୯୧ ବର୍ଷୀୟ ବୁଢ଼ୀ ୨୩ ବର୍ଷର ପୁଅ କୁ ବିବାହ କରିଲେ ଆଉ ରାତିରେ ଯାହା ଘଟିଲା ଜାଣିଲେ ଆପଣଙ୍କ ଛାତି ଥରି ଉଠିବ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଏକ ବିଶେଷ ଖବର ବିଷୟରେ।ତେବେ ଯେଉଁ ଖବର ସମ୍ନାକୁ ଅସିଛି ଯେଉଁଥିରେ ଜଣେ ୨୩ ବର୍ଷର ପୁଅ ଜଣେ ୯୧ ବର୍ଷୀୟ ବୁଢ଼ୀ ମହିଳାଙ୍କୁ ବିବାହ କରିଥିଲେ କିନ୍ତୁ ତାଙ୍କ ସୁହାଗରାତରେ କିଛି ଏପରି ଘଟଣା ଘଟିଯାଇଥିଲା ଯେଉଁ ଘଟଣା ପରେ ସମସ୍ତେ ଲୋକ ପୁଅକୁହିଁ ଦାୟୀ କରୁଛନ୍ତି।ତେବେ ଏହି ଆର୍ଟିକିଲରେ ଆମେ ଜାଣିବା କଣ ଘଟିଥିଲା ସେହି ଘଟଣାରେ।

ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଥିଲା ସମ୍ପୂର୍ଣ୍ଣ ଘଟଣା।କାହାଣୀ ହେଉଛି ଆର୍ଜେଣ୍ଟିନାର।ଜଣେ ୨୩ ବର୍ଷୀୟ ପୁଅ ଲ କଲେଜରେ ପାଠ ପଢୁଥିଲେ।ଆପଣ ଜାଣିଥିବେ ବାହାରେ ପାଠ ପଢିଲେ ବହୁତ ଟଙ୍କା ଖର୍ଚ୍ଚ ହୁଏ ବୋଲି।ସେ ଟଙ୍କା ଦେବାକୁ ସକ୍ଷମ ହେଉନଥିଲେ କିନ୍ତୁ ତଥାପି ସେ ଅନେକ ପ୍ରକାର ଚେଷ୍ଟା କରିଥିଲେ ଏବଂ ପଇସା ରୋଜଗାର କରୁଥିଲେ।

ପାଠ ପଢିବା ମଧ୍ୟରେ ସେ ନିଜ ପରିବାର ଲୋକଙ୍କୁ ମଧ୍ୟ ଅନେକ ଥର ପଇସା ମାଗିଛନ୍ତି କିନ୍ତୁ ତାଙ୍କ ପରିବାର ଲୋକ ମଧ୍ୟ ସକ୍ଷମ ନଥିଲେ ତାଙ୍କୁ ଟଙ୍କା ଦେବାପାଇଁ।କିଛି କିଛି ଟଙ୍କା ଦେଉଥିଲେ ତାଙ୍କ ପରିବାର ଲୋକ କିନ୍ତୁ ସେଥିରେ ତାଙ୍କର ଆଡ଼ମିଶନ ମଧ୍ୟ ଭଲ ଭାବରେ ହୋଇପାରିନଥିଲା।ସେ ପ୍ରତିଦିନ ସକାଳେ ଏକ ପାର୍କକୁ ଦୌଡ଼ିବାକୁ ଏବଂ ମର୍ଣ୍ଣି ବ୍ୟାୟାମ କରିବାକୁ ଯାଆନ୍ତି।

ସେଠାକୁ ଅନେକ ଲୋକ ଆସନ୍ତି।ସେଠାରେ ତାଙ୍କର ବନ୍ଧୁତା ସ୍ଥାପନ ଜୋଇଯାଇଥିଲା ଜଣେ ୯୧ ବର୍ଷୀୟ ବୃଦ୍ଧା କେଲି।ସେ ଜଣେ ସରକାରୀ ରିଟାର୍ଡ କର୍ମଚାରୀ ଥିଲେ।ତାଙ୍କ ସହିତ ବନ୍ଧୁତା ସ୍ଥାପନ ହେବାପରେ ସେହି ପୁଅ ଜଣଙ୍କ କେଲିଙ୍କୁ ସବୁ କଥା କୁହନ୍ତି।ସେ ତାଙ୍କ ପଢାରେ ଆର୍ଥିକ ସମସ୍ୟା କଥା ମଧ୍ୟ କହିଥିଲେ।ଏଥିରେ କେଲି କହିଥିଲେ ତୁମେ ଜମା ବ୍ୟସ୍ତ ହୁଅ ନାହିଁ।ଏଥିରେ ମୁଁ ତୁମକୁ ସାହାଯ୍ୟ କରିବି।

