ଓଡ଼ିଆ ଅଭିନେତ୍ରୀ Supriya ନାୟକ କେମିତି କହିବି କହ ସିରିଏଲ ରୁ Goodbye କହିଲେ,ଏବେ ତାଙ୍କ ଜାଗାରେ ଲିଡ଼ ରୋଲ ରେ ନଜର ଆସିବେ କି ରଚନା ବାନାର୍ଜୀ !

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ଟେଲିଭିଜନ ଦୁନିଆର କିଛି ବିଶେଷ ଓ ନୂତନ ଖବର ବିଷୟରେ ଆଲୋଚନା କରିବା।ଆପଣମାନେ ତ ଓଡ଼ିଆ ସିରିଏଲ ଦେଖୁଥିବେ ଓ ଏହା ଆପଣଙ୍କୁ ପସନ୍ଦ ମଧ୍ୟ ଆସୁଥିବ।ଓଡ଼ିଆ ସିରିଏଲର ଟ୍ରେଣ୍ଡ ଦିନକୁ ଦିନ ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି ଓ ଅନେକ ଲୋକ ଏହାକୁ ଦେଖୁଛନ୍ତି।ତେବେ ଆଜି ଆମେ ଏହି ସିରିଏଲ ଦୁନିଆ ବିଷୟରେ ଲେଟେଷ୍ଟ ଖବର ଆଲୋଚନା କରିବା।

ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ବର୍ତ୍ତମାନ ମିଳିଥିବା ଖବର ଅନୁସାରେ ସିରିଏଲ ଦୁନିଆର ସବୁଠାରୁ ବଡ଼ ଖବର ସାମ୍ନାକୁ ଆସିଛି।ଟିଭି ଦୁନିଆର ଫେମସ ସିରିଏଲ କେମିତି କହିବି କହକୁ ଛାଡି ଦେଇଛନ୍ତି ଏହାର ମୁଖ୍ୟ ଅଭିନେତ୍ରୀ ନନ୍ଦିନୀ ଯାହାଙ୍କ ନାମ ହେଉଛି ସୁପ୍ରିୟା ନାୟକ।

ତେବେ ସବୁବେଳେ ନିଜର ଦମଦାର ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ଆକୃଷ୍ଟ କରି ରଖିଥିବା ସୁପ୍ରିୟା ସର୍ବଦା ଟି ଆର ପିରେ ରହୁଥିବା ଏହି ସିରିଏଲ କାହିଁକି ଛାଡିଲେ ତାହା ଦର୍ଶକ ମାନଙ୍କ ପାଇଁ ସୃଷ୍ଟି କରିଛି ସବୁଠାରୁ ବଡ଼ ପ୍ରଶ୍ନ ବାଚୀ।ଏମିତିକି ସୁପ୍ରିୟା ଏହି ସିରିଏଲକୁ ଛାଡିବା ପରେ ଟିଭି ଦୁନିଆର ଆଉ ଏକ ସୁନ୍ଦରୀ ଅଭିନେତ୍ରୀ ଏଥିରେ ଅଭିନୟ କରିବାର ସୂଚନା ମିଳିଛି।

ତେବେ ଏହି ସିରିଏଲକୁ କାହିଁକି ଛାଡିଲେ ସେ ବିଷୟରେ ଆସନ୍ତୁ ଜାଣିବା।ବନ୍ଧୁଗଣ ଜି ସାର୍ଥକରେ ପ୍ରସାରିତ ହେଉଥିବା ଲୋକପ୍ରିୟ ସିରିଏଲ କେମିତି କହିବି କହକୁ ତ ଆପଣମାନେ ନିଶ୍ଚୟ ଦେଖୁଥିବେ।ଯିଏକି ଖୁବ କମ ସମୟ ମଧ୍ୟରେ ଦର୍ଶକଙ୍କ ମଧ୍ୟରେ ଖୁବ ଲୋକପ୍ରିୟ ହେବା ସହିତ ବଡ଼ ବଡ଼ ସିରିଏଲକୁ ମଧ୍ୟ ପଛରେ ପକାଇଦେଇଛି।

