ନାଇଟ-ଫଲ ହେବା ସ୍ୱାସ୍ଥ୍ୟ ପ୍ରତି ଭଲ ନା ଖରାପ ?ପୁଅ ମାନେ ଏହି କଥା ନିଶ୍ଚୟ ପଢନ୍ତୁ ନହେଲେ ଜୀବନସାରା ହଇରାଣ ହେବେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ନାଇଟ ଫଲ ବିଷୟରେ କଥା ହେବା।ଅନେକ ଲୋକଙ୍କ ଏହା ପ୍ରଶ୍ନ ଥାଏ ସେମାନଙ୍କୁ ନାଇଟ ଫଲହୋଇଥାଏ ଏବଂ ଅସୁବିଧା ହୋଇଥାଏ ବୋଲି।ଏବଂ ସେମାନଙ୍କ ମନରେ ଏହି ପ୍ରଶ୍ନ ଥାଏଯେ ତାହା ଦ୍ୱାରା ସେମନଙ୍କୁ କେଉଁ ଅସୁବିଧା ହୋଇପାରେ।ତେବେ ଆଜିର ଏହି ଆର୍ଟିକିଲରେ ଆମେ ଏହି ବିଷୟରେ ତଥ୍ୟ ଜାଣିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଯଦି ଆପଣଙ୍କୁ ନାଇଟ ଫଲର ଅସୁବିଧା ଅଛି ତେବେ ତାହାକୁ ଆପଣ କେବେହେଲେ ସାଧାରଣ ଭାବନ୍ତୁ ନାହିଁ।ଏହା ଆଗକୁ ଯାଇ ବଡ଼ ଅସୁବିଧା ସୃଷ୍ଟି କରିପାରେ।

ପ୍ରଥମେ ଆସନ୍ତୁ ଜାଣିବା ନାଇଟ ଫଲ କାହିଁକି ହୋଇଥାଏ?ଯେବେ ଆପଣ ଏକ ବୟସକୁ ଆସିଥାନ୍ତି ତେବେ ଯୁବ ଅବସ୍ଥାରେ ଯଦି ଆପଣ କୌଣସି ଯୌନକ୍ରିୟା କରିଥାନ୍ତି ଏବଂ ଯଦି ଆପଣ ହଠାତ ତାକୁ ଛାଡିଦେଇଥାନ୍ତି ତେବେ ଆପଣଙ୍କ ଶରୀରରେ ବିର୍ଜର ପରିମାଣ ଅଧିକ ହୋଇଥାଏ ଏବଂ ତାହା ବାହାରକୁ ଆସିବାକୁ ଚାହିଁଥାଏ ଏବଂ ଏପରି କୌଣସି ମାଧ୍ୟମ ମିଳିନଥାଏ ବାହାରକୁ ଆସିବା ପାଇଁ।ଏବଂ ସେ ସାଧାରଣତଃ ମନକୁ ବାହାରକୁ ଆସିଥାଏ।ଏବଂ ତାହାକୁ ଆମେ ନାଇଟ ଫଲ ବୋଲି କହିଥାଉ।

ସାଙ୍ଗମାନେ ଯଦି ନାଇଟ ଫଲ ପ୍ରାୟତଃ ହୋଇଥାଏ ତେବେ ତାହା ଆପଣଙ୍କୁ ଦୁର୍ବଳ କରିଦେଇଥାଏ।ଆପଣଙ୍କୁ ଡିପ୍ରେସନ ହୋଇଥାଏ ଏବଂ ଓଜନ ମଧ୍ୟ କମିଯାଇଥାଏ।ଏହା ଦ୍ୱାରା ଆପଣଙ୍କ ମନ ମଧ୍ୟ ଚିଡ଼ଚିଡା ରହିଥାଏ।ଏବେ ଆସନ୍ତୁ ଜାଣିବା ନାଇଟ ଫଲକୁ ରୋକିବାର କେଉଁ ସବୁ ଉପାୟ ଅଛି।ଯଦି ଆପଣ ପ୍ରଥମେ ଯୌନ କ୍ରିୟା କରୁଥିଲେ ତେବେ ଆପଣଙ୍କୁ ତାହାକୁ ଏବେ ମଧ୍ୟ ଚାଲୁ ରଖିବାକୁ ପଡିବ।ଅନେକ ପିଲା ହସ୍ତମୟୀଥୁନ କରିଥାନ୍ତି ଏବଂ ସେମାନେ ଏହାପରେ ତାହାକୁ ଛାଡି ମଧ୍ୟ ଦେଇଥାନ୍ତି।ଏହା ଦ୍ୱାରା ମଧ୍ୟ ସେମାନଙ୍କୁ ନାଇଟ ଫଲ ଜନିତ ଅସୁବିଧା ହୋଇଥାଏ?ଏଥିପାଇଁ ଆପଣ ସପ୍ତାହରେ ଏକ ରୁ ଦୁଇ ଥର ଏହାକୁ କରିବା ଦ୍ୱାରା ନାଇଟ ଫଲ ହୋଇନଥାଏ।

କିନ୍ତୁ ଏହା ପରେ ଯଦି ନାଇଟ ଫଲହୋଇଥାଏ ତେବେ ଆପଣଙ୍କର କୌଣସି ଅସୁବିଧା ଅଛି।ଏଥିପାଇଁ ଆପଣଙ୍କୁ ଡାକ୍ତରଙ୍କୁ ଦେଖାଇବା ଭଲ।ଏବେ ଅନେକ ଡାକ୍ତର ନିଜକୁ ଭଲ ବୋଲି କହିଥାନ୍ତି।ଏଥିପାଇଁ ଆପଣ ଭଲ ଡାକ୍ତରଙ୍କୁ ଦେଖାନ୍ତୁ।ଆପଣ ପ୍ରତିଦିନ ସକାଳୁ ଉଠି ଏକ ଘଣ୍ଟା ଚାଲନ୍ତୁ।ଶୋଇବାର ପରିମାଣ ନିୟମିତ ଠିକ ରଖନ୍ତୁ।ନିଜକୁ କେବେହେଲେ ପର୍ଣ୍ଣର ଅଭ୍ୟାସରେ ପକାନ୍ତୁ ନାହିଁ।କାରଣ ଏହି ଲୋକଙ୍କ ମଧ୍ୟରେ ନାଇଟ ଫଲ ବେଶି ଦେଖାଯାଇଥାଏ।

ଆପଣ ନିଜକୁ ଶାନ୍ତ ରଖନ୍ତୁ।ଏକ୍ସରସାଇଜ କରନ୍ତୁ।ଏବଂ ଏହାସହିତ ଆପଣ ନିଜକୁ ଯେକୌଣସି ଟେନସନରୁ ଦୂର କରନ୍ତୁ।ଯଦି ଆପଣ ଏହି ସବୁ ଜିନିଷର ଧ୍ୟାନ ଭଲ ଭାବରେ ରଖନ୍ତି ତେବେ ଆପଣଙ୍କୁ ଏହି ସମସ୍ୟା ଦେଖାଦେଇନଥାଏ।ଏହା ସହିତ ଆପଣ ନିଜ ଡାଏଟ ଉପରେ ଧ୍ୟାନ ଦିଅନ୍ତୁ।ଆପଣ ନିଜ ଖାଦ୍ୟରେ ୨୦୦-୨୫୦ ଗ୍ରାମ ଫଳ ଖାଆନ୍ତୁ।

Leave a Reply

Your email address will not be published. Required fields are marked *