ପ୍ରିଟିସନ ବନାମ Petitions ଲଢେଇ,ଆଉ ଲଢ଼ିବେନି ତପସ୍ୱିନୀ ସୁମିତ,ଏବେ ପିଟିସନ ରେ ହେବ ଲଢେଇ..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ବ୍ରହ୍ମପୁରର ସୁମିତ ଏବଂ ତପସ୍ୱିନୀଙ୍କ ମାମଲା ବିଷୟରେ କିଛି ବିଶେଷ ତଥ୍ୟ ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଶ୍ୱଶୁର ଘରେ ରହିବା ପରେ ମଧ୍ୟ ତୁଟୁନି ତପସ୍ୱିନୀ ଏବଂ ସୁମିତ ବିବାଦ।ଏପଟେ ଆଉ ୧୫ ଦିନ ଛୁଟି ଆବେଦନ କରିଛନ୍ତି ସୁମିତ।

ଏବଂ ଅନ୍ୟପଟେ ଗଞ୍ଜାମ କୋର୍ଟରୁ ତପସ୍ୱିନୀଙ୍କ ପକ୍ଷରୁ ମୂଳ ମାମଲାର ଆଜି ସୁମିତଙ୍କ ପକ୍ଷରୁ କାଉଣ୍ଟର ଦାଖଲ ହେବ।ଜିଲ୍ଲା କୋର୍ଟର ନିର୍ଦ୍ଦେଶ ଅନୁସାରେ ତପସ୍ୱିନୀଙ୍କ ଭରଣ ପୋଷଣ ପାଇଁ ୧୭ ହଜାର ଟଙ୍କା ଦାଖଲ କରିବେ ସୁମିତ।ତପସ୍ୱିନୀଙ୍କ ପକ୍ଷରୁ ମଧ୍ୟ କାଉଣ୍ଟର ଦାଖଲ ହେବ।ଏହା ସହିତ ଜିଲ୍ଲା କୋର୍ଟର ଆଦେଶ ଅନୁସାରେ ସୁମିତ ୧୭ ହଜାର ଟଙ୍କା ପଇଠ ମଧ୍ୟ କରିବେ।

ଏହା ନକଲେ ପ୍ରିଟିସନ ଫାଇଲ କରିବାକୁ ସ୍ପଷ୍ଟ କରିଛି ତପସ୍ୱିନୀଙ୍କ ଓକିଲ।ଗଞ୍ଜାମ ଜିଲ୍ଲା କୋର୍ଟ ସୁମିତ ଏବଂ ତପସ୍ୱିନୀଙ୍କ ପକ୍ଷରୁ ପୃଥକ ପୃଥକ ଶୁଣାଣି କରି ତପସ୍ୱିନୀଙ୍କୁ ଶ୍ୱଶୁର ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।ତେବେ ଶ୍ୱଶୁର ଘରେ ପ୍ରବେଶ ପରେ ମଧ୍ୟ ଏହି ବିବାଦ ତୁଟିବାର ନାଁ ଧରୁନି।ପୁଣି ୧୫ ଦିନ ଛୁଟି ପାଇଁ ଆବେଦନ କରିଛନ୍ତି ସୁମିତ।

ଗୋଟେ ପକ୍ଷ ରିଲିଫ ପାଇବା ପାଇଁ ଏବଂ ଅନ୍ୟ ଗୋଟିଏ ପକ୍ଷ ରିଲିଫ ନଦେବା ପାଇଁ କୋର୍ଟରେ ବର୍ତ୍ତମାନ ଚାଲିଛି ପ୍ରିଟିସନ ବନାମ ପ୍ରୀଟିଶନ।ହେଲେ ସେଥିରୁ କଣ ନିଷ୍କର୍ଷ ବାହାରିବ ଅନ୍ୟପଟେ ସମସ୍ତିଙ୍କ ନଜର।ତେବେ ସୁମିତ ଲଗାତାର ଭାବରେ ଛୁଟି ବଢ଼ାଇ ଚାଲିଛନ୍ତି।ଡିସେମ୍ବର ୧୦ ତାରିଖ ଠାରୁ ସେ ଦରମା ମଧ୍ୟ ପାଇନାହାନ୍ତି।

ଅନ୍ୟପଟେ ମୂଳ ପ୍ରିଟିସନ ଯେଉଁ ଦାଖଲ କରାଯାଇଥିଲା ଭରଣ ପୋଷଣ ପାଇଁ ଆର୍ଥିକ ସହାୟତା।ତେବେ ମୂଳ ପ୍ରିଟିସନ ଯେଉଁ ଦାଖଲ କରିଥିଲେ ତାହା ଉପରେ କାଉଣ୍ଟର ଦେବେ ସୁମିତଙ୍କର ଓକିଲ।ଅନ୍ୟପଟେ ସୁମିତମଙ୍କର ମାଆ ଅନ୍ୟ ଏକ ପ୍ରିଟିସନ ରଜୁ କରିଥିଲେ।ତାହାର ମଧ୍ୟ କାଉଣ୍ଟର ଦେବେ ତପସ୍ୱିନୀଙ୍କ ଓକିଲ।

ତେବେ ବର୍ତ୍ତମାନ ଆମେ ଦେଖୁଛେ ରିଲିଫ ପାଇବା ପାଇଁ ଏବଂ ରିଲିଫ ଦେବାପାଇଁ ଗୋଟେ ପରେ ଗୋଟେ ପ୍ରିଟିସନ ପଡୁଛି ଏବଂ ସେହି ପ୍ରିଟିସନର କାଉଣ୍ଟର ମଧ୍ୟ ଉଭୟ ପକ୍ଷ ଦେଉଛନ୍ତି।ମୂଳ ମାମଲା ହେଉଛି ସେ ବାବଦରେ ସେ କାଉଣ୍ଟର ଦାଖଲ କରିସାରିଛନ୍ତି।ଅନ୍ୟ ଏକ ପ୍ରିଟିସନ ବର୍ତ୍ତମାନ ଦାଖଲ କରାଯାଇନାହିଁ।ଏପଟେ ସମସ୍ତିଙ୍କ ନଜର ରହିଛି ଜିଲ୍ଲା କୋର୍ଟର ଯେଉଁ ଆଦେଶ ରହିଥିଲା ସୁମିତ ତପସ୍ୱିନୀଙ୍କ ଭରଣ ପୋଷଣ ପାଇଁ ୧୭ ହଜାର ଦେବେ ଆଜି ସେହି ତାରିଖ ଆସି ପହଞ୍ଚୀଛି।ତେବେ ଆଗକୁ ଜଣାପଡିବ କଣ ହେବ।

Leave a Reply

Your email address will not be published. Required fields are marked *