କେଉଁଠି ଅଛି ସବୁ ଓଡ଼ିଆ ଫିଲ୍ମ ହିରୋଇନଙ୍କ ଘର – ଦେଖନ୍ତୁ କେଉଁ ହିରୋଇନ ଆପଣଙ୍କ ଅଂଚଳର

Spread the love

ଦର୍ଶକବନ୍ଧୁ ଆପଣମାନେ ତ ନିଶ୍ଚୟ ଓଡ଼ିଆ ଚଳଚ୍ଚିତ୍ର ଦେଖିଥିବେ କିନ୍ତୁ ଆପଣମାନେ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ଓଡ଼ିଆ ଚଳଚିତ୍ରରେ କାମ କରୁଥିବା ହିରୋଇନମାନଙ୍କର ଘର କେଉଁ ଜାଗାରେ।ଯଦି ଆପଣ ଜାଣି ନାହାନ୍ତି ଏମାନଙ୍କ ଘର କେଉଁଠି ଏବଂ ଜାଣିବାକୁ ଚାହୁଛନ୍ତି ତାହେଲେ ଆମ ସହ ଶେଷ ଯାଏ ରୁହନ୍ତୁ।ଏହି ଲିଷ୍ଟରେ ପ୍ରଥମରେ ଆସୁଛନ୍ତି ଭୂମିକା ଦାସ।ଆପଣମାନେ ସମସ୍ତେ ତ ଜାଣିଥିବେ କି ସେ ପିଲାଦିନୁ ଅଲିଉଡ଼ ଜଗତରେ ପାଦ ଦେଇଥିଲେ ଏବଂ ପିଲାଟି ବେଳୁ ସେ ଓଡ଼ିଆ ସିନେମାରେ କାମ କରିଆସୁଛନ୍ତି।ତାଙ୍କ ଜନ୍ମସ୍ଥାନ ହେଉଛି ରାଉଲକେଲା କିନ୍ତୁ ସେ ବର୍ତ୍ତମାନ ଅଲିଉଡ଼ ସିନେମାରେ କାମ କରୁଛନ୍ତି ଏବଂ ଭୁବନେଶ୍ୱରରେ ରହୁଛନ୍ତି ଏବଂ ନିଜ ପାଠପଢା ଜାରିରଖିଛନ୍ତି।

ଆମ ତାଲିକାରେ ଦ୍ଵିତୀୟରେ ଅଛନ୍ତି ପୁନମ ମିଶ୍ର।ଆପଣମାନେ ପୁନମ ମିଶ୍ରଙ୍କୁ ତ ନିଶ୍ଚୟ ଭାବେ ଜାଣିଥିବେ।ସେ ବହୁତ ଚଳଚିତ୍ରରେ ହିରୋଇନ ଭାବରେ ମଧ୍ୟ କାମ କରିସାରିଛନ୍ତି।ଏହା ସହିତ ତାଙ୍କର ପ୍ରକୃତ ଘର ହେଉଛି ଭୁବନେଶ୍ୱର।ସେ ବର୍ତ୍ତମାନ ଭବନେଶ୍ବରରେ ହି ରହୁଛନ୍ତି।ଆମ ତାଲିକାର ତୃତୀୟରେ ଅଛନ୍ତି ବର୍ଷା ପ୍ରିୟଦର୍ଶନୀ।ଯାହାକୁ ଆପଣମାନେ ନିଶ୍ଚୟ ଭାବେ ଜାଣିଥିବେ।ସେ ଅନୁଭବ ମହାନ୍ତିଙ୍କୁ ବିବାହ କରିଛନ୍ତି।ଏହାସହିତ ତାଙ୍କ ଜନ୍ମସ୍ଥାନ ହେଉଛି ଭୁବନେଶ୍ୱର କିନ୍ତୁ ସେ ଅନୁଭବ ମହାନ୍ତିଙ୍କୁ ବିବାହ କରିବା ପରେ କଟକରେ ରହୁଛନ୍ତି।ଏହାପରେ ଆମ ତାଲିକାର ୪ ନମ୍ବରରେ ଅଛନ୍ତି ସିବାନୀ ଯିଏ ବର୍ତ୍ତମାନ ଜଣେ ଆଗ ଧାଡ଼ିର ହିରୋଇନ ଅଟନ୍ତି।ଏହାସହିତ ତାଙ୍କର ଏକ ଚଳଚିତ୍ର ଖୁବଶୀଘ୍ର ଆସୁଅଛି ଯାହା କି ବାବୁସାନଙ୍କ ସହିତ ଆସିବ ଯାହାର ନାମ ହେଉଛି ବିଦ୍ୟାରାଣ।ଏହାସହିତ ତାଙ୍କ ପ୍ରକୃତ ଘର ଏବଂ ଜନ୍ମସ୍ଥାନ ହେଉଛି ଖୋର୍ଦ୍ଧା।

