ସମସ୍ତ ପ୍ରକାରର ପେଟ Acidity ସମସ୍ୟା ଦୂର କରିବାର ଘରୋଇ ଉପଚାର,ଏହି ଉପାୟ କଲେ କେବେ ପେଟ ଗ୍ୟାସ ହେବନାହିଁ..

Spread the love

ତେବେ ଆଜିକାଲି ଲୋକମାନଙ୍କର ପେଟ ସହିତ ଜଡିତ ସମସ୍ୟା ଦେଖାଯିବା ଏକ ସାଧାରଣ ଘଟଣା ହୋଇ ସାରିଲାଣି।ଏହା ସହିତ ଏହି ସମସ୍ୟା ଦେଖାଯିବା ଫଳରେ ଅନେକ ଲୋକ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇ ଥାଆନ୍ତି।ଏହା ସହିତ ଏହାର ସମାଧାନ କରିବା ପାଇଁ ସେମାନେ ଅନେକ ପ୍ରକାରର ଔଷଧ ସେବନ କରିବା ପରେ ମଧ୍ୟ ଏହାର ସମାଧାନ ହୋଇ ପାରି ନଥାଏ।ଏହା ସହିତ ଏହାର ସମାଧାନ ନ ହେବା ସହିତ ସେମାନଙ୍କୁ ଏହାର ପାର୍ଶ୍ଵ ପ୍ରତିକ୍ରିୟାର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ିଥାଏ।

ତେବେ ଆମେ ଏହାର ନିରାକରଣ କରିବାର ଏକ ଘରୋଇ ଉପଚାର ସମ୍ପର୍କରେ ଆଲୋଚନା କରିବା।ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ହେଉଥିବା ପ୍ରଥମ ଉପାଦାନ ହେଉଛି ହରିଡ଼ା।ଏହା ଆପଣଙ୍କୁ କୌଣସି ଦୋକାନରେ ମଧ୍ୟ ସହଜରେ ମିଳିଯିବ।ଏହାପରେ ଏଥିପାଇଁ ଆବଶ୍ୟକ ହେଉଥିବା ଅନ୍ୟ ଏକ ଉପାଦାନ ହେଉଛି ଜୁଆଣି।

ଏହାକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ହେଉଥିବା ଅନ୍ୟ ଏକ ଉପାଦାନ ହେଉଛି ପାନ ମଧୁରୀ।ଏହାପରେ ଆପଣଙ୍କୁ ଆବଶ୍ୟକ ହେଉଥିବା ଅନ୍ୟ ଏକ ଉପାଦାନ ହେଉଛି କଳାଲୁଣ।ଏହାପରେ ଏହାକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ହେଉଥିବା ଶେଷ ଉପାଦାନ ହେଉଛି ଜିରା।ଏହି ସମସ୍ତ ଜିନିଷକୁ ବ୍ୟବହାର କରି ଆମେ ସେହି ଘରୋଇ ଉପଚାର ପ୍ରସ୍ତୁତ କରି ପାରିବା।

ତେବେ ପ୍ରଥମେ ଆପଣ ଏକ ପାତ୍ରରେ ହରିଡ଼ା,ଜୁଆଣି,ଜିରାକୁ ନେଇ ଭଲ ଭାବରେ ଭାଜି ଦିଅନ୍ତୁ।ଏହାପରେ ଆପଣ ଏହାକୁ ଏକ ପାତ୍ରରେ ରଖି ଦିଅନ୍ତୁ।ତେବେ ଆପଣ ଏହା ଧ୍ୟାନ ରଖିବା ଆବଶ୍ୟକ କି ଆପଣ ଏହାକୁ ଯେପରି ଅଧିକ ନ ଭାଜିବେ।ତେବେ ଆପଣ ଏହାକୁ ପ୍ରସ୍ତୁତ କରିବା ପାଇଁ ୩-୪ ଟି ଜୁଆଣି ବ୍ୟବହାର କରିବା ଆବଶ୍ୟକ।

ଏହାପରେ ଆପଣ ଏହାକୁ ପ୍ରସ୍ତୁତ କରିବା ପାଇଁ ବର୍ତ୍ତମାନ ପାନ ମଧୁରୀ ଓ କିଛି ଲୁଣ ନେଇ ଏକ ପାତ୍ରରେ ରଖନ୍ତୁ।ଏହାପରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ସେହି ଭଜା ଜିନିଷକୁ ବର୍ତ୍ତମାନ ପକାଇ ଭଲ ଭାବରେ ପେଶି ଦିଅନ୍ତୁ।ତେବେ ଆପଣ ଏହାର ଗୁଣ୍ଡକୁ ବର୍ତ୍ତମାନ ଖାଇବା ପାଇଁ ବ୍ୟବହାର କରି ପାରିବେ।

ତେବେ ଆପଣ ଏହାକୁ ଖାଇବାର ସଠିକ ପ୍ରଣାଳୀ ମଧ୍ୟ ଜାଣିବା ଆବଶ୍ୟକ।ତେବେ ଏହାକୁ ଆପଣ ଅଳ୍ପ ଗରମ ପାଣିରେ ପକାଇ ଏହାକୁ ଭଲ ଭାବରେ ଗୋଳାଇ ସେହି ପାଣିକୁ ପିଇବା ଆବଶ୍ୟକ।ଏହା ସହିତ ଏହାକୁ ପ୍ରସ୍ତୁତ କରିବା ମଧ୍ୟ ବହୁତ ସହଜ ଅଟେ।ଏହା ସହିତ ଏହା ସମ୍ପୂର୍ଣ୍ଣ ଘରୋଇ ଉପାୟରେ ପ୍ରସ୍ତୁତ ହୋଇ ଥିବାରୁ ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ନାହିଁ।

ଏହା ସହିତ ଏହାକୁ ପ୍ରତିଦିନ ସେବନ କରିବା ଫଳରେ ଆପଣଙ୍କ ପେଟର ସମସ୍ତ ସମସ୍ୟା ସହଜରେ ଭଲ ହୋଇଯିବ।ଏହା ସହିତ ଆପଣ ଅଳ୍ପ ଦିନ ଏହାକୁ ସେବନ କରିବା ଫଳରେ ଆପଣ ନିଜର ପେଟ ସହିତ ଜଡିତ ସମସ୍ତ ସମସ୍ୟାର ସମାଧାନ ସହଜରେ କରି ପାରିବେ।

Leave a Reply

Your email address will not be published. Required fields are marked *