ଏହି ୫ ଜଣ ହିରୋଇନ ମାନେ ମାଆ ହେବା ପରେ ଛାଡି ଦେଇଛନ୍ତି ଅଭିନୟ – ୪ ନମ୍ବର ଙ୍କ ନାମ ଜାଣିଲେ ଆପଣ ମଧ୍ୟ ଦୁଃଖିତ ହେଇଯିବେ..

Spread the love

ସାଙ୍ଗମାନେ ଆଜି ଆମେ ଏହି ଆର୍ଟିକିଲରେ ଜାଣିବା ଓଡ଼ିଆ ଟିଭି ଅକଟ୍ରେସ ଯେଉଁମାନେ ମାଆ ହେବା ପରେ ଅଭିନୟ ଛାଡିଦେଇଛନ୍ତି।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।କୁହାଯାଏ ଗୋଟେ ମାଆର ମମତା ଆଗରେ ଆଉ ସବୁ ଫିକା ପଡ଼ିଯାଏ।ଗୋଟେ ମାଆଟିଏ ନିଜ ସନ୍ତାନମାନଙ୍କ ପାଇଁ ସବୁ କିଛି ତ୍ୟାଗ କରିଦେଇଥାଏ।ତେବେ ଏବେ ମଧ୍ୟ ଅନେକ ମାଆ ଅଛନ୍ତି ଯେଉଁମାନେ ନିଜ ଛୁଆର କାମ ସବୁ କରିବା ପାଇଁ,ଛୁଆର ଯତ୍ନ ନେବା ପାଇଁ ନିଜ କ୍ୟାରିୟରକୁ ମଧ୍ୟ ବଳି ପକାଇ ଦେଇଛନ୍ତି।ତେବେ ଅନେକ ମା ଏପରି ଅଛନ୍ତି ଯେଉଁମାନେ ମାଆ ହେବା ପରେ ଏକ ବିରତି ନେଇଛନ୍ତି ଓ ଏହାପରେ ଆସି ପୁଣି ଥରେ ନିଜ କାମ ଲାଗି ଯାଇଛନ୍ତି।

୧) ମାହି ମିଶ୍ର – ଆମ ଲିଷ୍ଟରେ ପ୍ରଥମେ ଆସୁଛନ୍ତି ମାହି ମିଶ୍ର ଆପଣମାନେ ତ ମାହି ମିଶ୍ରଙ୍କୁ ବହୁତ ଭଲ ଭାବରେ ଚିହ୍ନିଥିବେ।ମାହି ମୁଁ ବି ଅର୍ଦ୍ଧାଙ୍ଗିନୀ ଧାରାବାହିକରେ ଅଭିନୟ କରି ଲୋକମାନଙ୍କ ମନ କିଣି ପାରିଥିଲେ।ତେବେ ମାହି ଏବଂ ତାଙ୍କ ସ୍ଵାମୀ ଚନ୍ଦନ ସୁଟିଂ ସେଟରେ ଭଲ ପାଇଯାଇଥିଲେ।ଏହାପରେ ସେ ନିଜ ପ୍ରେମ ସମ୍ପର୍କକୁ ବିବାହରେ ପରିଣତ କରିଥିଲେ।ତେବେ ତାଙ୍କର ଗୋଟେ ଛୋଟ ଝିଅ ମଧ୍ୟ ଅଛି।ତେବେ ମାଆ ହେବା ପରେ ମାହି ଅଭିନୟ ଛାଡ଼ି ଦେଇଥିଲେ।

୨) ରାନୁ କର – ଏହାପରେ ଦ୍ୱିତୀୟରେ ଆମ ଲିଷ୍ଟରେ ଆସୁଛନ୍ତି ରାନୁ କର।ତେବେ ଆପଣମାନେ ସମସ୍ତେ ତ ରାନୁ କରଙ୍କୁ ଭଲ ଭାବରେ ଚିହ୍ନିଥିବେ।ରାନୁ ସିନ୍ଦୂର ବିନ୍ଦୁ ଧାରାବାହିକରେ ଅଭିନୟ କରି ଲୋକମାନଙ୍କ ମନ କିଣି ପାରିଥିଲେ। ରାନୁ ୨୦୧୯ ମସିହାରେ ବିବାହ କରିଥିଲେ।ଏହାପରେ ତାଙ୍କର ଏକ ପୁତ୍ର ସନ୍ତାନ ହେଇଥିଲା।ଏହାପରେ ରାନୁ ଅଭିନୟ ଠାରୁ ଦୂରେଇ ଯାଇଛନ୍ତି।

