Bharat କୁ ନାହିଁ ଅସାନିର ବିପଦ,ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅସାନି ଭାରତ ଉପକୂଳରେ ମାଡ଼ ହେବ କି ନାହିଁ,ଆସିଲା କି ସ୍ପଷ୍ଟ ଚିତ୍ର…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆମେ ଆଜି ଜାଣିବା କିଛି ଓଡ଼ିଶାର ପାଣିପାଗ ବିଷୟରେ ବିଶେଷ ତଥ୍ୟ।ଏହି ପାଣିପାଗ ବିଷୟରେ ଜାଣିବା ଆପଣଙ୍କୁ ନିହାତି ଆବଶ୍ୟକ ଅଟେ।ଏହାଦ୍ବାରା ଆପଣ ନିଜେ ସତର୍କ ରହିବା ସାଙ୍ଗକୁ ଅନ୍ୟ ମାନଙ୍କୁ ମଧ୍ୟ ସତର୍କ ରଖିପାରିବେ।

ଏହା ବିଷୟରେ ଅବଗତ ରହିବା ଦ୍ଵାରା ଆପଣ ଜାଣିପାରିବେ ଯେ ଆପଣଙ୍କୁ ଆଗକୁ କେଉଁଭଳି ପଦକ୍ଷେପ ନେବାର ଅଛି।ତେବେ ଆପଣମାନେ ତ ବର୍ତ୍ତମାନ ସମୟରେ ଆସିବାକୁ ଯାଉଥିବା ବାତ୍ୟା ବିଷୟରେ ନିହାତି ଭାବରେ ଜାଣିଥିବେ।ଏହାକୁ ନେଇ ଏକ ବହୁତ ବଡ଼ ଅପଡେଟ ଆସିଛି।ତେବେ ଆମେ ଜାଣିବା ତାହା ବିଷୟରେ।

ତେବେ ଏହି ବାତ୍ୟାକୁ ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି।ମିଳିଥିବା ଖବର ଅନୁସାରେ ବଙ୍ଗୋପ ସାଗରରେ ହେବାକୁ ଥିବା ବାତ୍ୟା ଆସାନି ଭାରତ ଉପକୂଳରେ ମଡ଼ଃ ହେବ ନାହିଁ।ଭାରତୀୟ ପାଣିପାଗ ବିଭାଗ ଯେଉଁ ଚିତ୍ର ଦେଇଛନ୍ତି ସେଥିରେ ଏହା ସ୍ପଷ୍ଟ ହୋଇଛି।ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୨୦ ତାରିଖ ସକାଳେ ଅଵପାଦରେ ପରିଣତ ହେବାର ସମ୍ଭାବନା ରହିଛି।

ତେବେ ମାର୍ଚ୍ଚ ୨୧ ତାରିଖରେ ଏହା ସାମୁଦ୍ରିକ ଝଡ଼ରେ ପରିଣତ ହେବ।ଠିକ ସେହିଭଳି ଭାବରେ ୨୨ ତାରିଖ ସକାଳେ ଏହା ସ୍ଥଳ ଭାଗ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।ଏବେ ପୂର୍ବ ଉତ୍ତର ଦିଗରେ ଏହା ଗତି କରୁଥିବା ବେଳେ ୧୯ ତାରିଖରେ ଏହା ମୋଡ଼ ବଦଲାଇବ।ଏହା ଏହି ବାତ୍ୟାକୁ ନେଇ ଏକ ବହୁତ ବଡ଼ ଅପଡେଟ ଅଟେ।

ତେବେ ଯେଉଁ ସୂଚନା ମିଳିଛି ସେହି ଅନୁସାରେ ଏହି ବାତ୍ୟା ୨୧ ତାରିଖରେ ଉତ୍ତର ଏବଂ ଉତ୍ତର ପୂର୍ବ ଦିଗରେ ଗତି କରି ବାଂଲାଦେଶର ଉତ୍ତର ପଟେ ମିଆଁମାର ଉପକୂଳରେ ୨୨ ତାରିଖ ସକାଳେ ମାଡ଼ ହେବାର ସମ୍ଭାବନା ରହିଛି।ଠିକ ସେହିଭଳି ଭାବରେ ଅଣ୍ଡାମାନ ନିକୋବରରେ ବାତ୍ୟାର ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।ତେବେ ଆପଣଙ୍କୁ ଏହି ବାତ୍ୟାକୁ ନେଇ ଚିନ୍ତିତ ହେବାର କୌଣସି କାରଣ ନାହିଁ।

Leave a Reply

Your email address will not be published. Required fields are marked *