ହେଲା Miracle ଲିମ୍ବ ଗଛରୁ ଝରୁଛି ପ୍ରଚୁର କ୍ଷୀର,ଲୋକମାନେ କହିଲେ ମା ଙ୍କ କୃପା ଆଉ ଏହି ମହିଳା ଏପରି କହିଲେ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ହାତରେ ମୟୁରପୁଚ୍ଛ ଏବଂ ଗଳାରେ ଗେଣ୍ଡୁ ମନ୍ଦାର ମାଳ ଆଉ ମୁକୁଳା ହୋଇଛି ମୁଣ୍ଡବାଳ।ୟାଙ୍କ ଠାରେ କାଳେ ମାଆ ସବାର ହୋଇଛନ୍ତି।ସେଥିପାଇଁ ସେ ଏମିତି ସବୁ କହୁଛନ୍ତି।ଏହି ଘଟଣା ହେଉଛି ଖୋର୍ଦ୍ଧା ଜିଲ୍ଲା ବାଲୁ ଗାଁ ଅଞ୍ଚଳରଖଡ଼ିଆ ପଲି ଗ୍ରାମର ଏହି ଗ୍ରାମରେ ରହିଛି ମାଆ ପାଣ୍ଡବାଶୁଣିଙ୍କ ମନ୍ଦିର।

ଏହି ମହିଳାଙ୍କ କହିବା କଥା ମାଆ ୟାଙ୍କ ଠାରେ ଉଭା ହେଉଛନ୍ତି।ଶୁଣନ୍ତୁ ସେ ଆଉ କଣ ସବୁ କହୁଛନ୍ତି।ସେ କହୁଛନ୍ତି ଯେ ସେ ଦାରୁ ପାଲଟି ଯାଏ।ସେଇଟା ହେଉଛି ବ୍ରହ୍ମ।ସେ ଦାରୁ ବ୍ରହ୍ମ, ସେଥିରେ ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ବର ଥାନ୍ତି।ତୁ କଣ ଜାଣିନୁ ମତେ ପଚାରିବାକୁ ଆସିଛୁ।ସେଠି ମୁଁ ବାସ କରେ ମୁଁ ଯେତେବେଳେ ଆସିଥିଲି ଲିମ୍ବ ଗଛରେ ଥିଲି।

ସେଠି କାହିଁକି ଝରୁଛି ତୁ କଣ ଜାଣିନୁ।ଅନ୍ୟ ଜଣେ ମହିଳା କହୁଛନ୍ତି ଯେ ସେହି ଗଛ ହେଉଛି ୬୦,୭୦ ବର୍ଷର ଗଛ।ଆମେ ଏପରି କେଉଁ ଗଛ ଦେଖି ନଥିଲୁ।ଏହି ଦୁଇ ତିନ ଦିନ ହେବ ଜାଣୁଛୁ।ଏହି ଗଛରୁ ଏପରି କ୍ଷୀର ଭଳି ବୋହୁଛି ଏବଂ ଚାଖିଲେ ଅମୃତ ଭଳି ଲାଗୁଚି।ମାଆ କହିଛନ୍ତି ତ ଆମର ବିଶ୍ୱାସ ଏଠାରେ ଠାକୁର ବାହାରିଛନ୍ତି ମାଳ ଏବଂ ବାନା ଦେଇଛନ୍ତି।

ସମସ୍ତେ ଧାଡି ଲାଗି ଆସି ଦେଖୁଛନ୍ତି।ତେବେ ମୂଳ ଘଟଣାଟି ହେଲା ଏହି ଗ୍ରାମରେ ଏକ ଲିମ୍ବ ଗଛ ରହିଛି ଏଥିରୁ ପ୍ରଚୁର ପରିମାଣରେ କ୍ଷୀର ଝରୁଥିବା ବେଳେ ଲୋକ ଦେଖିବାକୁ ରୁଣ୍ଡ ହେଉଛନ୍ତି।ଏବଂ ମାଆଙ୍କ ପାଖରୁ ଆଜ୍ଞା ମାଳ ଆସି ଏଠାରେ ପୂଜା ପାଠ କରିବାକୁ ରୁଣ୍ଡ ହୋଇଛନ୍ତି।

ଲୋକେ ଏଠାକୁ ଗାଧେଇ ପାଦୁକ ନେଉଛନ୍ତି।ଲୋକଙ୍କ ଏହାସ ବିଶ୍ୱାସ ଅଛି ଯେ ଏଠାରୁ ବୋଧେ କେଉଁ ଠାକୁର ବାହାରିବେ।କିନ୍ତୁ ଲିମ୍ବ ଗଛରୁ କ୍ଷୀର ଝରିବା କିଛି ନୂଆ କଥା ନୁହେଁ ଏପରି ଦୃଶ୍ୟ ଆପଣ ପୂର୍ବରୁ ବହୁ ବାର ଦେଖିଛନ୍ତି।ଲିମ୍ବ ଗଛ2 ଯେତେବେଳେ ବୁଢା ହୋଇଥାଏ ତାର ଶରୀରର ଟିସୁରେ ପାଣି ରଖିବା କ୍ଷମତା ବଢିଯାଏ

ଏବଂ ଶରୀରର କିଛି ପାର୍ଟରେ ଟ୍ୟୁମର ସୃଷ୍ଟି ହୋଇଥାଏ।କିଛି ଦିନ ଗଲା ପରେ ସେହି ଟ୍ୟୁମର ସେହି ଜାଗାରେ କ୍ରାକ କରିବ।ଏହା ଏକ ବ୍ୟାକ୍ଟେରିଆ କାରଣରୁ ହୋଇଥାଏ।ଯେହେତୁ ପରମ୍ପରାକୁ ଆମେ ମାନିଥାଉ ତାର ସମସ୍ତ ପ୍ରକାର ଔଷଧୀୟ ଗୁଣ ଅଛି।

Leave a Reply

Your email address will not be published. Required fields are marked *