Boudh ରେ ଥିବା ଛୋଟ ଗାଁ Kantamal ରେ ମାଟି ଭିତରୁ ଅଚାନକ ବାହାରିଲା ଭୟଙ୍କର ନାଗ,ଦେଖିକି ଗାଁ ଲୋକ ଥର ଥର ହେଇଗଲେ,ଆଉ ତାପରେ ଏପରି ଘଟିଲା

Spread the love

ତେବେ ନିକଟରେ ଏକ ଗ୍ରାମରେ ଅଚାନକ ଭାବରେ ଏକ ଭୟଙ୍କର ନାଗ ବାହାରିଥିଲା ଯାହା ଫଳରେ ସେହି ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା।ସୂଚନା ଅନୁସାରେ ସେହି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘର ପଛ ପଟେ ଅଚାନକ ଭାବରେ ଏକ ନାଗ ସାପ ବାହାରି ଥିଲା।ଏହା ସହିତ ସେହି ନାଗ ତାଙ୍କ ଘର ପଛପଟେ ଏକ ମୂଷା କୁ ଚୋଟ ମଧ୍ୟ ମାରିଥିଲା।ଏହା ଫଳରେ ସେହି ମୁଷାର ସେହି ସ୍ଥାନରେ ମୃତ୍ୟୁ ମଧ୍ୟ ହୋଇ ଯାଇଥିଲା।

ତେବେ ସେହି ବ୍ୟକ୍ତି ଜଣଙ୍କ କହିଥିଲେ କି ସେହି ନାଗ ତାଙ୍କ ଘର ପଛପଟେ କେବେଠାରୁ ରହି ଆସୁଛି ଏହା ସମ୍ପର୍କରେ ସେ ଜାଣି ନାହାନ୍ତି।ଏହା ସହିତ ସେ ଏହା ମଧ୍ୟ କହିଥିଲେ କି ସେହି ନାଗ ତାଙ୍କ ଘର ପଛପଟେ ଆଗରୁ କିଛି ସମୟରେ ଦେଖା ଯାଇଥିଲା।ମାତ୍ର ଏହା ପରେ ସେ ଭାବିଥିଲେ କି ସେହି ସାପ ତାଙ୍କ ଘର ଛାଡ଼ି ଚାଲି ଯାଇଥିବା।କିନ୍ତୁ ସେହି ନାଗ ତାଙ୍କ ଘର ଛାଡ଼ି ଯାଇ ନଥିଲା।

ଏହା ସହିତ ସେ ତାଙ୍କ ବାରି ପଟେ ଅନେକ ସମୟ ଧରି ରହି ଆସୁଛି।ଏହା ସହିତ ସେହି ନାଗ କାରଣରୁ ସେହି ଅଞ୍ଚଳରେ ଅନେକ ସମୟରେ ମୂଷା ମାନଙ୍କ ମୃତ ଶରୀର ମଧ୍ୟ ଦେଖା ଯାଇଥାଏ।ଏହା ସହିତ ସେହି ସାପକୁ ସାଧାରଣ ଲୋକ ବାହାର କରି ପାରି ନଥିଲେ।ଶେଷରେ ସେମାନେ ସେହି ସାପକୁ ବନ ବିଭାଗ କର୍ମଚାରିମାନଙ୍କ ସହାୟତାରେ ବାହାର କରିବା ପାଇଁ ନିଷ୍ପତି ନେଇଥିଲେ।

ତେବେ ସେହି ସାପକୁ ଧରିବା ପାଇଁ ଶେଷରେ ବନ ବିଭାଗ କର୍ମଚାରି ମାନଙ୍କୁ ଡକା ଯାଇଥିଲା।ତେବେ ସେହି ସାପ ଏକ ଗାତ ମଧ୍ୟରେ ରହୁଥିଲା ବୋଲି ସମସ୍ତେ ଜାଣି ଥିଲେ।ସେହି କାରଣରୁ ବନ ବିଭାଗ କର୍ମଚାରି ସେହି ଗାତ ପାଖରେ ଅନେକ ସମୟ ଅପେକ୍ଷା କରିଥିଲେ।କିନ୍ତୁ ଏହା ପରେ ମଧ୍ୟ ସେହି ସାପ ବାହାରି ନଥିଲା।ଯେଉଁ କାରଣରୁ ସେମାନେ ଶେଷରେ ସେହି ଗାତ ଖୋଳିବା ପାଇଁ ବାଧ୍ୟ ହୋଇଥିଲେ।

ତେବେ ଶେଷରେ ସେମାନେ ସେହି ଗାତ ଖୋଳିବା ଆରମ୍ଭ କରିଥିଲେ।ଅନେକ ସମୟ ପର୍ଯ୍ୟନ୍ତ ସେମାନେ ସେଠାରେ ଗାତ ଖୋଳିବା ପରେ ଶେଷରେ ସେହି ସାପକୁ ବାହାର କରିବାରେ ସଫଳ ହୋଇଥିଲେ।ଏହା ସହିତ ଏହାପରେ ସେମାନେ ସେହି ନାଗକୁ ନିଜର ଏକ ବ୍ୟାଗରେ ପୁରାଇ ଏକ ସୁରକ୍ଷିତ ସ୍ଥାନକୁ ନେଇ ଛାଡ଼ି ଦେଇଥିଲେ।

ତେବେ ଅନେକ ସମୟର ପ୍ରୟାସ ପରେ ଶେଷରେ ସେମାନେ ସେହି ସାପକୁ ବାହାର କରିବାରେ ସଫଳ ହୋଇଥିଲେ।ଏହା ସହିତ ସେମାନେ ସେହି ସାପ ବିଷୟରେ କିଛି କଥା କହିଥିଲେ।ଯେପରିକି ସେହି ସାପ ଯଦି କୌଣସି ବ୍ୟକ୍ତିଙ୍କୁ କାମୁଡି ଦେଇଥାନ୍ତା ତେବେ ସେହି ବ୍ୟକ୍ତିର ମୃତ୍ୟୁ ଅଳ୍ପ ସମୟ ମଧ୍ୟରେ ହୋଇ ହୋଇଯାଇ ଥାଆନ୍ତା।

ଏହା ସହିତ ଏହା ମଧ୍ୟ ଆଶ୍ଚର୍ଯ୍ୟର ବିଷୟ କି ସେହି ସାପ ସେହି ସ୍ଥାନରେ ଅନେକ ସମୟ ରହିବା ପରେ ମଧ୍ୟ କାହାକୁ ଦଂଶନ କରି ନାହିଁ।ଏହା ସହିତ ବନ ବିଭାଗ କର୍ମଚାରି କହିଥିଲେ କି ଏପରି ସାପ ଦେଖିବା ପରେ ସେମାନଙ୍କୁ ହତ୍ୟା ନ କରି ବନ ବିଭାଗକୁ ଜଣାଇବା ଆବଶ୍ୟକ।ଯାହା ଫଳରେ ସେମାନେ ସେହି ସାପକୁ ସେହି ସ୍ଥାନରୁ ନେଇ ଯାଇ ଅନ୍ୟ ସ୍ଥାନରେ ଛାଡ଼ିଦେବେ।

Leave a Reply

Your email address will not be published. Required fields are marked *