୩) ଇପ୍ସିତା ମହାନ୍ତି -ଏହାପରେ ଆମ ଲିଷ୍ଟରେ ତୃତୀୟରେ ଆସୁଛନ୍ତି ଇପ୍ସିତା ସାଙ୍ଗମାନେ ଆପଣ ସମସ୍ତେ ଇପ୍ସିତା ମହାନ୍ତିଙ୍କୁ ଭଲ ଭାବରେ ଚିହ୍ନିଥିବେ।ତେବେ ଇପ୍ସିତା ତୁଳସୀ ଧାରାବାହିକରେ ଅଭିନୟ କରି ବହୁତ ଲୋକପ୍ରିୟ ହେଇଥିଲେ।ତେବେ ଇପ୍ସିତାଙ୍କର ଏକ ପୁଅ ଓ ଏକ ଝିଅ ଅଛନ୍ତି।ତେବେ ମା ହେବା ପରେ ସେ ଅଭିନୟ କରିବା ଛାଡ଼ି ଦେଇଥିଲେ।

୪) ଉପାସନା ମହାନ୍ତି – ସାଙ୍ଗମାନେ ଏହାପରେ ଆମ ଲିଷ୍ଟରେ ଚତୁର୍ଥରେ ଆସୁଛନ୍ତି ଉପାସନା ସାଙ୍ଗମାନେ ଆପଣ ସମସ୍ତେ ଉପାସନାଙ୍କୁ ଭଲ ଭାବରେ ଜାଣିଥିବେ।ଉପାସନା ମାନିନୀ ଧାରାବାହିକରେ ଅଭିନୟ କରିଥିଲେ।ଏହା ଛଡ଼ା ସେ କିଛି ଆଲବମରେ ମଧ୍ୟ ଅଭିନୟ କରିଛନ୍ତି।ଉପାସନାଙ୍କର ଜଣେ ପୁଅ ଅଛନ୍ତି।ତେବେ ପୁଅ ହେବା ପରେ ଉପାସନା ନିଜର ଅଭିନୟ କ୍ୟାରିୟରକୁ ଶେଷ କରି ଦେଇଥିଲେ।

୫) ସ୍ବିଟି ପଟ୍ଟନାୟକ -ସାଙ୍ଗମାନେ ଏହାପରେ ଆମ ଲିଷ୍ଟରେ ୫ ନମ୍ବରର୍ବ ଆସୁଛନ୍ତି ସ୍ୱିଟି ପଟ୍ଟନାୟକ।ତେବେ ଆପଣମାନେ ତ ନିଶ୍ଚିତ ଭାବରେ ସ୍ବିଟି ପଟ୍ଟନାୟକଙ୍କୁ ଭଲ ଭାବରେ ଜାଣିଥିବେ।ସେ ମାନିନୀ ଧାରାବାହିକରେ ଅଭିନୟ କରି ଲୋକମାନଙ୍କର ବହୁତ ପ୍ରିୟ ହେଇ ପାରିଥିଲେ।ତେବେ ତାଙ୍କର ଏକ ପୁଅ ଅଛି।ତେବେ ସେ ସେଥିପାଇଁ ନିଜ ଅଭିନୟ କ୍ୟାରିୟରରୁ ଏକ ବିରତି ନେଇଛନ୍ତି।

ତେବେ ସାଙ୍ଗମାନେ ଏହା ଥିଲା କିଛି ଓଡ଼ିଆ ଅଭିନେତ୍ରୀ ଯେଉଁମାନେ ମା ହେବା ପରେ ଅଭିନୟ କରିବା ଛାଡ଼ି ଦେଇଛନ୍ତି।

Leave a Reply

Your email address will not be published. Required fields are marked *