ବର୍ତମାନ ର ବଡ ଖବର,August ରୁ ଦେଶରେ ଲାଗୁ ହେଲା 10 ନୂଆ ନିୟମ,ଏହି ନିୟମ ଗୁଡିକ ଜାଣିରଖନ୍ତୁ ନହେଲେ ହଇରାଣ ହେଇଯିବେ ଆପଣ

Spread the love

ଅନେକ ଦିନ ହେବ ଆମ ଓଡ଼ିଶାରେ ସରକାର ଏହି ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ପଦକ୍ଷେପ ନେଇ ସାରିଲେଣି।ଏହା ସହିତ ଦୀର୍ଘଦିନ ହେବ ଆମ ଓଡ଼ିଶାରେ ଲକ ଡାଉନ ବଜାୟ ରହିଛି।ଫଳରେ ଆମ ରାଜ୍ୟରେ ଏହି ମହାମାରୀ ସଂକ୍ରମଣ ବହୁତ ଅଧିକ ହ୍ରାସ ପାଇଛି।ଏହା ସହିତ ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣକୁ ଆସି ପାରିଛି।ଯାହାର ଫଳ ସ୍ୱରୂପ ସରକାର ଓଡ଼ିଶାରେ ସଂକ୍ରମଣରେ ବହୁତ ଅଧିକ ନିୟନ୍ତ୍ରଣ ଆଣି ପାରିଛନ୍ତି।ତେବେ ସରକାର ବର୍ତ୍ତମାନ କଟକଣା କିଛି ମାତ୍ରାରେ କୋହଳ କରିବାକୁ ନିଷ୍ପତି ନେଇଛନ୍ତି।

ତେବେ ଅନେକ ଦିନ ହେବ ଆମ ଓଡ଼ିଶାରେ ସଂକ୍ରମଣ ଶୀର୍ଷରେ ରହିଥିଲା।ଯାହାର ଫଳ ସ୍ୱରୂପ ଆମ ଓଡ଼ିଶାରେ ଅନେକ ଲୋକ ସଂକ୍ରମିତ ହୋଇ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ।ତେବେ ଏହା ପରେ ସରକାର ସମଗ୍ର ରାଜ୍ୟରେ ଲକ ଡାଉନ ଘୋଷଣା କରିଥିଲେ।ଏହାପରେ ସଂକ୍ରମଣ ବହୁତ ଅଧିକ ହ୍ରାସ ଘଟିଥିଲା।ଯାହା ଫଳରେ ଅନେକ ଲୋକ ଉପକୃତ ମଧ୍ୟ ହୋଇଥିଲେ।

କିନ୍ତୁ ଏହି ମହାମାରୀ ପାଇଁ ହୋଇଥିବା ଲକ ଡାଉନ କାରଣରୁ ଅନେକ ଲୋକ ସେମାନଙ୍କର ଜୀବିକା ହରାଇ ଥିଲେ।ଯେପରିକି ସେମାନଙ୍କର ବ୍ୟବସାୟ ସମ୍ପୂର୍ଣ୍ଣ ରୂପରେ ବନ୍ଦ ହୋଇ ଯାଇଥିଲା।ତେବେ ସରକାର କେବଳ କେତେକ ଆବଶ୍ୟକତା ଅନୁସାରେ ଦୋକାନ ବଜାର ଖୋଲିବାକୁ ଅନୁମତି ଦେଇଥିଲେ।ଯାହା ଫଳରେ ଅନେକ ଉଠା ଦୋକାନୀ ଓ ଅନେକ ଲୋକ ମଧ୍ୟ ସେମାନଙ୍କର ବ୍ୟବସାୟରେ ଅନେକ କ୍ଷତି ସାହିଥିଲେ।

ଏପରିକି ଅନେକ ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କର ପରିବାର ପ୍ରତିପୋଷଣ କରିବା ପାଇଁ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ।ସେଥିପାଇଁ ସରକାର ସେମାନଙ୍କୁ କିଛି କିଛି ସହାୟତା ରାଶି ମଧ୍ୟ ପ୍ରଦାନ କରିଥିଲେ।ମାତ୍ର ତାହା ସେମାନଙ୍କ ପାଇଁ ଯଥେଷ୍ଟ ମଧ୍ୟ ନଥିଲା।ତେବେ ରାଜ୍ୟ ସରକାର ରାଜ୍ୟରେ ସଂକ୍ରମଣରେ ହ୍ରାସ ଦୃଷ୍ଟିରୁ କଟକଣାର କିଛି ପରିବର୍ତ୍ତନ କରିବାକୁ ସରକାର ନିଷ୍ପତି ନେଇଛନ୍ତି।

ତେବେ ସୂଚନା ଅନୁସାରେ ବର୍ତ୍ତମାନ ରାଜ୍ୟ ସରକାର ସମସ୍ତ ଶିକ୍ଷା ଅନୁଷ୍ଠାନ ଓ ସିନେମା ହଲ ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି।ତେବେ ଏହା ସହିତ ରାଜ୍ୟ ସରକାର ବର୍ତ୍ତମାନ ଅନେକ ଉଠା ବିକାଳୀଙ୍କୁ ସେମାନଙ୍କର ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି।

କିନ୍ତୁ ସେମାନଙ୍କର ଦୋକାନରେ କୌଣସି ଲୋକ ଛିଡା ହୋଇ ସେଠାରେ ଖାଦ୍ୟ ଖାଇ ପାରିବେ ନାହିଁ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି।ଏହା ସହିତ ସରକାର ବର୍ତ୍ତମାନ ସମସ୍ତ ମଲ ଓ ପାର୍କ ଖୋଲିବା ପାଇଁ ଅନୁମତି ଦେଇଛନ୍ତି।ଏହା ସହିତ ସମସ୍ତ ସନ୍ତରଣଗାର ଖୋଲିବା ପାଇଁ ମଧ୍ୟ ଅନୁମତି ଦେଇଛନ୍ତି।

ତେବେ ଏହା ସହିତ ସରକାର ଯେଉଁ ସିନେମା ହଲ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ସେଥିରେ କେବଳ ୫୦ ପ୍ରତିଶତ ଦର୍ଶକ ବସିବା ପାଇଁ ଅନୁମତି ରହିଛି।ଏହା ଠାରୁ ଅଧିକ ଦର୍ଶକ ସିନେମା ହଲ ମଧ୍ୟକୁ ପ୍ରବେଶ କରିବା ପାଇଁ ଅନୁମତି ନାହିଁ ବୋଲି ସରକାର କହିଛନ୍ତି।ଏହା ସହିତ ଆବଶ୍ୟକ ଅନୁସାରେ ବସ ଚଳାଚଳ କରିବା ପାଇଁ ସରକାର ଅନୁମତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *