ପ୍ରଥମ ଥର ଦେଖନ୍ତୁ ଜୟିଭାଇଙ୍କ ଝିଅ – ସୁନ୍ଦରତା ଦେଖିଲେ ଆପଣ ମଧ୍ୟ କହିବେ ସାବାସ..

Spread the love

ଦର୍ଶକବନ୍ଧୁ ଆପଣମାନେ ଅଲିଉଡ଼ ଇଣ୍ଡଷ୍ଟ୍ରୀ ବିଷୟରେ ବହୁତ ଭଲ ଭାବରେ ଜାଣିଥିବେ ଏବଂ ଆମ ଅଲିଉଡ଼ରେ ଯେଉଁ ସବୁ କମେଡିଆନ ଅଛନ୍ତି ତାଙ୍କ କମେଡି ମଧ୍ୟ ଆପଣଙ୍କୁ ପସନ୍ଦ ଅସୁଥିବ କିନ୍ତୁ ଆପଣମାନେ ହୁଏତ ଏହି କମେଡିଆନଙ୍କ ବିଷୟରେ ଏତେ ତଥ୍ୟ ଜାଣିନଥିବେ।ଦର୍ଶକବନ୍ଧୁ ଜୟୀରାମ ସାମଲ ଯିଏ କି ଆପଣମାନଙ୍କର ପ୍ରିୟ କମେଡିଆନ ଜୟୀ ଭାଇ।ଆଜି ଆମେ ସେହି ଜୟୀ ଭାଇଙ୍କ ଘର ପରିବାର,ତାଙ୍କ ସମ୍ପତ୍ତି କେତେ ଏବଂ ଏହା ସହିତ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅର୍ଥାତ ତାଙ୍କ ଝିଅ ଏବଂ ତାଙ୍କ ସ୍ତ୍ରୀ ବିଷୟରେ ଜାଣିବା।ଏହାସହିତ ବିଶେଷ କରି ତାଙ୍କ ପାଖରେ କେତେ କୋଟି ଟଙ୍କାର ସମ୍ପତ୍ତି ଅଛି ଆଜି ଆମେ ତାହା ବିଷୟରେ ମଧ୍ୟ ଜାଣିବା।ସେଥିପାଇଁ ଆପଣ ଧର୍ଯ୍ୟର ସହିତ ଆମ ସହିତ ଶେଷ ଯାଏ ରୁହନ୍ତୁ।ଏହାସହିତ ଦର୍ଶକବନ୍ଧୁ ଯଦି ଆପଣ ପୂର୍ବରୁ ଜୟୀ ଭାଇଙ୍କ ସ୍ତ୍ରୀ ଏବଂ ଝିଅଙ୍କୁ ଦେଖିଛନ୍ତି ତାହେଲେ ନିଶ୍ଚିତ ଭାବରେ ଆମକୁ ଜଣେଇବେ।ଆପଣମାନଙ୍କ ମଧ୍ୟ ଯିଏ ଜୟୀ ଭାଇଙ୍କ ଫ୍ୟାନ ଅଟନ୍ତି ନିଶ୍ଚୟ ଭାବରେ ଏହାକୁ ସେୟାର କରିବେ।

ତେବେ ଦର୍ଶକବନ୍ଧୁ ଆଗକୁ ତ ଆପଣ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବେ କିନ୍ତୁ ତାହା ପୂର୍ବରୁ ଆପଣ ତାଙ୍କ ବିଷୟରେ କିଛି ଜାଣି ରଖନ୍ତୁ।ଜୟିଭାଇ ଆପଣଙ୍କ ପ୍ରିୟ କମେଡିଆନ ଜୟୀ ଭାଇଙ୍କ ପ୍ରକୃତ ନାମ ହେଉଛି ଜୟୀରାମ ସାମଲ ଏବଂ ତାଙ୍କ ଡାକ ନାମ ରହିଛି ଜୟଶ୍ରୀ।ଏପଟେ ୧୯୪୮ ମସିହାରେ ଓଡ଼ିଶାର ମହଙ୍ଗା ଥରେ ସେ ଜନ୍ମଗ୍ରହଣ କରିଥିଲେ ଏବଂ ଏହାକୁ ଆଧାର କରି ତାଙ୍କ ବର୍ତ୍ତମାନ ବୟସ ହେଉଛି ୭୨ ବର୍ଷ।ଯଦି ଆପଣ ତାଙ୍କ ଚଳଚିତ କରିୟର ଉପରେ ନଜର ପକେଇବେ ତାହେଲେ ସେ ୧୯୭୫ ମସିହାରେ ଚଳଚିତ୍ର ଜଗତରେ ପାଦ ଦେଇଥିଲେ ଏବଂ ୧୯୭୫ ମସିହା ଠାରୁ ସେ ଗୋଟେ ପରେ ଗୋଟେ ଚଳଚିତ୍ରରେ କାମ କରି ଆସୁଛନ୍ତି।ତାଙ୍କ ସମସ୍ତ ଚଳଚ୍ଚିତ୍ର ମଧ୍ୟରୁ ସେ ଅଧିକାଂସରେ କମେଡିଆନ ଉପରେ ଏବଂ ଅଳ୍ପ କିଛିରେ ଖଳନାୟକ ରୂପରେ ମଧ୍ୟ କାମ କରିଛନ୍ତି।ଏହା ସହିତ ଆପଣ ଯଦି ଦେଖିବେ ସେ ନିଜ କରିୟର ଭିତରେ ପାଖାପାଖି ୩୦୦ଟି ଚଳଚିତ୍ର କିମ୍ବା ଟିଭି ସୋରେ କାମ କରିସାରିଛନ୍ତି।

