ଆସିଲା ବଡ଼ ଖୁସି ଖବର,ବାହାଘର ମାତ୍ର କିଛି ଦିନରେ କମେଡିଆନ Gudu ଙ୍କ ଘରକୁ ଆସିଲା ଖୁସି ଖବର,ଦେଖିଲେ ଆପଣ ହେଇଯିବେ ଖୁସି..

Spread the love

ତେବେ ଓଡ଼ିଆ ଅଭିନୟ ଜଗତର ହାସ୍ୟ ଅଭିନେତା ଗୁଡୁଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ପାଇଁ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ପାଇଁ ସେ ଅନେକ ଲୋକଙ୍କ ପାଖରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ଅନେକ ଲୋକଙ୍କୁ ପ୍ରଭାବିତ କରିଥାଏ।ଏହା ସହିତ ନିଜର ଅଭିନୟ ପାଇଁ ସେ ବହୁତ ପ୍ରତିଷ୍ଠା ମଧ୍ୟ ପାଇ ପାରିଛନ୍ତି।

ତେବେ ଏହି ଅଭିନେତା ଜଣକ କିଛିଦିନ ତଳେ ବିବାହ କରିଥିଲେ।ସୋସିଆଲ ମିଡିଆରେ ଜଣେ ଝିଅଙ୍କ ସହିତ ତାଙ୍କୁ ପ୍ରେମ ହୋଇ ଯାଇଥିଲା।ଏହାପରେ ସେମାନେ ପରସ୍ପରକୁ ବିବାହ କରି ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ।ତେବେ ତାଙ୍କର ବିବାହକୁ ବର୍ତ୍ତମାନ ପାଞ୍ଚ ମାସ ମଧ୍ୟ ହୋଇ ସାରିଲାଣି।

ଏହି ସମୟରେ ଏପରି କିଛି କଥା ଶୁଣିବାକୁ ମିଳିଛି କି ତାଙ୍କର ଏକ କୁନି ପୁତ୍ର ସନ୍ତାନ ମଧ୍ୟ ହୋଇଛି ମାତ୍ର ଏହା କେତେଦୂର ସତ୍ୟ ଆମେ ବର୍ତ୍ତମାନ ସେହି ସମ୍ପର୍କରେ ଆଲୋଚନା କରିବା।ତେବେ କିଛି ଦିନ ତଳେ ଏହି ଅଭିନେତା ଜଣକ ଏକ କୁନି ପୁଅ ସହିତ ଖେଳୁ ଥିବାର ଏକ ଭିଡିଓ ବହୁତ ଭାଇରାଲ ହୋଇଥିଲା।

ଏହା ପରେ କିଛି ଲୋକ ଏହା କହିବାକୁ ଆରମ୍ଭ କଲେ କି ସେହି କୁନି ପୁଅଟି ହେଉଛି ଅଭିନେତା ଗୁଡୁଙ୍କର ତେବେ ଏହି କଥା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ।ତେବେ ସେହି ପୁଅ ତାଙ୍କର ନୁହେଁ ବୋଲି ଜଣା ପଡିଛି।ତେବେ ସେହି ପୁଅଟି ହେଉଛି ତାଙ୍କର ଭଉଣୀଙ୍କ ପୁଅ।ଯାହା ସହିତ ସେ ଖେଳୁ ଥିଲେ।

ତେବେ କିଛି ଲୋକ ଏହାକୁ କହିଛନ୍ତି କି ସେ ହେଉଛି ଗୁଡୁଙ୍କର ପୁଅ।ତେବେ ଏହି କଥାକୁ ମିଥ୍ୟା ବୋଲି କହିଛନ୍ତି ଅଭିନେତା ଗୁଡୁ।ଏହା ସହିତ ଏହି ଅଭିନେତା ଜଣକ ନିଜର ଅଭିନୟ ପାଇଁ ସମସ୍ତଙ୍କ ପ୍ରିୟ ହୋଇ ପାରି ଥିବାରୁ ବର୍ତ୍ତମାନ ଅନେକ ଲୋକ ତାଙ୍କର ମଧ୍ୟ ସନ୍ତାନକୁ ଅପେକ୍ଷା କରି ରହିଛନ୍ତି।

ତେବେ ଏହି ଅଭିନେତା ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଫିଲ୍ମରେ କାମ କରି ସାରିଲେଣି।ତେବେ ତାଙ୍କର ଅଭିନୟ ଜୀବନ ମଧ୍ୟ ବହୁତ ଭଲ ରହିଛି।ଏହା ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ସେ ପ୍ରାୟ ୫୦ ରୁ ଅଧିକ ଫିଲ୍ମରେ କାମ କରି ସାରିଲେଣି।ତାଙ୍କର ଅଭିନୟ ଅନେକ ଲୋକଙ୍କୁ ପ୍ରଭାବିତ କରିଥାଏ।ଏହା ସହିତ ଏହି ଅଭିନେତା ସମସ୍ତଙ୍କ ପ୍ରିୟ ମଧ୍ୟ ଅଟନ୍ତି।

ଯାହା ଫଳରେ ତାଙ୍କର ଅଭିନୟ ଦେଖିବା ପାଇଁ ସମସ୍ତ ବହୁତ ପସନ୍ଦ କରି ଥାଆନ୍ତି।ଏହା ସହିତ ଏହି ଅଭିନେତା ବର୍ତ୍ତମାନ ନିଜର ବିବାହ ପରେ କିଛି ଦିନ ହେବ ଅଭିନୟ ଜଗତରୁ ଦୂରେଇ ରହିଛନ୍ତି।ଏହା ସହିତ ତାଙ୍କର ସମସ୍ତ ପ୍ରଶଂସକ ଆଶା କରୁଛନ୍ତି ସେ ଯଥା ଶୀଘ୍ର ପୁଣି ଅଭିନୟ ଜଗତକୁ ଫେରି ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ପୁଣି ପ୍ରଭାବିତ କରିବେ।

Leave a Reply

Your email address will not be published. Required fields are marked *