ଓଡ଼ିଶାର ୯୦ ଦଶକର ସୁପରହିଟ ଗାୟକ ମାନଙ୍କର ସ୍ତ୍ରୀ ମନକୁ ଏବେ ଦେଖି ନିୟନ୍ତୁ – ଦେଖିବା ପରେ ଆପଣ କହିବେ ହିରୋଇନ ଏମାନଙ୍କ ଆଗେ ଫେଲ

Spread the love

ବନ୍ଧୁମାନେ ଆପଣମାନେ ଓଡ଼ିଆ ସିନେମା ଜଗତରେ ତ ବହୁତ ଲୋକଙ୍କୁ ଜାଣିଥିବେ।ତେବେ ଏଥିମଧ୍ୟରୁ ସମସ୍ତେ ପ୍ରାୟ ଅଭିନେତା ଅଭିନେତ୍ରୀ ଓ ନିର୍ଦ୍ଦେଶକ ହେଇଥାନ୍ତି।ଆମେ ସାଧାରଣତଃ ସଙ୍ଗୀତ ନିର୍ଦ୍ଦେଶକ,ଗାୟକ ଓ ଗାୟିକା ମାନଙ୍କୁ ଏତେ ଭଲରେ ଚିହ୍ନି ପାରି ନଥାଉ।କୁହାଯାଏ ସଙ୍ଗୀତକାର ବା ଗାୟକମାନେ ହେଉଛନ୍ତି ଅଭିନେତା ମାନଙ୍କର କଣ୍ଠ।ତେବେ ଅନେକ ଲୋକପ୍ରିୟ ଗାୟକ ପରଦା ପଛରେ ରହି ଆମକୁ ତାଙ୍କର ମଧୁର କଣ୍ଠଦ୍ଵାରା ଆମ ମନ କିଣି ପାରିଛନ୍ତି।ଏହିଭଳି ଅନେକ ସଙ୍ଗୀତ ଥିବା ଆପଣ ମନେ ମନେ ଗୁଣୁଗୁଣୁ ହେଉଥିବେ ସେ ସଙ୍ଗୀତଟି ବୋଲୁଥିବେ ସେ ନାୟକ ଜାଗାରେ ନିଜକୁ ଅନୁଭବ କରୁଥିବେ କିନ୍ତୁ ସେହି ସଙ୍ଗୀତଟିର ଗାୟକକୁ ଚିହ୍ନି ନଥିବେ।ତେବେ ସେହି ସବୁ ସଙ୍ଗୀତ ଗାୟକ ମାନଙ୍କ ବିଷୟରେ ଆମେ କିଛି ଜଣାଇବାକୁ ଯାଉଛୁ।ତେବେ ଆମେ ଏଠାରେ ସେହି ସବୁ ଗାୟକ ମାନଙ୍କର ଜୀବନ ସାଥି ବିଷୟରେ ଜଣାଇବାକୁ ଯାଉଛୁ।ତେବେ ଆପଣ ସେହି ସବୁ ବିଷୟରେ ଜାଣିବାକୁ ଚାହୁଁଛନ୍ତି।ତେବେ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।

୧) ବାବୁଲ ସୁପ୍ରିୟୋ- ବାବୁଲ ସୁପ୍ରିୟୋ ୯୦ ଦଶକର ଏକ ଲୋକପ୍ରିୟ ପ୍ଲେ ବ୍ୟାକ ସଙ୍ଗୀତକାର।ତେବେ ସେ ଗୀତ ବୋଲିବା ଛାଡ଼ି ସେ ଏକ ଲୋକପ୍ରିୟ ଅଭିନେତା ଓ ରାଜନୀତିଜ୍ଞ ମଧ୍ୟ ଅଟନ୍ତି।ତେବେ ବାବୁଲ ୨୦୧୬ ମସିହାରେ ବିବାହ କରିଥିଲେ।ତାଙ୍କ ସ୍ତ୍ରୀଙ୍କର ନାମ ହେଉଛି ରଚନା ଶର୍ମା।ଏହା ସହ ତାଙ୍କର ଏକ ଝିଅ ସନ୍ତାନ ମଧ୍ୟ ଅଛି।

