ମାଡି ଆସୁଛି ଭୟାନକ Batya ! ଓଡ଼ିଶାରେ 29 ରୁ ଆରମ୍ଭ ହେବ ଅତି ପ୍ରବଳ ଲଘୁଚାପ,ଆଗାମୀ ୭ ଦିନ ଯାଏ ହେବ ଜୋରଦାର ବର୍ଷା

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡିଶାର ପାଣିପାଗ ବିଷୟରେ କିଛି ବିଶେଷ ଅପଡେଟ ବିଷୟରେ ଜାଣିବା।ତେବେ ଏହି ସମ୍ବନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ବର୍ତ୍ତମାନ ସମୟରେ ଆଜିର ସବୁଠାରୁ ବଡ଼ ନୂତନ ଅପଡେଟ ଆସୁଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଏବଂ ଆଇ ଏମ ଡି ତରଫରୁ ବଙ୍ଗୋପ ସାଗରରୁ ଆଉ କିଛି ଘଣ୍ଟା ମଧ୍ୟରେ ଏକ ଆଣ୍ଟି ସାଇକ୍ଲୋନିକ ସରକୁଲେସନ କିମ୍ବା ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହେବାକୁ ଯାଉଛି।

ଯାହାକି ଆଗକୁ ଆହୁରି ଘନୀଭୂତ ହୋଇ ଏକ ଲୋ ପ୍ରେସର ଏରିଆ କିମ୍ବା ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ।ଆସନ୍ତା କାଲି ଓଡିଶାର ଜିଲ୍ଲା ମାନଙ୍କରେ ଭଲ ବର୍ଷା ଆରମ୍ଭ ହେବ।ଏବଂ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ୯ଟି ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ଆଉ କିଛି ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

ବିଜୁଳି ଘଡଘଡି ଏବଂ ବଜ୍ରପାତର ସମ୍ଭାବନା ମଧ୍ୟ ଅଧିକ ରହିଛି।ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବ।ଏହାର କାରଣରୁ ଓଡିଶାର ଅଧିକାଂଶ ଜିଲ୍ଲା ମାନଙ୍କରେ ଭଲ ବର୍ଷା ଦେଖିବାକୁ ମିଳିବ।କିନ୍ତୁ ସବୁଠାରୁ ବଡ଼ ଚିନ୍ତାର ବିଷୟ ଏହାଯେ ଯେଉଁ ବର୍ଷା ହେବ ତାହା କୃଷି କାର୍ଯ୍ୟ ପାଇଁ ଆଉ ସହାୟକ ହେବ ନାହିଁ।

କାରଣ କୃଷି କାର୍ଯ୍ୟ ଅଧିକାଂଶ ଜିଲ୍ଲା ମାନଙ୍କରେ ସାରିଗଲାଣି ଏବଂ ଆମ ଓଡ଼ିଶାର ୩୦ଟି ଜିଲ୍ଲାରୁ 27ଟି ଜିଲ୍ଲାରେ ନିଆଣ୍ଟିଆ ସ୍ଥିତି ରହିଛି।ଯାହାକି ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂତନ ଅପଡେଟ କହୁଛି ଆଉ ପାଞ୍ଚଟି ଜିଲ୍ଲା ମାନଙ୍କରେ ସ୍ଥିତି ଗମ୍ଭିର ଅର୍ଥାତ ପାଖାପାଖି ୫୦ ପ୍ରତିଶତ କିମ୍ବା ତାହାଠାରୁ ଉର୍ଦ୍ଧ୍ବ ନିଆଣ୍ଟିଆ ବର୍ଷା ରହିଛି।

ଆଉ ପାଞ୍ଚରୁ ସାତଟି ଜିଲ୍ଲା ମାନଙ୍କରେ ସ୍ଥିତି ଗମ୍ଭୀର ଅର୍ଥାତ ୫୦ ପ୍ରତିଶତ କିମ୍ବା ତା ଠାରୁ ଉର୍ଦ୍ଧ୍ବ ନିଆଣ୍ଟିଆ ବର୍ଷା ରହିଛି।ମରୁଡି ପରିସ୍ଥିତି ଆମ ଓଡ଼ିଶାରେ ଉପୁଜିଛି।ଏବଂ ସବୁଠାରୁ ବଡ଼ କଥା ଏହା ଯେ ବର୍ଷା ଋତୁ ଆରମ୍ଭରୁ ଶେଷ ହୋଇଗଲା କିନ୍ତୁ ମୈସୁମୀ ବାୟୁ ଏପର୍ଯ୍ୟନ୍ତ ସକ୍ରିୟ ହେଲା ନାହିଁ।ଏହାପରେ ମୈସୁମୀ ବାୟୁକୁ ନେଇ ଆସିଲା ଲଘୁଚାପ ଏହାପରେ ଆହୁରି ଚାରିରୁ ପାଞ୍ଚଟି ଲଘୁଚାପ ସୃଷ୍ଟି ହେଲା।

ଅନେକ ଲଘୁଚାପ ହୋଇଗଲା କିନ୍ତୁ ବର୍ଷା ସେତେ ମାତ୍ରାରେ ହେଲା ନାହିଁ।କିନ୍ତୁ ଆମ ଓଡ଼ିଶାର ୩୦ତୁ ୨୭ଟି ଜିଲ୍ଲା ମାନଙ୍କରେ ବର୍ତ୍ତମାନ ନିଆଣ୍ଟିଆ ପରିସ୍ଥିତି ଉପୁଜିଛି।ଏବଂ ଆଗକୁ ଯେଉଁ ଲଘୁଚାପ ଆସୁଛି ତାହା ମଧ୍ୟ ଅସୁବିଧାକୁ ଦୂର କରିବାର ପରିସ୍ଥିତି କମ ରହିଛି।କାରଣ ତାହା ଘନୀଭୂତ ହୋଇ ଲୋ ପ୍ରେସରରେ ପରିଣତ ହୋଇପାରେ କିମ୍ବା ନ ମଧ୍ୟ ହୋଇପାରେ।ଏଥିପାଇଁ ଏହା କୃଷକ ମାନଙ୍କ ପାଇଁ ଲାଭଦାୟୀ ହେବ ନାହିଁ।ଏହାପରେ ଅକ୍ଟୋବର ମାସରେ ବାତ୍ୟା ମଧ୍ୟ ଆସିପାରେ।କିମ୍ବା ତାହା ଘନୀଭୂତ ହୋଇ ଅଵପାଦର ରୁପ ମଧ୍ୟ ନେଇପାରେ।

Leave a Reply

Your email address will not be published. Required fields are marked *