ତେବେ ଏହାର ହିରୋଇନ ସୁପ୍ରିୟା ନାୟକ ଏହି ସିରିଏଲକୁ ଛାଡ଼ିଦେଇଥିବା କଥା ଏବେ ବେଶ ଭାଇରାଲ ହେଉଛି।ଏପରିକି ଏହି ଭାଇରାଲ ଖବର ଉପରୁ ପରଦା ଉଠାଇଛନ୍ତି ନିଜେ ସୁପ୍ରିୟା ନାୟକ।ସେ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଜଣାଇଛନ୍ତିକି ମୁଁ ଏହି ସିରିଏଲର ଏକ ପାର୍ଟ ହୋଇ ଆଉ ରହି ନାହିଁ।

ମୁଁ ଏହି ସିରିଏଲ ଟିକୁ ଛାଡି ଦେଇଛି ମତେ ଏହି ସିରିଏଲରେ ସିଦ୍ଧାନ୍ତ ସାରଙ୍କ ସହ ଅଭିନୟ କରିବାକୁ ସୁଯୋଗ ମିଳିଥିବାରୁ ମୁ ଅନେକ ଖୁସି ଅନୁଭବ କରୁଛି।ହେଲେ ମୋର ଏକ ବ୍ୟକ୍ତିଗତ କାରଣ ପାଇଁ ମତେ ଏହି ସିରିଏଲକୁ ଛାଡିବାକୁ ପଡୁଛି।ହେଲେ ସାଙ୍ଗମାନେ ଅନ୍ୟ ପକ୍ଷରେ ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ ଅଭିନେତ୍ରୀ କୁକିଜ ସ୍ଵାଇଁ ଉଠାଇଥିବା ଏକ ଫଟୋକୁ ସିଦ୍ଧାନ୍ତ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିବାପରେ ଖବର ଉଠିଛିକି କୁକିଜ ଏହି ସିରିଏଲରେ ନନ୍ଦିନୀ ଭୂମିକାରେ ଅଭିନୟ କରିବେ।

କୁକିଜ ତେବେ ନନ୍ଦନ ପୁଟୁଳି ସିରିଏଲରେ ଅଭିନୟ କରୁଛନ୍ତି।ଯାହା ରାତାରାତି ତାଙ୍କୁ ସଫଳତା ଆଣିଦେଇଥିଲା।ତେବେ ନଣଦ ପୁଟୁଳି ସିରିଏଲକୁ ଛାଡି କେମିତି କହିବି କହ ସିରିଏଲରେ ସେ ଅଭିନୟ କରୁଛନ୍ତିକି ନାହିଁ ତାହା ଦେଖିବା ବାକି ରହିଲା।ତେବେ ବର୍ତମାନ ଏହି କଥା ଚର୍ଚା ଚାଲିଛି ଯେ ଓଡ଼ିଆ ଲୋକ ପ୍ରିୟ ହିରୋଇନ ରଚନା ଏହି ସିରିଏଲ ରେ ଆଗକୁ ନଜର ଆସିବେ,ତେବେ ରଚନା ବର୍ତମାନ ବଙ୍ଗାଳି ସିରିଏଲ ରେ ଅଭିନୟ କରୁଛନ୍ତି,ତେବେ ଏ ନେଇ କଥା ବାର୍ତା ଚାଲିଥିବା ନେଇ ଗୁପ୍ତ ସୂଚନା ମିଳିଛି ଓ ନିକଟରେ ରଚନା ମଧ୍ୟ କହିଥିଲେ ସୁଯୋଗ ମିଳିଲେ ସେ ସିଧାନ୍ତ ଙ୍କ ସହ କାମ କରିବେ

Leave a Reply

Your email address will not be published. Required fields are marked *