ଆମ ତାଲିକାର ୫ ନମ୍ବରରେ ଅଛନ୍ତି ଅର୍ଚ୍ଚିତା ସାହୁ।ଆପଣମାନେ ନିଶ୍ଚୟ ଭାବେ ଅର୍ଚ୍ଚିତାଙ୍କୁ ନିଶ୍ଚୟ ଭାବେ ଜାଣିଥିବେ।ଏହାସହିତ ଦର୍ଶକବନ୍ଧୁ ଆପଣମାନେ ସବ୍ୟ ଏବଂ ଅର୍ଚ୍ଚିତାଙ୍କ ଯୋଡି ବେଶ ପସନ୍ଦ କରନ୍ତି।ତାଙ୍କ ପ୍ରକୃତ ଘର ହେଉଛି ଭୁବନେଶ୍ୱର।ଆମ ତାଲିକାର ୬ ନମ୍ବରରେ ଅଛନ୍ତି ଶୀତଲ।ଆପଣମାନେ ନିଶ୍ଚୟ ଭାବେ ତାଙ୍କୁ ଜାଣିଥିବେ।ଏହାସହିତ ତାଙ୍କ ପ୍ରକୃତ ଘର ହେଉଛି କଟକ।ଏହାସହିତ ଆମ ତାଲିକାର ୭ ନମ୍ବରରେ ଅଛନ୍ତି ରିୟା।ସେ ବହୁତ ଭଲ ଅଭିନୟ କରନ୍ତି।ଏହାସହିତ ତାଙ୍କ ପ୍ରକୃତ ଘର ତଥା ହୋମଟାଉନ ହେଉଛି ବାଲେଶ୍ୱର।ଏହାସହିତ ଆମ ଲିଷ୍ଟର ୮ ନମ୍ବରରେ ଅଛନ୍ତି ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ଯିଏ ଜଣେ ବଙ୍ଗଳା କଳାକାର ଅଟନ୍ତି।ତାଙ୍କ ପ୍ରକୃତ ଘର ହେଉଛି କଲିକତା।ସେ ଟାର୍ଗେଟ ଚଳଚିତ୍ରରେ ଅମ୍ଳାନଙ୍କ ସହିତ କାମ କରି ଅଲିଉଡ଼ ଜଗତରେ ପାଦ ଦେଇଥିଲେ ଏବଂ ସେ ନିକଟରେ ସୁକିନ୍ଦାର ବିଧାୟକଙ୍କୁ ବିବାହ କରି ବର୍ତ୍ତମାନ ଓଡ଼ିଶାରେ ରହୁଛନ୍ତି।

ଆମ ତାଲିକାର ୯ ନମ୍ବରରେ ଅଛନ୍ତି ଏଲିନା ସାମନ୍ତରାୟ।ଆପଣମାନେ ନିଶ୍ଚୟ ଭାବେ ଏଲିନାଙ୍କୁ ନିଶ୍ଚୟ ଭାବେ ଜାଣିଥିବେ।ସେ ଗୋଟେ ରିଆଲିଟି ସୋ ମାଧ୍ୟମରେ ଅଲିଉଡ଼ ଜଗତରେ ପାଦ ଦେଇଥିଲେ ଏବଂ ତାଙ୍କ ପ୍ରଥମ ଓଡ଼ିଆ ଚଳଚିତ୍ର ହେଉଛି ଇସ୍କ ତୁହିତୁ।ଏହାସହିତ ତାଙ୍କ ପ୍ରକୃତ ଘର ହେଉଛି ଭଦ୍ରକ।ସେ ବର୍ତମାନ ଭଦ୍ରକରେ ରହୁଛନ୍ତି।ଆମ ତାଲିକାର ୧୦ ନମ୍ବରରେ ଅଛନ୍ତି ତମନ୍ନା।ଆପଣମାନେ ନିଶ୍ଚୟ ଭାବେ ତମନ୍ନାଙ୍କୁ ନିଶ୍ଚୟ ଭାବେ ଜାଣିଥିବେ।ଏହାସହିତ ସେ ଏବେ ବ୍ରାମହାପୁରରେ ରହୁଛନ୍ତି।

Leave a Reply

Your email address will not be published. Required fields are marked *