ତପସ୍ୱିନୀଙ୍କ ପାଇଁ ସମସ୍ତେ Dali ଙ୍କ ପାଇଁ କିଏ ?ସ୍ୱାମୀ ଙ୍କ ଦୋକାନ ଆଗରେ ଜଗି ବସିଛନ୍ତି ଆଉ ଜଣେ ତପସ୍ୱିନୀ…ଦେଖନ୍ତୁ Video

Spread the love

ତପସ୍ୱିନୀଙ୍କ ଭଳି ବର୍ତ୍ତମାନ ଆଉ ଜଣେ ଝିଅ ସାମ୍ନାକୁ ଆସିଛନ୍ତି ଯିଏକି ନିଜର ଶ୍ୱଶୁର ଘର ଲୋକଙ୍କ ଦ୍ୱାରା ଅତ୍ୟାଚାରିତ ହୋଇଥିବା ଅଭିଯୋଗ ଆଣିଛନ୍ତି।ତେବେ ସୂଚନା ଅନୁସାରେ ଯାଜପୁର ଜିଲ୍ଲାର ରାହାସ ବିହାରି ସାଅନ୍ତଙ୍କ ଝିଅ ଡ଼ଲି ସାହୁ ନିଳପୁର ଗ୍ରାମର ଅରବିନ୍ଦ ସାହୁଙ୍କ ସହିତ ବିବାହ କରିଥିଲେ।ତେବେ ବିବାହ କରିବାର କିଛି ଦିନ ପରେ ଡଲିଙ୍କ ବାପା ଓ ଭାଇଙ୍କ ମୃତ୍ୟୁ ହୋଇ ଯାଇଥିଲା।

ଏହା ସହିତ ଏହାପରେ ତାଙ୍କ କହିବା ଅନୁସାରେ ଏହାପରେ ପରେ ତାଙ୍କର ଶ୍ୱଶୁର ଘର ଲୋକ ତାଙ୍କର ସମସ୍ତ ଜିନିଷ ବାହାରକୁ ଫୋପାଡି ତାଙ୍କୁ ଘରୁ ବାହାର କରି ଦେଇଥିଲେ।ତେବେ ଏହା ପରେ ଯେତେବେଳେ ସେ ନିଜର ଶ୍ୱଶୁର ଘରେ ରହିବା ପାଇଁ ପ୍ରୟାସ କରିଥିଲେ ସେହି ସମୟରେ ସେମାନେ ତାଙ୍କୁ ତାଙ୍କର ଶ୍ୱଶୁର ଘରେ ପୁରାଇ ଦେଇ ନଥିଲେ।

ଯାହା ଫଳରେ ସେ ଏହା ସମ୍ପର୍କରେ ପୋଲିସ ନିକଟରେ କେସ କରିଥିଲେ।ଏହା ସହିତ ସେମାନଙ୍କ କେସ ବର୍ତ୍ତମାନ ଚାଲୁଛି ବୋଲି ମଧ୍ୟ ସେ କହିଥିଲେ।ଏହା ସହିତ ସେ କହିଥିଲେ କି ତପସ୍ୱିନୀ ଯେପରି ଭାବରେ ନିଜର ନ୍ୟାୟ ପାଇଁ ଲଢ଼େଇ କରି ଶେଷରେ ବିଜୟୀ ହୋଇଛନ୍ତି ସେ ମଧ୍ୟ ନ୍ୟାୟ ପାଇଁ ଆଶା କରୁଛନ୍ତି।

ଏହା ସହିତ ସେ କହିଥିଲେ କି ତାଙ୍କର ଶ୍ୱଶୁର ଘର ଲୋକ ମଧ୍ୟ ତାଙ୍କ ସହିତ ଅନେକ ଅନ୍ୟାୟ କରୁଛନ୍ତି।ଯାହା ଫଳରେ ସେ ବର୍ତ୍ତମାନ ନ୍ୟାୟ ଆଶା କରିଛନ୍ତି।ଏହା ସହିତ ସେ କହିଛନ୍ତି କି ତାଙ୍କୁ ବିବାହ କରି ଏପରି ଭାବରେ ଛାଡ଼ିଦେବା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ।ସେ ବର୍ତ୍ତମାନ ନିଜର ଶ୍ୱଶୁର ଘର ଲୁଗା ଦୋକାନ ଆଗରେ ଅନେକ ସମୟ ଧାରଣା ଦେଇଥିଲେ।

ତେବେ ଅରବିନ୍ଦଙ୍କ ବଡ଼ ଭାଇ କହିଥିଲେ କି ଆମେ ତାଙ୍କୁ ଘରୁ ବାହାର କରି ନାହୁଁ ସେ ନିଜେ ନିଜର ଇଚ୍ଛାରେ ନିଜର ସମସ୍ତ ଜିନିଷ ନେଇ ଚାଲି ଯାଇଥିଲେ।ଏହା ସହିତ ବର୍ତ୍ତମାନ ତାଙ୍କର ଦୋକାନ ସମ୍ମୁଖରେ ଆସି ଖରାପ ଭାଷାରେ ଗାଳି କରୁଛନ୍ତି।ଯାହା ଫଳରେ ସେ ବର୍ତ୍ତମାନ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି।

ଏହା ସହିତ ସେ କହିଛନ୍ତି କି ଏପରି ଭାବରେ ତାଙ୍କର ଦୋକାନ ସମ୍ମୁଖରେ ଗଣ୍ଡଗୋଳ କରିବା ତାଙ୍କୁ ବିଲକୁଲ ମଧ୍ୟ ପସନ୍ଦ ଆସୁ ନଥିଲା।ସେହି କାରଣରୁ ସେ ପୋଲିସ ଡାକି ମଧ୍ୟ ତାଙ୍କୁ ସେଠାରୁ ବାହାର କରି ଦେଇଥିଲେ।ଏହା ସହିତ ପୋଲିସ ସେଠାରେ ପହଞ୍ଚିବା ପରେ ତାଙ୍କୁ ନିଜ ସହିତ ନେଇ ଯାଇଥିଲା।

ଏହା ସହିତ ପୋଲିସ ମଧ୍ୟ ବର୍ତ୍ତମାନ ସେଠାରେ ଅନେକ ସମୟ ପର୍ଯ୍ୟନ୍ତ ରହିଥିଲା।ତେବେ ଅରବିନ୍ଦଙ୍କ ଭାଇ କହିଥିଲେ କି ଏପରି ଭାବରେ କାହାର ଦୋକାନ ସମ୍ମୁଖରେ ଆସି ଝଗଡ଼ା କରିବା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ।ଏହା ସହିତ ସେ କହିଥିଲେ କି ସେମାନଙ୍କର କେସ ବର୍ତ୍ତମାନ କୋର୍ଟରେ ଚାଲିଛି।ଏହାର ସମାଧାନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ମଧ୍ୟ ସେ କହିଛନ୍ତି।

Leave a Reply

Your email address will not be published. Required fields are marked *