ଏଠି କେହି ବି ଭଲ ନୁହଁନ୍ତି Mama ସମସ୍ତେ ମୋତେ ଠକୁଛନ୍ତି, କାନ୍ଦି କାନ୍ଦି ହାତଯୋଡ଼ି କହିଲେ ଡିମ୍ପଲ ପଇସା ନେଇକି…ଦେଖନ୍ତୁ Video

Spread the love

ତେବେ କୋର୍ଟ ତପସ୍ଵିନୀଙ୍କ ସପକ୍ଷରେ ରାୟ ଦେଇଛନ୍ତି ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ସେଥିରେ ଆଜି ଅଚାନକ ଭାବରେ ପରିବର୍ତ୍ତନ ଦେଖିବାକୁ ମିଳିଛି।ତେବେ ଦୁଇ ଦିନ ତଳେ ତପସ୍ୱିନୀଙ୍କ ଓକିଲ କହିଥିଲେ କି କୋର୍ଟ ଏହା ରାୟ ଦେଇଛନ୍ତି କି ତପସ୍ଵିନୀ ନିଜର ଶ୍ୱଶୁର ଘରେ ରହି ପାରିବେ ଏହା ସହିତ ତାଙ୍କର ଭରଣ ପୋଷଣ ପାଇଁ ଡକ୍ଟର ସୁମିତଙ୍କ ପରିବାର ପକ୍ଷରୁ ତାଙ୍କୁ ମାସିକ ୧୭ ହଜାର ଟଙ୍କା ମିଳିବ।

ତେବେ ଏହି ଶୁଣାଣି ଆସିବା ପରେ ତପସ୍ଵିନୀ ଖୁସି ହୋଇ ଯାଇଥିଲେ।ଏହା ସହିତ ସେ ଏହା ଚିନ୍ତା କରିଥିଲେ କି ସେ ନିଜର ଶ୍ୱଶୁର ଘରେ ରହିବାକୁ ଯାଉ ଥିବାରୁ ସେ ବହୁତ ଅଧିକ ଖୁସି ଅଛନ୍ତି।ତେବେ ଏହା ଜାଣିବା ପରେ ସେ ଏହା ମଧ୍ୟ କହିଥିଲେ କି ସେ ନିଜର ପତିଙ୍କ ଘରେ ରହିବା ସହିତ ସେଠାରେ ସେ ସମସ୍ତଙ୍କ ସହିତ ମିଶି ରହିବାକୁ ଚେଷ୍ଟା କରିବେ।

ତେବେ ଏହାପରେ ଡକ୍ଟର ସୁମିତଙ୍କ ପରିବାର ଲୋକ ତାଙ୍କର ରହିବା ପାଇଁ ଉପର ଘରେ ବ୍ୟବସ୍ଥା କରିଥିଲେ।ତେବେ ତପସ୍ଵିନୀ ପ୍ରଥମେ ରହିବା ପାଇଁ ମନା କରିଥିଲେ ମଧ୍ୟ ଶେଷରେ ସେ ଡକ୍ଟର ସୁମିତଙ୍କ ଉପର ଘରେ ରହିବା ପାଇଁ ରାଜି ହୋଇଥିଲେ।ଏହା ସହିତ ସେ ସେଠାରେ ରହିବା ପାଇଁ ଡକ୍ଟର ସୁମିତଙ୍କ ଘରାଲୋକ ମଧ୍ୟ ସେହି ଉପର ଘରକୁ ସଫା କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା।

ତେବେ ଅଚାନକ ଭାବରେ ସବୁକିଛି ପରିବର୍ତ୍ତନ ହୋଇଯାଇଛି ବୋଲି ମଧ୍ୟ ଦେଖିବାକୁ ମିଳିଛି।ତେବେ ଡକ୍ଟର ସୁମିତଙ୍କ ଓକିଲ ବର୍ତ୍ତମାନ କିଛି ନୂଆ ମତ ଦେଇଛନ୍ତି।ସେ କହିଛନ୍ତି କି କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ସେଥିରେ ଏପରି କିଛି ମଧ୍ୟ ଲେଖାଯାଇ ନାହିଁ କି ତପସ୍ଵିନୀ ନିଜର ଶ୍ୱଶୁର ଘରେ ରହି ପାରିବେ।

ସେଥିରେ କେବଳ ଲେଖା ଥିଲା କି ତପସ୍ଵିନୀ ତାଙ୍କର ଭରଣ ପୋଷଣ ପାଇଁ ଡକ୍ଟର ସୁମିତଙ୍କ ପରିବାର ପାଖରୁ ମାସିକ ୧୭ ହଜାର ଟଙ୍କା ନେବେ।ତେବେ ଏହା ଶୁଣିବା ପରେ ବର୍ତ୍ତମାନ ତପସ୍ଵିନୀ ବହୁତ ଅଧିକ ଭାଙ୍ଗି ପଡ଼ିଛନ୍ତି।ଏହା ସହିତ ସେ ବହୁତ ଅଧିକ କାନ୍ଦୁ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା।

ଏହା ସହିତ ବର୍ତ୍ତମାନ ଡକ୍ଟର ସୁମିତଙ୍କ ଓକିଲ ଏହି କଥାକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଇଛନ୍ତି।ସେ କହିଛନ୍ତି କି ତପସ୍ଵିନୀ ନିଜର ଶ୍ୱଶୁର ଘରେ ରହିବେ ବୋଲି କୋର୍ଟଙ୍କ ନିର୍ଦ୍ଦେଶରେ ଲେଖା ଯାଇ ନାହିଁ।ଏହା ସହିତ ତପସ୍ଵିନୀ ବର୍ତ୍ତମାନ କହିଛନ୍ତି କି ସେ ଆଜି ଉପର ଘରେ ରହିବା ପାଇଁ ଯାଉଥିବା ସମୟରେ ସେଠାରେ ଆଉ ୭-୮ ଜଣ ପୁଅ ତାଙ୍କର ରୁମ ସମ୍ମୁଖରେ ରହିବେ ବୋଲି ମଧ୍ୟ ସେ ଆଉଜଣେ ଯୁବକଙ୍କ ପାଖରୁ ଜାଣିବାକୁ ପାଇଥିଲେ।

ତେବେ ଏହା ଶୁଣିବା ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।ଏହା ସହିତ ସେ କହିଥିଲେ କି ସେଠାରେ କେହି ମଧ୍ୟ ଭଲ ନୁହନ୍ତି ଏହା ସହିତ ସେଠାରେ ସମସ୍ତେ ତାଙ୍କୁ ଠକୁଛନ୍ତି ବୋଲି ସେ କାନ୍ଦି କାନ୍ଦି କହିଥିଲେ।

Leave a Reply

Your email address will not be published. Required fields are marked *