ବିଧାୟକ ଭାଙ୍ଗିଲେ କରୋନା ନିୟମ – ବିଧାୟକ ବିବାହ ରିସେପସନ୍ ପାର୍ଟିରେ ସତେ ଯେପରି ଏଇଠି କରୋନା ବୋଲି କିଛିନାହିଁ – ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା କିଛି ବିଶେଷ ଖବର ବିଷୟରେ।ଏବେ ଖବର ସମ୍ନାକୁ ଆସିଛି ସୁର ବେଳେ ରେଡ଼ କରି ଫାଇନ କାଟିଲେ ନବୀନ ବାବୁ।ଏହି ଖବର ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଏହି ଘଟଣାରେ ସୁର ବାବୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଡ଼ କରି ଫାଇନ କାଟିବା ପରେ କ୍ରୋଧିତ ହୋଇଛନ୍ତି ସୁର ବାବୁ।ଏହି କ୍ରୋଧିତ ହୋଇଥିବା ସମୟରେ ତାଙ୍କର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ମଧ୍ୟ ହୋଇଛି।ନବୀନ ବାବୁଙ୍କ ଏହି ଘଟଣା ପରେ ସୁର କ୍ରୋଧିତ ହୋଇ କହିଛନ୍ତି ଅନ୍ୟ ଜଣେ ବିଧାୟକ ପିତା ହେବା କଥା କହିଛନ୍ତି।ଏବଂ ଏହା ସହିତ ସେ ଅନ୍ୟ ଜଣେ ବିଧାୟକଙ୍କୁ ମଧ୍ୟ କଟାକ୍ଷ କରି କହିଛନ୍ତି।

ଏହି ଘଟଣା ପରେ ସୁର ନବୀନ ପଟ୍ଟନାୟକଙ୍କୁ ତାଙ୍କ ଡିଜି କୁଆଡେ ଗଲେ ବୋଲି ଏହା ସହିତ ତାଙ୍କ ସେକ୍ରେଟାରୀ ମଧ୍ୟ କୁଆଡେ ଗଲେ ବୋଲି ପ୍ରଶ୍ନ କରିଛନ୍ତି ସୁର ବାବୁ।ଏହି କ୍ରୋଧିତ ଅବସ୍ଥାରେ ସେ ନବୀନଙ୍କ ରେଡ଼ କରିବା ଉପରେ କହିଛନ୍ତି ମିଛ କହି ୨୦ ହଜାର ଫାଇନ ନେବା କଥା ମଧ୍ୟ କହିଛନ୍ତି।ଏହା ସହିତ ସେ ନବୀନଙ୍କ ଚିଫ ସେକ୍ରେଟାରୀ ଏପରି କରିଛନ୍ତି ବୋଲି ମଧ୍ୟ କହିଛନ୍ତି।ସେ କହିଛନ୍ତି ସେ ମାତ୍ର ୫୦ ଜଣ ବ୍ୟକ୍ତିଙ୍କୁ ଡାକିଥିଲେ।ଏବଂ ନବୀନଙ୍କ ପାଇଁ ଲୋକ ଗହଳି ହେଲା ବୋଲି ସେ ସେଠାରେ ପପ୍ରକାଶ କରିଛନ୍ତି।

ସେ ଏହା କହିଛନ୍ତି ଯେ ଅଳ୍ପ ଲୋକ ଥିଲେ ଏବଂ ଯେତେବେଳେ ଅଧିକ ଲୋକ ଆସି କିଛି ଗହଳି ହେଲା ଲୋକ ଭାବିଲେ ସୁର ରାଉତରାୟଙ୍କୁ ଆରେଷ୍ଟ କରାଯାଉଛି ଏହା ଯୋଗୁ ଲୋକ ଗହଳି ବହୁତ ଅଧିକ ବଢିଯାଇଥିଲା।ସେହି ଲୋକ ମାନେ ଆସି ତାଙ୍କର ହୋଇଥିବା ଖାଦ୍ୟ ଖିରି ଏବଂ ଡାଲି ଆଦି ଢାଳି ଦେବାକୁ କହିଥିଲେ।ସୁର ଏଠାରେ ଏହା ପ୍ରକାଶ କରିଛନ୍ତି ୫୦ ବର୍ଷ ରାଜନୀତିରେ ସେ କୌଣସି କର୍ମଚାରୀନଙ୍କୁ ଛୁଇଁ ନାହାନ୍ତି।ସେ ଏହି କଥା ସବୁବେଳେ କୁହନ୍ତି ତାଙ୍କ ପାଇଁ ବାଟ ଖୋଲା ଥାଏ ଏବଂ ସୁରଙ୍କ ପାଇଁ ବନ୍ଦ ଥାଏ।

ନବୀନଙ୍କ ଏଠାରେ ସେ ପ୍ରଶ୍ନ କରିଛନ୍ତି ତାଙ୍କର ଏକ ବିଧାୟକ ଏକ ବିବାହରେ ବିନା ମାସ୍କରେ ନାଚୁଥିଲେ ଏବଂ ସେ ଏହା ସହିତ ସେହି ବିଧାୟକଙ୍କ ଏବଂ ତାଙ୍କ ପତ୍ନୀଙ୍କ ଜୀବନ ଭଲରେ କଟିବାର ଅଶ୍ରୀବାଦ ମଧ୍ୟ କରିଛନ୍ତି।କିନ୍ତୁ ସେ ବିନା ମାସ୍କରେ ନାଚିବା କଥାର ବିରୋଧ ମଧ୍ୟ କରିଛନ୍ତି।ଅନ୍ୟ ଜଣେ ବିଧାୟକ ବାପା ହେବା କଥା ମଧ୍ୟ ବର୍ଣ୍ଣନା କରିଛନ୍ତି ଅନ୍ୟ ଜଣେ ବିଧାୟକ ମାଆ ହୋଇଥିଲେ ଭଲ ହୋଇଥାନ୍ତା ବୋଲି।ସେହି ଭିଡିଓରୁ ସୁରଙ୍କ କ୍ରୋଧିତ ରୁପ ଦେଖିବାକୁ ମିଳିଛି।ତେବେ ଏଥିରେ ଆପଣଙ୍କ ମତାମତ କଣ ନିଶ୍ଚୟ କମେନ୍ଟ କରିବେ

Leave a Reply

Your email address will not be published. Required fields are marked *