୨) ଉଦିତ ନାରାୟଣ- ତେବେ ବନ୍ଧୁମାନେ ଉଦିତ ନାରାୟଣଙ୍କୁ ଆପଣ ସମସ୍ତେ ବହୁତ ଭଲରେ ଚିହ୍ନି ଥିବେ ।କିନ୍ତୁ ଦୁଃଖର ବିଷୟ ଏହା କି ଆପଣ ସମସ୍ତେ ତାଙ୍କୁ ବଲିଉଡର ଏକ ସଙ୍ଗୀତକାର ଭାବରେ ଚିହ୍ନିଥିବେ,କିନ୍ତୁ ଜାଣି ନଥିବେ ସେ ଓଡ଼ିଆ ସିନେମା ଜଗତରେ ମଧ୍ୟ ଅନେକ ଗୀତ ଗାଇଛନ୍ତି।ତେବେ ସେ ୧୯୮୫ ମସିହାରେ ବିବାହ କରିଥିଲେ।ତାଙ୍କ ପତ୍ନୀଙ୍କ ନାମ ହେଉଛି ଦିପା ନାରାୟଣ ଝା।ଉଦିତଙ୍କର ଏକ ପୁଅ ମଧ୍ୟ ଅଛି।

୩) ଶକ୍ତି ମିଶ୍ର- ତେବେ ଶକ୍ତି ମିଶ୍ରଙ୍କୁ କିଏ ବା ନ ଚିହ୍ନି ଥିବ।ଶକ୍ତି ମିଶ୍ର ହାଏ ହାଏ ତୋ ମଲ୍ଲି ଫୁଲ ଗଜରା ଭଳି ଅନେକ ଲୋକପ୍ରିୟ ଗୀତ ସେ ଓଡ଼ିଆ ଜଗତକୁ ଦେଇଛନ୍ତି।ତେବେ ଶକ୍ତି ମିଶ୍ର ଏବେ ଓଲିଉଡ ଜଗତ ଛାଡ଼ି ଚାଲି ଯାଇଛନ୍ତି।ତେବେ ତାଙ୍କର ବିବାହ ହେଇ ଯାଇଛି।ତେବେ ସେ ଓଡ଼ିଆ ସିନେମାରେ ଆଉ କାମ କରୁ ନଥିବାରୁ ତାଙ୍କ ବିଷୟରେ ଏତେ ତଥ୍ୟ ମିଳି ନଥିଲା।

୪) ଅଭିଜିତ ମଜୁମଦାର- ଆପଣମାନେ ଅଭିଜିତ ମଜୁମଦାର ଙ୍କୁ ତ ଭଲ ଭାବରେ ଚିହ୍ନିଥିବେ।ତେବେ ଅଭିଜିତ ଓଡ଼ିଆ ସିନେମାରେ ଏକ ପ୍ଲେବ୍ୟାକ ସଙ୍ଗୀତକାର ଅଟନ୍ତି।ତେବେ ଅଭିଜିତ ମଧ୍ୟ ବାହାଘର କରି ସାରିଛନ୍ତି।ତାଙ୍କର ସ୍ତ୍ରୀଙ୍କ ନାମ ହେଉଛି ରଞ୍ଜିତା ମଜୁମଦାର।

୫) ଗୁଡଲି ରଥ- ତେବେ ସେ ଆଜି ବି ଏକ ଲୋକପ୍ରିୟ ଗାୟକ ଅଟନ୍ତି।ତେବେ ସେ ମଧ୍ୟ ବିବାହ କରି ସାରିଛନ୍ତି।ତେବେ ତାଙ୍କର ପତ୍ନୀଙ୍କ ନାମ ହେଉଛି ମିଲି ରଥ ଓ ତାଙ୍କର ଏକ ସନ୍ତାନ ମଧ୍ୟ ଅଛି।

Leave a Reply

Your email address will not be published. Required fields are marked *