ସେ ତାଙ୍କୁ ପଚାରିଥିଲେ ତୁମେ ଜଣେ ବୃଦ୍ଧା କିପରି ତୁମେ ଏତେ ଟଙ୍କା ଆଣିବ।ସେ କହିଥିଲେ ମୁଁ ଜଣେ ସରକାରୀ ରିଟାର୍ଡ କର୍ମଚାରୀ ଏବେ ପେନସନ ଆକାରରେ ମୋଟା ଅଙ୍କରେ ଟଙ୍କା ପାଏ।ଯଦି ତୁମେ ମତେ ବିବାହ କର ତେବେ ତୁମେ ମୋ ସ୍ୱାମୀ ରୂପେ ବିବେଚିତ ହୋଇଯିବ।ଏବଂ ଯଦି ମୁ ମରିଯାଏ ତେବେ ସେହି ପେନସନ ଆକାରରେ ମିଳୁଥିବା ଟଙ୍କା ମୋ ସ୍ୱାମୀକୁ ମିଳିବ।

ଏହାପରେ ଜନ ଏହି ବିଷୟରେ ଭାବିଥିଲେ।ଏବଂ ଏହା ଭାବିବା ପରେ ସେ ରାଜି ହୋଇଯାଇଥିଲେ ୯୧ ବର୍ଷୀୟ ମହିଳାଙ୍କୁ ବିବାହ କରିବା ପାଇଁ।ଏହାପରେ ସେ ହନିମୁନ ପାଇଁ ବୁଲିବାକୁ ଯାଇଥିଲେ।କିନ୍ତୁ ସେହି ଦିନ ରାତିରେ କିଛି ଏପରି ଘଟଣା ଘଟିଲା ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।ଯେତେବେଳେ ସେମାନେ ହନୀମୁନରେ ଥିଲେ ସେ ୯୧ ବର୍ଷୀୟ ବୁଢ଼ୀ ମହିଳା ଜଣଙ୍କ ସେହି ବେଡ଼ ଉପରେ ମୃତ୍ୟୁ ବରଣ କରିଥିଲେ।

କେଲି ତାଙ୍କୁ କହିଥିଲେ ଯେ ମୁଁ ମାରିବା ପରେ ପଇସା ପାଇବା ପାଇଁ ତୁମକୁ ଉକ୍ତ ରେଜିଷ୍ଟର ଅଫିସକୁ ଯାଇ କହିବାକୁପଡିବ ତୁମେ ମୋ ସ୍ୱାମି ବୋଲି।ଏହାପରେ ଯେତେବେଳେ ସେ ଏହି କାମ କରିବାକୁ ଯାଇଥିଲେ।ସେଠାରେ ଥିବା ପୋଲିସ କର୍ମଚାରୀ ତାଙ୍କୁ ବହୁତ ଖରାପ ଭାଷାରେ ଗାଳି କରିଥିଲେ।ଓ ମାଡ଼ ମଧ୍ୟ ମାରିଥିଲେ।

ସେମାନେ କହିଥିଲେ ତୁହିଁ ସେହି ପିଲା ଯିଏକି ଜଣେ ୯୧ ବର୍ଷୀୟ ବୁଢ଼ୀ ମହିଳାଙ୍କୁ ମାରିଦେଇଛୁ।ଏହାପରେ ଜନ ସବୁ ସତ କଥା କହିଥିଲେ।ଏବଂ ପୋଲିସ ଏହି କଥାର ତଦାରଖ କରୁଥିଲେ।କିନ୍ତୁ ଏବେ ମଧ୍ୟ ପୋଲିସ ସେହି ପୁଅ ଜଣଙ୍କୁ ଜେଲରେ ରଖିଛି।ପୋଲିସର କହିବା ଅନୁସାରେ ସେହି ପୁଅ ଜଣଙ୍କ ସେହି ୯୧ ବର୍ଷୀୟ ମହିଳାଙ୍କୁ ମାରିଦେଇଛି।

Leave a Reply

Your email address will not be published. Required fields are marked *