ଭକ୍ତି କଲେ ଚାଞ୍ଚଲ୍ୟକର ଖୁଲାସା – କହିଲେ ଆଦି ମୋର ବୟ ଫ୍ରେଣ୍ଡ ନୁହନ୍ତି – ନିଜ ସମ୍ପର୍କର ଖୁଲାସା କଲେ ନିଜେ ଜେସି ସାମଲ ..

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଜଣେ ଓଡ଼ିଆ ସିରିଏଲ ଅଭିନେତ୍ରୀଙ୍କ ହୋଇଥିବା ଏକ ଲାଇଭ ଭିଡିଓ ବିଷୟରେ।ଆପଣମାନେ ଓଡ଼ିଆର ପ୍ରସିଦ୍ଧ ସିରିଏଲ ମୋ ଜୀବନ ସାଥି ବିଷୟରେ ନିଶ୍ଚିତ ଭାବରେ ଶୁଣିଥିବେ।ଏହି ସିରିଏଲଟି ଦର୍ଶକ ମାନଙ୍କୁ ବହୁତ ଆକୃଷ୍ଟ କରିଥାଏ।ଏହି ସିରିଏଲଟି ରିଲିଜ ହେବା ପରଠାରୁ ବହୁତ ଲୋକପ୍ରିୟତା ହାସଲ କରି ସାରିଛି।ଲୋକ ଏହାକୁ ଏତେ ପସନ୍ଦ କରୁଛନ୍ତି ଯେ ଏହା ଟିଭିରେ ପ୍ରସାରିତ ହେବା ଆଗରୁ ଲୋକ ମାନେ ଟିଭି ଲଗାଇ ବସି ପଡୁଛନ୍ତି।

ଏହି ମୋ ଜୀବନ ସାଥି ସିରିଏଲରେ ଅଭିନୟ କରିଥିବା ଅଭିନେତ୍ରୀ ଜେସି ସାମଲ ଯାହାକୁ ଆପଣ ଭକ୍ତି ନାମରେ ମଧ୍ୟ ଜାଣିଛନ୍ତି ତାଙ୍କ ନାମ ତ ଆପଣ ନିଶ୍ଚିତ ଭାବରେ ଶୁଣିଥିବେ।ତାଙ୍କ ଅଭିନୟ ମଧ୍ୟ ଲୋକ ମାନଙ୍କୁ ଅନେକ ପସନ୍ଦ ଆସିଥାଏ।ତେବେ ଆଜିର ଆର୍ଟିକିଲରେ ଆମେ ତାଙ୍କର ଏବେ ହୋଇଥିବା ଏକ ଲାଇଭ ଭିଡିଓ ବିଷୟରେ ଜାଣିବା।

ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପାଇବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା କଣ କହିଥିଲେ ସେ ନିଜର ରିଲେସନସିପ ବିଷୟରେ ତାଙ୍କ ଲାଇଭ ଭିଡିଓ ମାଧ୍ୟମରେ।ଜେସି ସାମଲ ପ୍ରାୟତଃ ଲାଇଭ ଆସିଥାନ୍ତି ଏବଂ ତାଙ୍କ ଫ୍ୟାନ ଓ ଦର୍ଶକ ମାନଙ୍କ ସହିତ ନିଜ ଭାବର ଆଦାନ ପ୍ରଦାନ ଓ ମଜା ମଧ୍ୟ କରିଥାନ୍ତି।

ଏବେ ଯେଉଁ ସେ ଲାଇଭ ଆସିଥିଲେ ସେ ତାଙ୍କର ରିଲେସନସିପକୁ ନେଇ କିଛି ଉତ୍ତର ଦେଇଥିଲେ।ସେହି ଲାଇଭ ଭିଡିଓ ଚାଲିଥିବା ସମୟରେ ଅଞ୍ଜଳି ମିଶ୍ର ନାମରେ ଜଣେ ତାଙ୍କୁ ପଚାରିଥିଲେ ତମ ବୟ ଫ୍ରେଣ୍ଡ ଆଦି ଭାଇ କୁଆଡେ ଗଲେ ବୋଲି?ଏବଂ ଏହାର ଉତ୍ତରରେ ସେ କହିଥିଲେ ସରି ଅଞ୍ଜଳି ମିଶ୍ର ସେ ମୋର ବୟ ଫ୍ରେଣ୍ଡ ନୁହନ୍ତି।ଏହାପରେ ତାଙ୍କୁ ଅନ୍ୟକେହି ଜଣେ ପଚାରିଥିଲେ ତୁମେ କେଉଁ ଫେସ ୱାସ ବ୍ୟବହାର କରୁଛ?ଏହାର ଉତ୍ତରରେ ସେ କହିଥିଲେ ଯେ ମୁଁ ଯାହା ମିଳିଲେ ଯେକୌଣସି ଫେସ ୱାସ ଵ୍ୟଵହାର କରିଦେଇଥାଏ।

ଏବଂ କୌଣସି ନିର୍ଦ୍ଧିଷ୍ଟ ଫେସ ୱାସ ତାଙ୍କର ନାହିଁ।ଓ ସେ ଏହା ମଧ୍ୟ କହିଥିଲେ ସେ ମୁହଁ ପାଇଁ କିଛି କରନ୍ତି ନାହିଁ।ନାହଲେ ତାଙ୍କର ମୁହଁ ଯେପରି ଦେଖା ଯାଉଚି ସେପରି ଦେଖା ଯାଇ ନଥାନ୍ତା।ଏହାପରେ ଅନ୍ୟ ଜଣେ କେହି ପଚାରିଥିଲେ ତୁମେ ଅମର ସାହିର କେବେ ବିବାହ କରୁଛ?ସେ କହିଥିଲେ ନା ମୁଁ ଅମରଙ୍କୁ ବିବାହ କରୁନି।ତାଙ୍କ ପାଖରେ ଅନ୍ୟ ଜଣେ କେହି ଅଛନ୍ତି ସେ ମଧ୍ୟ ଲାଇଭରେ ଥିଲେ।

ସେ କହିଥିଲବ ଯଦି ତୁମକୁ ଭଲ ଲାଗୁନାହିଁ ତେବେ ତୁମେ ଲିଭ କରି ପାର।ଜେସି କହିଥିଲେ ମୁଁ ଏବଂ ଆଦି ଜମା ମଧ୍ୟ ରିଲେସନ ସିପରେ ନାହୁଁ।ଏବଂ ଯଦି ସେମାନେ ରିଲେସନ ସିପରେ ଆସିବେ ତେବେ ନିଶ୍ଚିତ ଭାବରେ ସଭିଙ୍କୁ ଜଣାଇବେ।ସେହି ଲାଇଭ ସେସନରେ ଜଣେ କିଏ କହିଥିଲେ ଏବେ ସିରିଏଲ ଭଲ ଲାଗୁନି।ଏବଂ ଏହାର ଉତ୍ତରରେ ସେ କହିଥିଲେ ତୁମେ କୁହ କଣ ଏବଂ କେଉଁ ସ୍ଥାନରେ ଭୁଲ ରହୁଛି।ଆମେ ତାହାଖ ନିଶ୍ଚିତ ଭାବରେ ସଜାଡିବାକୁ ଚେଷ୍ଟା କରିବୁ।

Leave a Reply

Your email address will not be published. Required fields are marked *