ଝିଅ ପାଖରୁ ମତେ ଉଠାଇ Out କରିବା ପାଇଁ ଟଙ୍କା ଯାଚୁ ଥିଲେ,ମୁଁ ନାହିଁ କରିବାରୁ ମତେ କହିଲେ..ଦେଖନ୍ତୁ Video

Spread the love

ତପସ୍ଵିନୀ ବର୍ତ୍ତମାନ ନ୍ୟାୟ ପାଇ ସାରିଛନ୍ତି ବୋଲି ଅନେକ ଲୋକ କହୁଥିବା ବେଳେ ବର୍ତ୍ତମାନ ସେ କିନ୍ତୁ ବର୍ତ୍ତମାନ ଖୁସି ନଥିବା ଜଣା ପଡ଼ିଛି।ତେବେ ତପସ୍ଵିନୀ ନିଜର ଶ୍ୱଶୁର ଘରେ ରହି ପାରିବେ ବୋଲି ଜିଲ୍ଲା କୋର୍ଟ ରାୟ ଦେଇ ସାରିଛନ୍ତି।ତେବେ ଏହା ପରେ ମଧ୍ୟ ତପସ୍ଵିନୀ ନିଜର ଶ୍ୱଶୁର ଘରକୁ ନ ଯାଇ ସେହିପରି ଭାବରେ ନିଜର ଶ୍ୱଶୁର ଘର ସମ୍ମୁଖରେ ବସି ରହିଛନ୍ତି।

ତେବେ ତପସ୍ଵିନୀ ନିଜର ଶ୍ୱଶୁର ଘରକୁ ଯିବା ପାଇଁ କାଲି ବହୁତ ଅଧିକ ଖୁସି ଥିଲେ।କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଶ୍ୱଶୁର ଘର ଲୋକ ତାଙ୍କୁ ଘର ଭିତରକୁ ନେଇ ନାହାଁନ୍ତି।ତେବେ ଏହି କଥାକୁ ନେଇ ପ୍ରମିଳା ମାଉସୀ ବର୍ତ୍ତମାନ ବହୁତ ଅଧିକ କ୍ରୋଧ ମଧ୍ୟ ପ୍ରକାଶ କରିଛନ୍ତି।ଏହା ସହିତ ସେ କହିଛନ୍ତି କି ଏପରି ଭାବରେ କରିବା ଫଳରେ

ସେମାନେ ତପସ୍ୱିନୀଙ୍କ ପ୍ରତି ବହୁତ ଖରାପ ବ୍ୟବହାର ଦେଖାଉଛନ୍ତି ବୋଲି ପ୍ରମିଳା ମାଉସୀ ବର୍ତ୍ତମାନ ଅଭିଯୋଗ ଆଣିଛନ୍ତି।ଏହା ସହିତ ପ୍ରମିଳା ମାଉସୀ କହିଛନ୍ତି କି ଡକ୍ଟର ସୁମିତଙ୍କ ଘରେ ତପସ୍ଵିନୀ ରହି ପାରିବେ ବୋଲି କାଲି କୋର୍ଟ ନିଷ୍ପତି ଦେଇଥିଲେ।ତେବେ କୋର୍ଟ ଏହା ନିଷ୍ପତି ଦେବା ପରେ ତପସ୍ଵିନୀ ନିଜର ଶ୍ୱଶୁର ଘରକୁ କିପରି ଯିବେ ସେଥିପାଇଁ ଅନେକ ବଡ଼ ବଡ ଅଧିକାରୀ ଆସି କାଲି ତାଙ୍କର ଘର ପାଖରେ ପହଞ୍ଚି ଥିଲେ।

ଏହା ସହିତ ସେମାନେ ତପସ୍ଵିନୀ କେଉଁଠି ରହିବେ ଏହାର ବ୍ୟବସ୍ଥା ମଧ୍ୟ କରିଥିଲେ।ତେବେ ଏହାପରେ ସେମାନେ ସେଠାରୁ ଚାଲି ଯାଇଥିଲେ।ତେବେ ତପସ୍ୱିନୀଙ୍କ ଶ୍ୱଶୁର ଘର ଲୋକ ତାଙ୍କୁ କଣ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଘରକୁ ନେଇ ନାହାନ୍ତି ବୋଲି ବର୍ତ୍ତମାନ ପ୍ରମିଳା ମାଉସୀ ପ୍ରଶ୍ନ କରିଛନ୍ତି।

ଏହା ସହିତ ସେ କହିଛନ୍ତି କି କୋର୍ଟ ନିର୍ଦ୍ଦେଶ ଦେଇ ସାରିଛନ୍ତି କି ସେ ନିଜର ଶ୍ୱଶୁର ଘରେ ରହି ପାରିବେ।ତେବେ ଏହା ପରେ ମଧ୍ୟ ଡକ୍ଟର ସୁମିତଙ୍କ ପରିବାର ଲୋକ ତାଙ୍କୁ ନିଜର ଘରକୁ ନେଉ ନାହାଁନ୍ତି।ଏହା ସହିତ ପ୍ରମିଳା ମାଉସୀ କହିଥିଲେ କି ତାଙ୍କୁ ତାଙ୍କର ଝିଅ ଅର୍ଥାତ ତପସ୍ୱିନୀଙ୍କ ପାଖରୁ ଉଠାଇବା ପାଇଁ ତାଙ୍କୁ ଟଙ୍କା ଦେବା ସହିତ ତାଙ୍କୁ ଅନେକ ଧମକ ମଧ୍ୟ ଦିଆ ଯାଇଥିଲା।

ଏହା ସହିତ ତାଙ୍କର ନାମରେ ଅନେକ କେସ ମଧ୍ୟ ପୋଲିସ ନିକଟରେ କରି ଦିଆ ଯାଇଥିଲା।ତେବେ ଏହା ପରେ ମଧ୍ୟ ପ୍ରମିଳା ମାଉସୀ ତପସ୍ୱିନୀଙ୍କ ସପକ୍ଷରେ ସେହିପରି ଭାବରେ ବସି ରହିଛନ୍ତି।ଏହା ସହିତ ସେ ତାଙ୍କୁ ଛାଡି କେଉଁଆଡେ ମଧ୍ୟ ଯିବେ ନାହିଁ ବୋଲି ମଧ୍ୟ ସିଧାସଳଖ ଭାବରେ କହି ସାରିଛନ୍ତି।

ଏହା ସହିତ ଯେପର୍ଯ୍ୟନ୍ତ ତପସ୍ଵିନୀ ନିଜର ଶ୍ୱଶୁର ଘରକୁ ଯିବେ ନାହିଁ ସେହି ସମୟ ପର୍ଯ୍ୟନ୍ତ ସେ ତପସ୍ୱିନୀଙ୍କ ସହିତ ତାଙ୍କର ଶ୍ୱଶୁର ଘର ସମ୍ମୁଖରେ ସେହିପରି ଭାବରେ ବସି ରହିବେ ବୋଲି କହି ସାରିଛନ୍ତି।ତେବେ ଡକ୍ଟର ସୁମିତଙ୍କ ପରିବାର ବର୍ତ୍ତମାନ କଣ କରିବେ ଏହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *