ହୋଇଥାଏ , ଓ ଧୀରେ ଧୀରେ କରି ଗୁଟଖା ସ୍ୱାଦ ଭୁଲିଯାଇଥାଏ , ଖାଇବା ବ୍ୟକ୍ତି ଗୁଟଖା ଓ ଏହି ଘରୋଇ ମିଶ୍ରଣରେ ଅନ୍ତର ନିଶ୍ଚିତ ବୁଝିବେ , କିନ୍ତୁ ଯଦି ହୋସିୟାରୀ ରୁ ଏହା କାମ କରାଯାଏ ତେବେ ବହୁତ ଜଲଦି ବ୍ୟକ୍ତି ଗୁଟଖା ଛାଡିପାରିବ

Leave a Reply

Your email address will not be published. Required fields are marked *