ଯିଏ ଏହି ଝିଅକୁ ବାହାହେବ ତାଙ୍କୁ ଯୌତୁକରେ ମିଳିବ ସୁନାର Car ,କେବଳ ଏହି ସର୍ତ ମାନିବ ପାଇଁ ପଡିବ ଆପଣଙ୍କୁ..

Spread the love

ଭାଇ ଭଉଣୀଙ୍କ ସମ୍ପର୍କ ସବୁଠାରୁ ନିଆରା ହୋଇଥାଏ।ଭଉଣୀ ଭାଇ ହାତରେ ରାଖି ବାନ୍ଧିଥାଏ ଏବଂ ଭାଇ ତା ଭଉଣୀକୁ ରକ୍ଷା କରିବାର ବଚନ ଦେଇଥାଏ।ଭଉଣୀର ବାହାଘରକୁ ନେଇ ଭାଇର ଅନେକ ସ୍ୱପ୍ନ ଥାଏ।ସେହି ଭଳି ଜଣେ ଭାଇ ଯାହାର ଭଉଣୀର ବାହାଘରକୁ ନେଇ ଅନେକ ସ୍ୱପ୍ନ।ଏବଂ ସେ ନିଜ ଭଉଣୀଙ୍କୁ ତାଙ୍କ ବିବାହରେ ଦେବାକୁ ଚାହୁଁଛନ୍ତି ଏକ ହଜାର କୋଟି ଟଙ୍କା ଏବଂ ଏପରି ଅନେକ କିଛି ଜିନିଷ।ତଥାପି ମଧ୍ୟ ଆଜି ଯାଏଁ ତାଙ୍କ ଭଉଣୀ କୁଆଁରି ହୋଇ ରହିଛନ୍ତି।

ତାଙ୍କ ଭଉଣୀକୁ ମିଳିନି ମନ ପସନ୍ଦର ଏକ ବର।କିମ୍ବା ତାଙ୍କ ଭାଇଙ୍କୁ ମଧ୍ୟ ମିଳିନି ଏମିତି ଜଣେ ବ୍ୟକ୍ତି ଯିଏକି ତାଙ୍କ ଭିଣେଇ ହୋଇପାରିବ।ଏହାର ସମ୍ପୂର୍ଣ୍ଣ ତଥ୍ୟ ଜାଣିବାପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପଢନ୍ତୁ।ତେବେ ଆସନ୍ତୁ ଜାଣିବା କାହିଁକି ଭାଇ ଜଣଙ୍କ ଏତେ ଟଙ୍କା ଦେବାକୁ ଚାହୁଁଛନ୍ତି ନିଜ ଭଉଣୀଙ୍କୁ ଏବଂ ଆଜି ପର୍ଯ୍ୟନ୍ତ କାହିଁକି ତାଙ୍କ ଭଉଣୀଙ୍କୁ ମିଳିନି ମନ ଲାଗି ବର ଟିଏ।ସେ କଣ ଅସୁନ୍ଦର ନା ସୁନ୍ଦର।ଆସନ୍ତୁ ଜାଣିବା ଆଜିର ଏହି ଆର୍ଟିକିଲରେ।

ସୋସିଆଲ ମିଡିଆରେ ଭାଇ ଭଉଣୀକୁ ନେଇ ଆସେ ଅନେକ ମିମସ।ଭାଇ ଭଉଣୀଙ୍କ ଭଲ ପାଇବାକୁ ନେଇ, ଭାଇ ଭହୁଣୀଙ୍କ ଝଗଡକୁ ନେଇ ଏବଂ ଏହିପରି ଅନେକ ମିମସ।କିନ୍ତୁ ଆଜି ଆମେ ଆପଣଙ୍କୁ ଦେଖେଇବୁ ଏକ ସୁନ୍ଦର କାହାଣୀ।ଯେଉଁ କାହାଣୀରେ ସାଉଥ କୋରିଆର ଜଣେ ଭାଇ ତାଙ୍କ ଭଉଣୀଙ୍କ ବାହାଘରରେ ଏକ ସୁନାର କାର ଦେବେ ବୋଲି କହିଛନ୍ତି।

ଏହାମଧ୍ୟ କହିଛନ୍ତି ଯେ ଯିଏ ତାଙ୍କ ଭଉଣୀଙ୍କୁ ବିବହ କରିବ ସେ ତାଙ୍କୁ ଏକ ହଜାର କୋଟି ଟଙ୍କା ଦେବେ।ଏବଂ ସୁନାର ବାସନ କୁସନ ଦେବେ।ଏହିଭାଳି ଆନାଉନ୍ସ କରିବା ପରେ ମଧ୍ୟ ତାଙ୍କ ଭଉଣୀଙ୍କୁ ମିଲିନି ତାଙ୍କ ମନ ପସନ୍ଦର ବର।କାରଣ ବିବାହ କରିବାପାଇଁ ତାଙ୍କ ଭାଇ ରଖିଛନ୍ତି ଏହିଭଳି କିଛି ସର୍ତ୍ତ।ସେହି ସର୍ତ୍ତଟି ହେଲା ତାଙ୍କ ଭଉଣୀଙ୍କୁ ଯିଏ ବିବାହ କରିବେ ତାଙ୍କ ଉଚ୍ଚତା ପାଞ୍ଚ ଫୁଟ ସାତ ଇଞ୍ଚରୁ ଜମା ଅଧିକ ହୋଇ ନଥିବ।

ଏବଂ ତାଙ୍କ ଓଜନ ୭୫ କେଜି ହୋଇଥିବା ଆବଶ୍ୟକ।ଏବଂ ସେ ଏହା ମଧ୍ୟ କହିଛନ୍ତି ଯିଏ ତାଙ୍କ ଭଉଣୀଙ୍କୁ ବାହା ହେବ ସେ ଆର୍ମିରେ କାମ କରୁଥିବା ଦରକାର।କିମ୍ବା ତାଙ୍କର ଘରର କୌଣସି ବ୍ୟକ୍ତି ଆର୍ମିରେ ଥିବା ଦରକାର।ଏହା ଛଡା ଯେଉଁବ୍ୟକ୍ତି ତାଙ୍କ ଭଉଣୀଙ୍କୁ ବିବାହ କରିବେ ସେ ଆଗରୁ କୌଣସି ରିଲେସନରେ ନଥିବେ।

ସାଉଥ କୋରିଆର ନିୟମ ଅଛିଯେ ସେଠାରେ ଥିବା ବ୍ୟକ୍ତି ଅନ୍ୟ ଦେଶରେ ବ୍ୟାଙ୍କ ଆକାଉଣ୍ଟ ଖୋଲିପାରିବେ ନାହିଁ କିମ୍ବା କୌଣସି ଧନ୍ଦା ମୂଳକ କାମ କରିପାରିବେ ନାହିଁ।ସାଉଥ କୋରିଆରୁ ତାଙ୍କ ଭାଇ ବାହାରକୁ ଛାଡିବାକୁ ଚାହୁଁନାହାନ୍ତି ସେଥିପାଇଁ ବୋଧେ ତାଙ୍କୁ ଆଜି ଯାଏଁ ପୁଅ ମିଳୁନି।ଜଦି ସେ ବାହାର ଦେଶରୁ ଚାହୁଁଥାନ୍ତେ ହୁଏତ ତାଙ୍କୁ ତାଙ୍କ ମନ ପସନ୍ଦର ବର ମିଳିଯାଇଥାନ୍ତା।

Leave a Reply

Your email address will not be published. Required fields are marked *