ଚଢ଼େଇ ତାରରେ ବସିଲେ ତାକୁ କାହିଁକି ଇଲେକ୍ଟ୍ରି Shocked ମାରେ ନାହିଁ ?ଏହାର ଅସଲ କାରଣ ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ

Spread the love

ଆମେ ସମସ୍ତେ କରେଣ୍ଟ ବିଷୟରେ ବହୁତ ଭଲ ଭାବରେ ଜାଣୁ।ଏହାକୁ ଛୁଇଁବା ମାତ୍ରେ ଆମକୁ ବହୁତ ଜୋରରେ ଝଟକା ଲାଗିଥାଏ।ଏହା ସହିତ ଏହାକୁ ଛୁଇଁବା ପରେ ମଣିଷର ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ବହୁତ ଅଧିକ ଥାଏ।ତେଣୁ ଏହାଠାରୁ ସର୍ବଦା ଦୂରତା ରକ୍ଷା କରିବା ଆବଶ୍ୟକ।ଏହା ସହିତ କରେଣ୍ଟ ଠାରୁ ଯେତେ ଆବଶ୍ୟକ ସେତେ ଅଧିକ ଦୂରତା ରକ୍ଷା କରିବା ମଧ୍ୟ ବହୁତ ଭଲ ହୋଇଥାଏ।ଏହା ସହିତ ଆମେ ଅନେକ ସମୟରେ ଦେଖି ଥାଉ କି ତାର ଉପରେ ଅନେକ ଚଢ଼େଇ ବସିଥାନ୍ତି।

କିନ୍ତୁ ସେମାନଙ୍କୁ କରେଣ୍ଟ ମାରେ ନାହିଁ।ଏହି ଦୃଶ୍ୟକୁ ଆମେ ଅନେକ ସମୟରେ ଦେଖିଥିବା।ଏହା ସହିତ ଆମେ ଜାଣିବା ଆବଶ୍ୟକ କି ଯେତେବେଳେ ବାଦୁଡ଼ି ଏହି ତାରରେ ବସିଥାଏ ସେହି ସମୟରେ ତାଙ୍କୁ କରେଣ୍ଟ ମାରିଥାଏ ଆମେ ଅନେକ ସମୟରେ ଦେଖିଛୁ କି ସେମାନଙ୍କର ମୃତ୍ୟୁ ମଧ୍ୟ ହୋଇ ଯାଇଥାଏ।କିନ୍ତୁ ଚଢେଇ ମାନଙ୍କୁ କରେଣ୍ଟ ମାରି ନଥାଏ।ଏହା ହେବାର କାରଣ ହେଉଛି ଚଢେଇ ମାନେ କେବେ ମଧ୍ୟ ଦୁଇଟି ତାରରେ ବସନ୍ତି ନାହିଁ।ସେମାନେ ସର୍ବଦା ଗୋଟିଏ ତାରରେ ବସିଥାନ୍ତି।

ଯାହା ଫଳରେ ସେମାନଙ୍କୁ କରେଣ୍ଟ ମାରେ ନାହିଁ।ଏହା ସହିତ ତାଙ୍କର ଶରୀରର କୋଷିକା ମାନେ ଅବରୋଧ ସୃଷ୍ଟି କରିଥାନ୍ତି ଯାହା ଫଳରେ ସେମାନଙ୍କୁ କରେଣ୍ଟ ମାରେ ନାହିଁ।ତେଣୁ ସେମାନେ ତାରରେ ବଢିବା ପରେ ମଧ୍ୟ ସେମାନଙ୍କୁ କରେଣ୍ଟ ମାରେ ନାହିଁ।ଏହା ସହିତ ଆମେ ଅନେକ ବାଦୁଡ଼ିଙ୍କୁ ତାରରେ ଝୁଲୁଥିବା ଅବସ୍ଥାରେ ଅନେକ ସମୟରେ ଦେଖି ଥାଉ।ଏହା ସହିତ ଅନେକ ବାଦୁଡ଼ିଙ୍କର ଏହି କାରଣରୁ ମୃତ୍ୟୁ ହୋଇ ଯାଇଥାଏ।ବଦୁଡ଼ି ଅନେକ ସମୟ ପର୍ଯ୍ୟନ୍ତ ତାରରେ ଝୁଲି ରହି ପାରନ୍ତି।

ଏହା ସହିତ ସେମାନଙ୍କୁ କରେଣ୍ଟ ମରିଥାଏ ଏହାର କାରଣ ହେଉଛି ସେମାନଙ୍କର ଅବସ୍ଥିତି।ସେମାନେ ଯେପରି ଭାବରେ ଝୁଲିଥାନ୍ତି ଏହା ଉପରେ ନିର୍ଭର କରିଥାଏ ସେମାନଙ୍କୁ କରେଣ୍ଟ ମାରିବ ଅଥବା ମାରିବ ନାହିଁ।ଏହା ସହିତ ଆମେ ଅନେକ ସମୟରେ ଏହା ଦେଖିଥାଉ କି ସେମାନଙ୍କର ଡେଣା ବହୁତ ଅଧିକ ବଡ଼ ହୋଇଥାଏ।ଯାହା ଫଳରେ ସେମାନେ ଯେତେବେଳେ ଡେଣା ଖୋଲି ଥାଆନ୍ତି ସେତେବେଳେ ସେମାନଙ୍କର ଡେଣା ଅନ୍ୟ ଏକ ତରକୁ ସ୍ପର୍ଶ କରି ଦେଇଥାଏ।ଯାହା ଫଳରେ ସେମାନଙ୍କୁ କରେଣ୍ଟ ମାରିଥାଏ।

ବଦୁଡ଼ି ଅନ୍ୟ ପକ୍ଷୀଙ୍କ ଭଳି ତାରରେ ସିଧା ଝୁଲି ରୁହନ୍ତି ନାହିଁ।ସେମାନେ ଅନ୍ୟ ଓଲଟା ଝୁଲି ରହିବା କାରଣରୁ ସେମାନଙ୍କର କୌଣସି ଡେଣା ଯଦି ଅନ୍ୟ କୌଣସି ତାରକୁ ସ୍ପର୍ଶ କରି ଯାଏ ତେବେ ସେମାନଙ୍କର ସଙ୍ଗେ ସଙ୍ଗେ ମୃତ୍ୟୁ ହୋଇ ଯାଇଥାଏ।ଏହା ସହିତ ଯଦି ଚଢେଇମାନେ ମଧ୍ୟ ତାଙ୍କର ଦୁଇଟି ତାରକୁ ସ୍ପର୍ଶ କରନ୍ତି ତେବେ ତାଙ୍କର ମଧ୍ୟ ମୃତ୍ୟ ହେବାର ସମ୍ଭାବନା ରହିଛି।ଏହା ବ୍ୟତୀତ ସେମାନଙ୍କର ଶରୀର ଛୋଟ ହେବା କାରଣରୁ ସେମାନେ ଅଧିକ ସମୟରେ କରେଣ୍ଟର ଶିକାର ହୁଅନ୍ତି ନାହିଁ।କିନ୍ତୁ ବଦୁଡ଼ି ମାନେ ସେମାନଙ୍କର ଅଧିକ ବଡ଼ ଶରୀର ପାଇଁ ସେମାନେ ଅଧିକ ସମୟରେ ମୃତ୍ୟୁ ମୁଖରେ ପଡ଼ିଥନ୍ତି।

Leave a Reply

Your email address will not be published. Required fields are marked *