ବାହାଘର ପରେ ପ୍ରଥମଥର ଏହି ଜାଗାକୁ ବୁଲିବାକୁ ଗଲେ କମେଡିଆନ GUDU ଓ ତାଙ୍କ ସ୍ତ୍ରୀ,ମଜା ମସ୍ତି ରେ Road ଉପରେ କରିଲେ ଏପରି କାମ

Spread the love

ଓଡ଼ିଆ ଅଭିନୟ ଜଗତର ହାସ୍ୟ ଅଭିନେତା ଗୁଡୁଙ୍କୁ ଆମେ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଲୋକମାନଙ୍କ ମନରେ ନିଜର ଏକ ବିଶେଷ ପରିଚୟ ସୃଷ୍ଟି କରି ପାରିଥିଲେ।ଏହା ସହିତ ସେ ଯେତେବେଳେ ଅଭିନୟ କରନ୍ତି ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକଙ୍କ ପ୍ରିୟ ମଧ୍ୟ ହୋଇ ପାରିଥିଲେ।ଏହା ସହିତ ତାଙ୍କର ଅଭିନୟ ମାଧ୍ୟମରେ ଅନେକ ନାମ କମାଇ ପାରିଛନ୍ତି।

ଏହା ସହିତ ସେ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ହାସ୍ୟ ଅଭିନେତା।ତେବେ ସେ ନିଜର ଅଭିନୟ ପାଇଁ ମଧ୍ୟ ଅନେକ ପ୍ରଶଂସିତ ହୋଇ ପାରିଛନ୍ତି।ଏହା ସହିତ ସେ ନିଜର ଅଭିନୟ ପାଇଁ ଅନେକ ପୁରସ୍କାର ମଧ୍ୟ ପାଇ ପାରି ଛନ୍ତି।ଏହା ସହିତ ଆମେ ସମସ୍ତେ ଜାଣୁ ସେ ଖୁବ କମ ସମୟ ମଧ୍ୟରେ ନିଜର ଏକ ପ୍ରତିଷ୍ଠା ସୃଷ୍ଟି କରି ପାରିଥିଲେ।

ଏହା ସହିତ ତାଙ୍କର ଅଭିନୟ ପ୍ରତି ପିଲାବେଳୁ ଦୁର୍ବଳତା ରହିଥିଲା।ଯାହା ଫଳରେ ସେ ପିଲାବେଳୁ ଅନେକ ସ୍ଥାନରେ ଅଭିନୟ ମଧ୍ୟ କରିଛନ୍ତି।ଏହା ସହିତ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି।ତେବେ କିଛି ଦିନ ତଳେ ତାଙ୍କର ବିବାହ ହୋଇ ଯାଇଥିଲା।ଏହି ବିବାହରେ ଅନେକ ବଡ଼ବଡ଼ କଳାକାର ଯୋଗ ଦେଇଥିଲେ।ଯେଉଁମାନେ ସେମାନଙ୍କର ବୈବାହିକ ଜୀବନର ମଙ୍ଗଳ କାମନା କରିଥିଲେ।

ଏହା ସହିତ ସେ ନିଜର ଅନେକ ଫଟୋ ସୋସିଆଲ ମିଡିଆରେ ଛାଡିଥିଲେ।ରାସ୍ତା ଉପରେ ସେ ଫୋଟୋ କ୍ଲିକ କରିଥିଲେ | ଏହାପରେ ତାଙ୍କର ଏହି ଫଟୋ ଭାଇରାଲ ହୋଇ ଯାଇଥିଲା।ଏହା ସହିତ ସେ ଏପରି ଜଣେ ଅଭିନେତା ଯିଏକି ପ୍ରତ୍ୟେକ ଲୋକକୁ ହସାଇବାର ଦକ୍ଷତା ରଖିଛନ୍ତି।ଏହା ସହିତ ତାଙ୍କର ଅଭିନୟ ପାଇଁ ସେ ଓଡ଼ିଆ ଅଭିନୟ ଜଗତରେ ସର୍ବଦା ପ୍ରଶଂସିତ ହୋଇଛନ୍ତି।ଏହା ସହିତ ତାଙ୍କର ବିଷୟରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।

ତେବେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏହି ଯୋଡ଼ି ବର୍ତ୍ତମାନ ଅନେକ ସ୍ଥାନରେ ବୁଲୁ ଥିବାର ମଧ୍ୟ ଦେଖା ଯାଉଛନ୍ତି।ଏହା ସହିତ ଏହା ତାଙ୍କର ବିବାହ ପରର ପ୍ରଥମ ବୁଲିବା ବୋଲି ଜଣା ପଡିଛି।ତେବେ ଏହି ଅଭିନେତା ଜଣଙ୍କ ନିଜର ଅଭିନୟ ଦ୍ୱାରା ନିଜର ଏକ ବିଶାଳ ପ୍ରତିଷ୍ଠା ସୃଷ୍ଟି କରି ପାରିଛନ୍ତି।ତେବେ ଏହି ଅଭିନେତା ଜଣକ ଖୁବ କମ ସମୟ ମଧ୍ୟରେ ନିଜର ଯେଉଁ ପ୍ରତିଷ୍ଠା ସୃଷ୍ଟି କରି ପାରିଛନ୍ତି।

ତାହା ଅନ୍ୟ କୌଣସି ସାଧାରଣ ଲୋକ ପାଇଁ କେବେ ମଧ୍ୟ ସମ୍ଭବ ହୋଇ ନଥାଏ।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ନିଜର ଅନେକ ମାନ ଓ ସମ୍ମାନ ଅର୍ଜନ କରି ପାରିଛନ୍ତି।ଏହା ସହିତ ସେ ନିଜର ପରିବାର ସହିତ ନିଜର ବନ୍ଧୁ ମାନଙ୍କୁ ବର୍ତ୍ତମାନ ଅନେକ ଓଡ଼ିଶାର ଦର୍ଶକଙ୍କ ନିକଟରେ ପରିଚିତ କରି ପାରିଛନ୍ତି।ତାଙ୍କର ଅଭିନୟ ଦ୍ଵାରା ଅନେକ ଯୁବ ଅଭିନେତା ମଧ୍ୟ ପ୍ରଭାବିତ ହୋଇଛନ୍ତି ଓ ଅଭିନୟ ଜୀବନରେ ଆଗକୁ ବଢିବା ପାଇଁ ନିଷ୍ପତି ମଧ୍ୟ ନେଇଛନ୍ତି।

Leave a Reply

Your email address will not be published. Required fields are marked *