ଗଙ୍ଗା ପରି ପବିତ୍ର ହୋଇଥାନ୍ତି ଏହି ପାଞ୍ଚଟି ନାମର ଝିଅ ମାନେ – ଏମାନଙ୍କ ସହ ବାହାଘର ହେଇଗଲେ ଆପଣ ଜୀବନସାରା ଖୁସି ରେ ରହିବେ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଗଙ୍ଗା ପରି ପବିତ୍ର ହୋଇଥାନ୍ତି ଏହି ୫ଟି ନାମର ଝିଅ ମାନେ।ଗୋଟିଏ ଝିଅ ମନରେ କେତେବେଳେ କଣ ଚାଲିଥାଏ ତାହା ଅସମ୍ଭବ ଅଟେ।ଏହି କଥା ତ ଆପଣ ମାନେ ନିଶ୍ଚିତ ଭାବରେ ଶୁଣିଥିବେ।ନାରୀ ମାନଙ୍କୁ ଭଗବାନ ବୁଝି ନଥିବା ବେଳେ ସାଧାରଣ ମନୁଷ୍ୟ କିପରି ବୁଝିବେ।ପ୍ରକୃତରେ ଝିଅ ମାନଙ୍କ ବ୍ୟବହାର ଅଲଗା ହୋଇଥାଏ।ସେମାନଙ୍କୁ ବୁଝିବା ବହୁତ କଷ୍ଟ ହୋଇଥାଏ।

ସେହି ପରି କ୍ଷେତ୍ରରେ ଆମେ ଆଜି ଏପରି କିଛି ନରୀ ମାନଙ୍କ ବିଷୟରେ କହିବୁ ଯେଉଁମାନେ ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି।ଏହା ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା କେଉଁ ନାମର ଝିଅ ମାନେ ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି?ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ।

ପ୍ରଥମେ ଆସୁଛନ୍ତି ବି ନାମ ଥିବା ଝିଅ ମାନେ।ଯେଉଁ ଝିଅ ମାନଙ୍କ ନାମ ବି ଆକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ପବିତ୍ର ହୋଇଥାନ୍ତି।ଏମାନେ ବହୁତ ଲାଜକୁଳି ହୋଇଥାନ୍ତି କିନ୍ତୁ ଏମାନେ ନିଜ ପରିବାରର ମାନ ମର୍ଯ୍ୟାଦାକୁ ରକ୍ଷା କରିଥାନ୍ତି।ଏମନେ ଯେକୌଣସି ପରିସ୍ଥିତିରେ ନିଜ ପରିବାରକୁ ଖୁସିରେ ରଖିବାରେ ପ୍ରୟାସ କରିଥାନ୍ତି।ଏବଂ ନିଜ ପରିବାର ଲୋକଙ୍କ ସବୁ ପ୍ରକାର ଇଚ୍ଛାକୁ ପୁରଣ କରିଥାନ୍ତି।

ଏହାପରେ ଦ୍ୱିତୀୟରେ ଆସୁଛନ୍ତି ଏନ ଅକ୍ଷରରୁ ଆରମ୍ଭ ହୋଇଥିବା ଝିଅ ମାନେ।ଯେଉଁ ଝିଅ ମାନଙ୍କ ନାମ ଏନ ଆକ୍ଷରର ହୋଇଥାଏ ସେମାନେ ବହୁତ ଶାନ୍ତ ସ୍ୱଭବର ହୋଇଥାନ୍ତି।ଏମାନଙ୍କ ସ୍ୱଭାବ ଅନ୍ୟ ମାନଙ୍କ ଠାରୁ ଅଲଗା ହୋଇଥାଏ।ଏମନେ ବହୁତ ଜୋରରେ କଥା କହିଥାନ୍ତି।

ଏହାପରେ ତୃତୀୟରେ ଆସନ୍ତି ଏସ ନାମ ଥିବା ଝିଅ ମାନେ।ଏସ ନାମ ଥିବା ଝିଅ ମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି ଏବଂ ନିଜ ଜୀବନ ସାଥିଙ୍କର ମଧ୍ୟ ବିଶ୍ୱସ୍ଥ ହୋଇଥାନ୍ତି।ଏମାନେ କେବେହେଲେ ନିଜ ଜୀବନ ସାଥିଙ୍କ ହାତ ଛାଡ଼ନ୍ତି ନାହିଁ।ଏମାନଙ୍କ ବ୍ୟବହାର ବହୁତ ଭଲ ହୋଇଥାଏ।ଏହି କାରଣ ପାଇଁ ଏମାନଙ୍କୁ ବହୁତ ପବିତ୍ର ବୋଲି ଧାରାଯାଇଥାଏ।

ଏହାପରେ ଚତୁର୍ଥରେ ଆସନ୍ତି ଏ ନାମ ଥିବା ଝିଅମାନେ।ଯେଉଁ ଝିଅଙ୍କ ନାମ ଏ ଅକ୍ଷରରୁଆରମ୍ଭ ହୋଇଥାଏ ସେମାନଙ୍କୁ ସମ୍ପର୍କ କିପରି ଆରମ୍ଭ କରିବାକୁ ହେବ ତାହା ଜାଣିବାକୁ ହୋଇଥାଏ।ଏ ନାମ ଥିବା ଝିଅ ମାନେ ପ୍ରତ୍ୟେକ ମନୁଷ୍ୟର ମନର ଭାବନାକୁ ଭଲ ଭାବରେ ବୁଝି ପାରିଥାନ୍ତି।ଏହି ଝିଅ ମାନେ ବହୁତ ପବିତ୍ର ହୋଇଥାନ୍ତି।

ଏହାପରେ ପଞ୍ଚମରେ ଆସନ୍ତି ପି ନାମ ଥିବା ଝିଅ ମାନେ।ଏହି ନାମ ଥିବା ଝିଅ ମାନେ ସମ୍ପର୍କରେ ବାନ୍ଧି ରଖିବା ଭଲ ଭାବରେ ଜାଣିଥାନ୍ତି।ଏହି ନାମ ଥିବା ଝିଅ ମାନେ ସବୁ ମନୁଷ୍ୟ ମାନଙ୍କ ଭାବନାକୁ ଭଲ ଭାବରେ ବୁଝି ପାରିଥାନ୍ତି।ଏମାନେ ନିଜଠାରୁ ବଡ଼ ବା ସାନ କେବେହେଲେ କାହାକୁ ଦୁଃଖ ଦିଅନ୍ତି ନାହିଁ।ଏହି କାରଣରୁ ଏମାନଙ୍କୁ ପବିତ୍ର ବୋଲି କୁହାଯାଇଥାଏ।

Leave a Reply

Your email address will not be published. Required fields are marked *