୧୯୭୫ ମସିହାରେ ଯାଯାବର,୧୯୭୭ ମସିହାରେ ଏ ନୁହେଁ ଖେଳଘର,୧୯୭୮ରେ ପତିପତ୍ନୀ ଏମିତି ଅନେକ ଗୁଡିଏ ଚଳଚିତ୍ରରେ ସେ କାମ କରିସାରିଛନ୍ତି।ତେବେ ଦର୍ଶକବନ୍ଧୁ ଆଉ ଡେରି ନକରି ଆସନ୍ତୁ ଜାଣିବା ତାଙ୍କ ସମ୍ପତ୍ତି ବିଷୟରେ।ଯଦି ଆପଣ ଦେଖିବେ ତାହେଲେ ଆପଣଙ୍କ ପ୍ରିୟ ଜୟିଭାଇ ଗୋଟେ ଚଳଚିତ୍ରରେ କାମ କରିବା ପାଇଁ ପାଖାପାଖି ୪ ରୁ ୫ ଲକ୍ଷ ଟଙ୍କା ନେଇଥାନ୍ତି।ଏହାସହିତ ଗୋଟେ ଷ୍ଟେଜ ସୋ ପାଇଁ ମଧ୍ୟ ସେ ପାଖାପାଖି ୩୦ ରୁ ୪୦,୦୦୦ ଟଙ୍କା ନେଇଥାନ୍ତି।

ଏହାସହିତ ଆପଣ ଜୟିଭାଇଙ୍କ କିଛି ଅଦ୍ଭଟାଇଜମେଣ୍ଟ ମଧ୍ୟ ଟିଭିରେ ଦେଖିବାକୁ ପଇଥାନ୍ତି।ଏଥିପାଇଁ ସେ ମଧ୍ୟ ପାଖପକ୍ଷୀ ୧.୫ ରୁ ୨ ଲକ୍ଷ ଟଙ୍କା ନେଇଥାନ୍ତି କିନ୍ତୁ ଦର୍ଶକବନ୍ଧୁ ଆପଣଙ୍କ ପ୍ରିୟ ଜୟିଭାଇ ବର୍ତ୍ତମାନ ତ ଆଉ ଚଳଚିତ୍ରରେ ଦେଖିବାକୁ ମିଳୁନହାନ୍ତି।ଏହାସହିତ ସେ ଅଧ୍ୟ ଆଉ ଷ୍ଟେଜ ସୋରେ ନଜର ଆସୁନାହାନ୍ତି।ଯଦି ଏହାକୁ ନେଇ ଅନୁମାନ କରାଯାଏ ତ ତାଙ୍କ ସବୁ ସମ୍ପତ୍ତିର ଆନୁମାନିକ ମୂଲ୍ୟ ପାଖାପାଖି ୬୦ ରୁ ୭୦ ଲକ୍ଷ ଟଙ୍କା ହେବ।

ତେବେ ଦର୍ଶକବନ୍ଧୁ ଏହା ଥିଲା ଜୟିଭାଇଙ୍କ ବିଷୟରେ ସଂକ୍ଷିପ୍ତ ବିବରଣୀ।ଆପଣଙ୍କୁ ତାଙ୍କ କେଉଁ ଚଳଚିତ୍ର ସବୁଠୁ ଅଧିକ ପସନ୍ଦ ଆମକୁ ନିଶ୍ଚୟ ଜଣେଇବେ।ନମସ୍କାର।

Leave a Reply

Your email address will not be published. Required fields are marked *