Ganjam ଜିଲ୍ଲା ର ଗୋଟେ ଗାଁର ମଶାଣିରେ ଯେବେ ହାଠାତ୍ ଦେଖାଦେଲେ ନିଜେ ମହାଦେବ ତାପରେ ଯାହା ହେଲା ସବୁଲୋକେ ଡରିଗଲେ

ନିଶାନ୍ତ ନାମକ ଜଣେ ବ୍ୟକ୍ତି ନିଜର ପରିବାରର ପ୍ରତି ପୋଷଣ କରିବା ପାଇଁ ଗଂଜାମ ଜିଲ୍ଲାର ଏକ ମଶାଣିରେ ଚାକିରି କରିଥିଲା।ଇଚ୍ଛା ନଥିବା ସତ୍ୱେ ନିଜର ପରିବାରର ପୋଷଣ କରିବା ପାଇଁ ତା ପାଖରେ ଆଉ କୌଣସି ରାସ୍ତା ନଥିଲା।ଶେଷରେ ସେ ଏହି ମଶାଣିରେ ଅନେକ ଦିନ ପର୍ଯ୍ୟନ୍ତ ଚାକିରି କରି ରହିଲା।ସେ ଅଧିକ ଟଙ୍କା ରୋଜଗାର କରୁ ନଥିଲା ସେଥିପାଇଁ ସେ କୌଣସି ଏକ ଘର ନେଇ ସେଠାରେ ରହିବାକୁ ଚାହୁଁ ନଥିଲା।

ତାର ପରିବାରର ସମସ୍ତ ଲୋକ ବାଲେଶ୍ଵରରେ ରୁହନ୍ତି।ଶେଷରେ ସେ ସେହି ମଶାଣିରେ ରହିବା ଓ ରାତିରେ ସେହିଠାରେ ଶୋଇବାକୁ ବାଧ୍ୟ ହେଲା।ତେବେ ଏପରି ଅନେକ ଦିନ ପରେ ସେ ଅଚାନକ କିଛି ପରିବର୍ତ୍ତନ ହେବାର ଅନୁଭବ କଲା।ସେ ଅନୁଭବ କଲା କି ତାର ଶରୀରକୁ କୌଣସି ଆତ୍ମା ନିଜ ବସରେ କରିବାକୁ ଚେଷ୍ଟା କରୁଛି।ସେ ପ୍ରଥମେ ଏହାକୁ ଅଣଦେଖା କରିଦେଲା।

କିନ୍ତୁ ଧୀରେ ଧୀରେ ଏହା ଅଧିକ ଗୁରୁତର ହେବାକୁ ଲାଗିଲା।ଏହାପରେ ସେ ମଧ୍ୟ କୌଣସି ଦୁଷ୍ଟ ଆତ୍ମାର ଅବସ୍ଥିତି ଅନୁଭବ କଲ।ସେ ବାରମ୍ବାର ନିଜର ଛାତିରେ ଯନ୍ତ୍ରଣା ହେବା ଓ ଏହିପରି ଶରୀରର ଅନେକ ସମସ୍ୟାର ଉପସ୍ଥିତି ଅନୁଭବ କଲା।ଶେଷରେ ସେ ବାଧ୍ୟ ହୋଇ ସାଧୁ ମାନଙ୍କ ସହାୟତା ନେଲା। ଏହା ସହିତ ସେ ଏପରି ହେବାର କାରଣ ସମ୍ପର୍କରେ ଜାଣିବା ପାଇଁ ନିଜର ପ୍ରୟାସ କଲା।

ତେବେ ଏହିପରି ଭାବରେ କିଛି ଦିନ ଯିବା ପରେ ସେ ଅନୁଭବ କଲା କି ଟା ପଛରେ ଏକ ଦୁଷ୍ଟ ଆତ୍ମା ପଡ଼ିଛି।ଯିଏକି ତାର ଶରୀରକୁ ନିଜ ବସରେ କରିବା ପାଇଁ ପ୍ରୟାସ କରୁଛି।ଏହା ସହିତ ସେହି ବାବାଜୀ ଯାହା କହିଲେ ସେ ମଧ୍ୟ ଏହାପରେ ଡରି ଯାଇଥିଲା।ତେବେ ଏହାର ସମାଧାନ ପାଇଁ ସେହି ବାବାଜୀ ଜଣଙ୍କ କହିଥିଲେ କି ତୁମେ ଆଜୀବନ ଭଗବାନ ଶିବଙ୍କ ଉପାସନା କର।

କେବଳ ସେ ହିଁ ତୁମକୁ ଏହି ବିପଦରୁ ରକ୍ଷା କରି ପାରିବେ।ଏହା ଶୁଣିବା ପରେ ଶେଷରେ ସେ ଭଗବାନ ଶିବଙ୍କ ମନ୍ଦିର ଯିବା ପାଇଁ ପ୍ରୟାସ କଲା।କିନ୍ତୁ ସେହି ଦୁଷ୍ଟ ଶକ୍ତି ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦେଲା ନାହିଁ।ଶେଷରେ ସେ ସେହିଠାରେ ଭଗବାନ ଶିବଙ୍କ ମହା ମୃତୁଞ୍ଜୟ ମନ୍ତ୍ର ଜପ କରିବାକୁ ଲାଗିଲା।ଏହାପରେ ସେ ମଶାଣିରେ ନିଜର ରହୁଥିବା ସ୍ଥାନକୁ ଫେରି ଆସିଲା।

ଏହାପରେ ସେହିଦିନ ରାତିରେ ସେ ଅନୁଭବ କଲା କି ସେହି ଦୁଷ୍ଟ ଶକ୍ତି ତା ଉପରେ ନିଜର ପ୍ରଭାବ ପକାଇବାକୁ ଚାହୁଁଚି।ଏହାପରେ ସେହି ଦୁଷ୍ଟ ଶକ୍ତି ତାଙ୍କୁ ଅଧିକ ହଇରାଣ କରିବାକୁ ଲାଗିଲା ଏହାପରେ ସେ ଭଗବାନ ଶିବଙ୍କ ମନ୍ତ୍ର ଜପ ପରିବାକୁ ଆରମ୍ଭ କଲା।ଫଳରେ ସେହି ଦୁଷ୍ଟ ଶକ୍ତି ତାଙ୍କୁ ଅଧିକ କଷ୍ଟ ଦେବାକୁ ଆରମ୍ଭ କଲା।ଏହାପରେ ଭଗବାନ ଶିବ ନିଜେ ଆସି ତାଙ୍କୁ ସେହି ଯନ୍ତ୍ରଣାରୁ ମୁକ୍ତ କଲେ।ସେହି ଦୁଷ୍ଟ ଆତ୍ମାକୁ ଭଗବାନ ଶିବ ନିଜ ସହିତ ନେଇଗଲେ।ଏହାପରେ ନିଶାନ୍ତ ସେହିଠାରେ ବେହୋସ ହୋଇଗଲା।ସେ ତାର ପରଦିନ ଉଠିବା ପରେ ଭଗବାନ ଶିବଙ୍କ କୃପା ବିଷୟରେ ସମସ୍ତଙ୍କୁ ଜଣାଇଲା।

Leave a Reply

Your email address will not be published. Required fields are marked *