କାଳ ପୋଛିନେଲା ଖରସ୍ରୋତା (Kharasrota) ନଦୀ,ଏକାବେଳେ ୬ ସାଙ୍ଗ ନଦୀରେ ବୁଡ଼ିଗଲେ,ହୋଲି ରେ ହେଲା ବଡ ଅଘଟଣ,ଦେଖିଲେ ଆଖିରେ ଲୁହ ରହିବ ନାହିଁ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଏକ ବହୁତ ବଡ଼ ଦୁଃଖର ଖବର ସାମ୍ନାକୁ ଆସିଛି ଯାହାକୁ ଆପଣ ଶୁଣିଲେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବେ।ତେବେ ଏହି ହୋଲି ଦିନ ଏକ ବହୁତ ଦୁଃଖଦ ଖବର ସାମ୍ନାକୁ ଆସିଛି।ତେବେ ଆସନ୍ତୁ ଜାଣିବା ସେହି ବ୍ୟକ୍ତିଙ୍କ ଠାରୁ ତାଙ୍କ ସହିତ ଘଟିଥିବା ଏହି ଘଟଣା ବିଷୟରେ।

ତେବେ ତାଙ୍କ କହିବା ଅନୁସାରେ ଆମେ ପାଖାପାଖି ୨୦ ଜଣ ଖଣ୍ଡେ ଯାଇଥିଲୁ।ଆମେ ଆଜି ରଙ୍ଗ ଖେଳି ସାରିବା ପରେ ନଈ ପାଖକୁ ଯାଇଥିଲୁ।ଆମେ ସେତେବେଳେ ଏକା ସାଙ୍ଗରେ କୋଡିଏ ପଚିଶ ଜଣ ଖଣ୍ଡେ ଥିଲୁ।ଆମେ ଏପାରିରୁ ସେପାରି ଯାଇଥିଲୁ ନଈ ପାର ହୋଇ।ଏହାପରେ ଆମେ ସେପାରି ଏବଂ ଏପାରି ପିଲା ଉଭୟ ମିଶିଗଲୁ।ନଈରେ ଅଳ୍ପ ପାଣି ଥିଲା।

ଏହାପରେ ଆମେ ବାଇଗଣ ଫୋପଡା ଫୋପାଡ଼ି ଖେଳୁଥିଲୁ।ସେଠି ୨୨ ଜଣ କିମ୍ବା ୨୫ ଜଣ ଖଣ୍ଡେ ଖେଳୁଥିଲେ।ସେପାଖ ଏପାଖ ପିଲା ଭାଗ କରିକି ଖେଳିଲେ ଏପାଖ ପିଲା ଫୋପାଡ଼ିଦେଲା ଏବଂ ବାଇଗଣ ଟିକେ ଦୂରକୁ ପଳେଇଲା ମୋର ଜଣେ ଭାଇ ହେବ ରାହୁଲ ସେ ବାଇଗଣଟିକୁ ଆଣିବାକୁ ଗଲା।

କିନ୍ତୁ ସେ ତାହା ଆଣିବା ଭିତରେ ଆଉ ଆସିଲା ନାହିଁ।ମତେ ହାତ ବଢ଼ାଇ ଡାକିଥିଲା କିନ୍ତୁ ମୁଁ କିଛି କରିପାରିନଥିଲି।ତାକୁ ଆଣିବାକୁ ପାଞ୍ଚ ଜଣ ଗଲେ ଏବଂ କିନ୍ତୁ କିଛି ହୋଇପାରିଲା ନାହିଁ।ତାକୁ ଉଦ୍ଧାର କରିପାରିଲେ ନାହିଁ।କିନ୍ତୁ ସେମାନେ ସେଠି ବୁଡିଲେ ଆଉ ଉଠିଲେ ନାହିଁ।ଗୋଟିଏ ପିଲା ଉଠିଲା ଆଉ କେହି ଉଠିଲେ ନାହିଁ।

ପ୍ରଥମେ ରାହୁଲ ବୁଡିଥିଲା।ରାହୁଲକୁ ରକ୍ଷା କରିବା ପାଇଁ କ୍ରୀଷ୍ଣ ଆଗେ ଯାଇଥିଲା।ଏହା ଆମ ଠାରୁ ଦଶ ମିଟର ଦୂରରେ ହେଉଥିଲା।କିନ୍ତୁ ତଥାପି ସେଠାରେ ସ୍ଥଳ ପାଉ ନଥାଏ।ନଈରେ ବହୁତ ସୁଅ ମଧ୍ୟ ଥାଏ।ଆମେ ଗାଧଉଥିଲୁ।ଯେତେବେଳେ ଗାଁର ଅନ୍ୟ ପିଲାମାନେ ଆସିଲେ ସେମାନେ କହିଲେ ତୁମେ ସେପାଖେ ଗାଧାଅ ଏବଂ ଆମେ ଏପାଖେ ଗାଧଉଛୁ

ଆମେ ଯେତେବେଳେ ସେ ପାଖୁ ଗଲୁ ଏହି ଅଵସ୍ଥା ହୋଇଗଲା।ସେ ଆଣିବାକୁ ଗଲେ କିନ୍ତୁ ଅଧା ବାଟରୁ ଫେରି ଆସିଲେ।ଏହା କହି ସେ କାନ୍ଦି ପକାଇଥିଲେ।ବାସ୍ତବରେ ଏହା ଏକ ବହୁତ ବଡ଼ ଦୁଃଖର ଖଟଣା ଅଟେ।ତେବେ ଏହି ଘଟଣା ଏବେ ସାରା ଓଡିଶା ଲୋକଙ୍କୁ ଦୁଃଖ ରେ ବୁଡେଇ ଦେଇଛି

Leave a Reply

Your email address will not be published. Required fields are marked *