ଛୋଟ ପିଲା ପାଠ ନ ପଢିବା ପାଇଁ ନିଜ Mummy ପାଖେ ଏପରି ବାହାନା କରୁଛି ଦେଖିଲେ ଆପଣ Hasi ହସି ବେଦମ ହେଇଯିବେ

Spread the love

ଛୋଟ ପିଲା ଭଗବାନଙ୍କ ରୂପ ହୋଇଥାନ୍ତି।ସେହିଭଳି ଏକ ଛୋଟ ପିଲା ସମ୍ପର୍କରେ ଆମେ ବର୍ତ୍ତମାନ ଆଲୋଚନା କରିବା।ତେବେ ଆମେ ସମସ୍ତେ ଅନେକ ସମୟରେ ସୋସିଆଲ ମିଡିଆରେ ଅନେକ ଛୋଟ ପିଲା ମାନଙ୍କ ଭିଡିଓ ଦେଖିଥିବା ଯେଉଁଥିରେ ସେମାନେ ଅନେକ ମଜାଳିଆ କଥା କହୁଥିବାର ଦେଖା ଯାଇଥାଆନ୍ତି।ସେହି ଭଳି ଏକ ଛୋଟ ପିଲାର ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯେଉଁଥିରେ ସେହି ପିଲାଟି ନିଜର ମାଆ ପାଖରେ ଅଳି କରୁଛି।ସେହି ପିଲାଟି ନିଜର ମାଆଙ୍କ ପାଖରେ ବାହାରକୁ ଯିବା ପାଇଁ ଅଳି କରୁଛି।କାରଣ ସେହି ପିଲାଟିକୁ ପରିସ୍ରା ଲାଗୁଛି।ଯାହା ଫଳରେ ସେହି ପିଲାଟି ବାହାରକୁ ଯିବା ପାଇଁ ଚାହୁଁଛି।କିନ୍ତୁ ତାର ମାଆ ଜାଣିଛନ୍ତି କି ସେହି ପିଲାଟି କେବଳ ବାହାରକୁ ଯିବା ପାଇଁ ବାହାନା କରୁଛି।

କିନ୍ତୁ ସେହି ପିଲାଟି ବାରମ୍ବାର ବାହାରକୁ ଯିବା ପାଇଁ କହୁଛି ଯାହା ଫଳରେ ତାଙ୍କର ମାଆ ତାଙ୍କୁ ବାହାରକୁ ଯିବା ପାଇଁ ଅନୁମତି ଦେଉ ନାହାନ୍ତି।ଯାହା ଫଳରେ ସେହି ଛୋଟ ପିଲାଟି କାନ୍ଦି କାନ୍ଦି ବାହାରକୁ ଯିବା ପାଇଁ ଅନୁମତି ମାଗୁଛି।ସେହି ପିଲାଟି ପ୍ରକୃତରେ ପାଠ ପଢ଼ାକୁ ଅବହେଳା କହିବା ପାଇଁ ଜାଣି ଜାଣି ବାହାରକୁ ଯିବା ପାଇଁ ପରିସ୍ରାର ବାହାନା କରୁଛି।

ଏହା ତାର ମାତାଙ୍କୁ ଭଲ ଭାବରେ ଜଣା।ସେଥିପାଇଁ ସେ ନିଜର ଝିଅକୁ ବାହାରକୁ ଯିବା ପାଇଁ ଅନୁମତି ଦେଇ ନାହାନ୍ତି।କିନ୍ତୁ ସେହି ଝିଅଟି ବାରମ୍ବାର ଅଳି କରୁଛି କି ତାକୁ ବାହାରକୁ ଯିବାର ଅଛି।ଯାହା ଫଳରେ ତାଙ୍କର ମାତା ମଧ୍ୟ ତାଙ୍କୁ ବାହାରକୁ କୌଣସି ପରିସ୍ଥିତିରେ ମଧ୍ୟ ଛାଡ଼ିବାକୁ ରାଜି ନୁହଁନ୍ତି।ଏହା ସହିତ ସେ ତାକୁ ପାଠ ପଢ଼ିବା ପାଇଁ ମଧ୍ୟ ବାରମ୍ବାର କହୁଛନ୍ତି।

ଯାହା ଫଳରେ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।ତେବେ ଏହି ଭିଡିଓକୁ ବର୍ତ୍ତମାନ ଅନେକ ଲୋକ ପସନ୍ଦ କରିବା ସହିତ ବର୍ତ୍ତମାନ ଅନେକ ଲୋକ ଏହାକୁ ନିଜର ସାଙ୍ଗମାନଙ୍କ ସହିତ ସେୟାର ମଧ୍ୟ କରୁଛନ୍ତି।ବାସ୍ତବରେ ଏହି ଭିଡ଼ିଓ ମଧ୍ୟ ଅନେକ ମାତ୍ରାରେ ମଜାଳିଆ ଅଟେ।

କାରଣ ସେହି ଝିଅଟି ଯେପରି ଭାବରେ ନିଜର ମାଆଙ୍କ ପାଖରେ ଅଳି କରୁଛି ତାହା ଦେଖିବାକୁ ଅନେକ ମାତ୍ରାରେ ଭଲ ଲାଗୁଛି ଏହା ସହିତ ଏହାକୁ ଅନେକ ଲୋକ ପସନ୍ଦ ମଧ୍ୟ କରୁଛନ୍ତି।ତେବେ ଏହି ଭିଡ଼ିଓକୁ ଅନେକ ଲୋକ ପସନ୍ଦ କରିବା ସହିତ ବର୍ତ୍ତମାନ ଅନେକ ଲୋକ ଏହାକୁ ଅନେକ ଲୋକଙ୍କୁ ପଠାଇ ସାରିଲେଣି।

ତେବେ ସେହି କୁନି ଝିଅର ଅଳି ବାସ୍ତବରେ ଅନେକ ଆକର୍ଷଣୀୟ ହୋଇଥିଲା।ଯେଉଁଥିରେ ସେ ନିଜର ମାଆଙ୍କୁ ବାରମ୍ବାର ବାହାରକୁ ଛାଡ଼ିବା ପାଇଁ ଅନୁରୋଧ କରୁଛି।ତେବେ ତାଙ୍କର ମାଆ ମଧ୍ୟ ନିଜର ଝିଅର ଏହି ଅଭିନୟ ସମ୍ପର୍କରେ ଭଲ ଭାବରେ ଅବଗତ ଥିଲେ ସେଥିପାଇଁ ସେ ନିଜର ଝିଅକୁ ବାହାରକୁ ଯିବା ପାଇଁ ଛାଡ଼ୁ ନଥିଲେ।ତେବେ ସେମାନଙ୍କର ଏହି କଥାବାର୍ତ୍ତା ଅନେକ ଲୋକଙ୍କୁ ଆକର୍ଷିତ କରୁଛି।

Leave a Reply

Your email address will not be published. Required fields are marked *