ଆସନ୍ତା ୧୦ ତାରିଖରୁ ରାଜ୍ୟରେ ହେବ ପ୍ରବଳ ବର୍ଷା,ଶୀତ ରେ ବରଷିବ କୁଆପଥର,OUAT ଜାରି କଲେ ସତର୍କବାଣୀ..

Spread the love

ତେବେ ନୂଆବର୍ଷ ପରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ି ବଢ଼ି ଚାଲିଛି।ଏହା ସହିତ ଏହି କାରଣରୁ ରାଜ୍ୟରେ ଅନେକ ଲୋକ ବର୍ତ୍ତମାନ ଶୀତର ସମ୍ମୁଖୀନ ହେଉଛନ୍ତି।ତେବେ ଏହି ଶୀତର ପ୍ରକୋପରୁ ରକ୍ଷା ପାଇବା ପାଇଁ ସେମାନେ ବର୍ତ୍ତମାନ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ତେବେ ପୁଣି ରାଜ୍ୟରେ ଆସନ୍ତା ୧୦ ତାରିଖରୁ ଶୀତର ପ୍ରକୋପ ବଢ଼ି ପାରେ ବୋଲି ବର୍ତ୍ତମାନ ସୂଚନା ମିଳୁଛି।ଏହା ସହିତ ରାଜ୍ୟରେ ବର୍ତ୍ତମାନ ଶୀତର ପ୍ରକୋପ ବଢ଼ୁ ଥିବାରୁ ଏହି ବର୍ଷା ଶୀତର ପ୍ରକୋପ କମାଇ ଦେବ ବୋଲି ମଧ୍ୟ ଅନେକ ଲୋକ କହିଛନ୍ତି।

ତେବେ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ଅଧିକରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।ଏହା ସହିତ ବର୍ଷାର ପ୍ରଭାବ ବିଶେଷ ଭାବରେ ଉପକୂଳ ଅଞ୍ଚଳରେ ଅଧିକ ହେବ ବୋଲି ଅନୁମାନ କରା ଯାଇଛି।ଏହା ସହିତ ପ୍ରାୟ ୧୧ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।ତେବେ ଏହି ସମସ୍ତ ଜିଲ୍ଲାରେ ବର୍ଷାର ପ୍ରକୋପ ଅଧିକ ହେବାର ସମ୍ଭାବନା ଥିବାରୁ ସମସ୍ତ ଲୋକମାନଙ୍କୁ ସତର୍କ ରହିବା ପାଇଁ ବର୍ତ୍ତମାନ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ସୂଚନା ଦିଆ ଯାଇଛି।

ତେବେ ଯେଉଁ ସମସ୍ତ ଜିଲ୍ଲା ଗୁଡ଼ିକରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ସେହି ସମସ୍ତ ଜିଲ୍ଲା ଗୁଡ଼ିକ ହେଉଛି ନବରଙ୍ଗପର,କଳାହାଣ୍ଡି,ବଲାଙ୍ଗୀର,ନୂଆପଡ଼ା,ସୋନପୁର, ବରଗଡ଼, ଝାରସୁଗୁଡ଼ା,ସମ୍ବଲପୁର,ଦେଓଗଡ଼,କେନ୍ଦୁଝର।ତେବେ ଏହା ସହିତ ଜାନୁଆରୀ ୯ ଓ ୧୨ ତାରିଖରେ ପଶ୍ଚିମ ଓଡ଼ିଶାରେ ଓ ଉପକୂଳ ଓଡିଶାରେ ୧୦ ଓ ୧୪ ତାରିଖରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏହା ସହିତ ୧୦-୧୪ ତାରିଖରେ ଉତ୍ତର ଓଡ଼ିଶାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।ଏହା ସହିତ ଉତ୍ତର ଓଡ଼ିଶାରେ ମଧ୍ୟ ଅନୁରୂପ ଭାବରେ ପ୍ରବଳ ବର୍ଷା ହେବାର ଅଧିକ ସମ୍ଭାବନା ରହିଛି।ଏହା ସହିତ ରାଜ୍ୟରେ ଲୋକମାନେ ଏହି ସମସ୍ତ ପରିସ୍ଥିତିର ମୁକାବିଲା କରିବା ପାଇଁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ସତର୍କ ସୂଚନା ଦିଆ ଯାଇଛି।

ଏହା ସହିତ ପଶ୍ଚିମ ଓଡ଼ିଶାରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଏହା ସହିତ କିଛି କିଛି ସ୍ଥାନରେ କୁଆ ପଥର ମାଡ଼ ହେବାର ମଧ୍ୟ ସମ୍ଭାବନା ରହିଛି।ସେହି କାରଣରୁ ରାଜ୍ୟବାସୀଙ୍କୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ସୂଚନା ଦେଇଛି।ଏହା ସହିତ ରାଜ୍ୟର କିଛି କିଛି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହି ଥିବାରୁ ବର୍ଷା ସମୟରେ ଲୋକଙ୍କୁ ବାହାରକୁ ଯିବା ପାଇଁ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି।

ଏହା ସହିତ ରାଜ୍ୟର ଲୋକମାନେ ମଧ୍ୟ ଏହି ସମୟରେ ନିଜର ସମସ୍ତ ଆବଶ୍ୟକୀୟ ସାମଗ୍ରୀ ନିଜର ପାଖରେ ମହଜୁଦ କରି ରଖିବା ପାଇଁ ମଧ୍ୟ ପନିପାଗ ବିଭାଗ ସୂଚନା ଦେଇଛି।ଏହା ସହିତ ଲୋକମାନଙ୍କୁ ଏହି ସମୟରେ ବିଶେଷ ଭାବରେ ଅଧିକ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *