Astrologi,ଏ ଅକ୍ଷର ପାଇଁ ବାର୍ଷିକ ରାଶିଫଳ, ପୁରୁଷ ଏବଂ ମହିଳାଙ୍କ ପାଇଁ କିପରି ରହିବ ଏହି ବର୍ଷ ଜାଣିରଖନ୍ତୁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ଆଜି ଆମେ ଜାଣିବା ଇଂରାଜୀ ଅକ୍ଷର ଏ ନାମ ଥିବା ବ୍ୟକ୍ତିଙ୍କ ବାର୍ଷିକ ରାଶିଫଳ କିପରି ହେବ।ତେବେ କିପରି କଟିବ ଏମାନଙ୍କ ୨୦୨୨ ମସିହା।ବର୍ଷ ୨୦୨୧ ଆଉ ବର୍ଷ ୨୦୨୦ କ ରୋନା ଭା ଇ ର ସ କାରଣରୁ ଅନେକ ସ୍ତରରେ ବହୁତ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।

ଏମିତି ପରିସ୍ଥିତିରେ ୨୦୨୨ ବର୍ଷ ବିଷୟରେ ଆମର ଅନେକ ପ୍ରଶ୍ନ ରହିବ।ଯାହାର ନାମ ଏ ଅକ୍ଷରରୁ ଆରମ୍ଭ ହୋଇଥାଏ ମୁଖ୍ୟତଃ ସେମାନଙ୍କ ଉପରେ ସୂର୍ଯ୍ୟ ଭଗବାନଙ୍କ କୃପା ରହିଥାଏ।ତେବେ ଏହି ବ୍ୟକ୍ତି ମାନଙ୍କ ନେତୃତ୍ୱ ନେବାର କ୍ଷମତା ବହୁତ ଭଲ ରହିଥାଏ।ଏହି ବ୍ୟକ୍ତି ମାନେ ସୂର୍ଯ୍ୟ ଏବଂ ମଙ୍ଗଳଙ୍କ ବିଶେଷ ପ୍ରଭାବ ପାଇ ଥାନ୍ତି।

ତେବେ ଯଦି ଆପଣଙ୍କ ନାମ ଏ ଅକ୍ଷରରୁ ଆରମ୍ଭ ହେଉଛି ତେବେ ଆପଣ ନିଜର ବୃତ୍ତି ଉପରେ ଧ୍ୟାନ ଦିଅନ୍ତୁ।ଆପଣଙ୍କ ବୃତ୍ତିରେ କୌଣସି ପରିବର୍ତ୍ତନ ହୋଇପାରେ।କିଛି ଲୋକ ଚାକିରୀ ବଦଳେଇବାକୁ ଚେଷ୍ଟା କରିବେ ଏବଂ ଏଥିରେ ମଧ୍ୟ ଆପଣଙ୍କୁ ଶୁଭ ଫଳ ଦେଖାଦେବ।ଆର୍ଥିକ ସ୍ଥିତିକୁ ସୁଧାରିବା ଦ୍ବାରା ତୁମ କ୍ୟାରିଅର ବିସ୍ତାର ହେବ।

ଅତୀତରେ ଆପଣ କଠିନ ପରିଶ୍ରମ କରିଥିବା କାରଣ ରୁ ବର୍ତ୍ତମାନ ଆପଣଙ୍କ ଫଳ ପାଇଁ ଭଲ ସମୟ ଆସିଛି।ଆପଣ ନିଜ ଜୀବନରେ ଭଲ ସଫଳତା ଏହି ବର୍ଷ ପାଇବେ।ତୁମେ ଅଗଷ୍ଟ ମାସରେ ତୁମ ଚାକିରୀ ର ଯତ୍ନ ନେବା ଉଚିତ।ସେପ୍ଟେମ୍ବର ମାସରେ ଚାକିରୀକୁ ନେଇ ଶୁଭ ଫଳ ମିଳିବ।ଅକ୍ଟୋବର ମାସ ମଧ୍ୟ ଭଲ ରହିବ।

ନଭେମ୍ବର ମାସରେ କାହା ସହିତ ଜଡିତ ନ ହେବା ଭଲ।ଚାଲନ୍ତୁ ଜାଣିବା ବିବାହିତ ଜୀବନ କିଭଳି କଟିବ।ଦାମ୍ପତ୍ୟ ଜୀବନ ବହୁତ ସୁଖୀ ହେବାର ଅଛି।ଜୀବନ ସାଥି ସହିତ ଭଲ ସମୟ କଟିବ।ତୁମେ ତୁମ କାମରେ ନିଜ ସାଥିଙ୍କ ସମର୍ଥନ ମଧ୍ୟ ପାଇବ।ଏହାପରେ ପତି ପତ୍ନୀ ପାଇଁ ନଭେମ୍ବର ମାସରେ ସ୍ୱାସ୍ଥ୍ୟ ସମସ୍ୟା ଭୋଗିବାକୁ ପଡିପାରେ।

ତେଣୁ ଆପଣ ସ୍ୱାସ୍ଥ୍ୟ ପ୍ରତି ଜତ୍ନ ନେବା ଉଚିତ।ଡିସେମ୍ବର ମାସରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠ ତା ଆସିବ।ପରିବାର ରେ ତୁମେ ତୁମର ଦାଇତ୍ୱ ଗ୍ରହଣ କରିବ।ଆପଣଙ୍କ ଦାମ୍ପତ୍ୟ ଜୀବନ ଖୁସିରେ କଟିବ।ଆପଣଙ୍କ ପିଲାମାନେ ମଧ୍ୟ ଭଲ ସଫଳତା ପାଇବେ।ଯେଉଁମାନେ ଶିକ୍ଷାଲାଭ କରୁଛନ୍ତି ଯାହା ଆପଣଙ୍କୁ ମାନସିକ ଶାନ୍ତି ଦେବ।ଶିକ୍ଷା କ୍ଷେତ୍ର ରେ ମଧ୍ୟ ସଫଳତା ପାଇବେ ଏବଂ ଆପଣଙ୍କ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହେବ।ବିଶେଷ କରି ଆପଣଙ୍କ ଏହି ଚଳିତ ୨୦୨୨ ବର୍ଷ ଟି ଭଲରେ କଟିବ।

Leave a Reply

Your email address will not be published. Required fields are marked *