କୁଆଡେ ଗଲା ବାପ ପୁଅଙ୍କ Promise,କଥା ବାର୍ତା କହୁଥିଲେ ଏବେ କଣ ହେଇଗଲା..ଦେଖନ୍ତୁ Video

Spread the love

ତପସ୍ଵିନୀ ଓ ଡକ୍ଟର ସୁମିତଙ୍କ ମଧ୍ୟରେ ଚାଲିଥିବା କଳହର ସମାଧାନ ସ୍ୱରୂପ ଜିଲ୍ଲା କୋର୍ଟ ନିଜର ରାୟ ଶୁଣାଇ ସାରିଛନ୍ତି।ଏହା ସହିତ ତପସ୍ଵିନୀ ନିଜର ଶ୍ୱଶୁର ଘର ସମ୍ମୁଖରେ ଅନେକ ଦିନ ବସି ରହିବା ପରେ ଶେଷରେ ତପସ୍ୱିନୀଙ୍କ ସପକ୍ଷରେ କୋର୍ଟ ନିଜର ରାୟ ଶୁଣାଇ ଦେଇଥିଲେ।ଏହା ସହିତ ତପସ୍ଵିନୀ ନିଜର ଶ୍ୱଶୁର ଘରେ ରହି ପାରିବେ ବୋଲି ଜିଲ୍ଲା କୋର୍ଟ ନିଜର ରାୟ ଶୁଣାଇ ଦେଇଥିଲେ।

ଏହା ସହିତ ସେ ତାଙ୍କର ଶ୍ୱଶୁର ଘରେ ରହିବା ସହିତ ତାଙ୍କର ଭରଣ ପୋଷଣ ପାଇଁ ଡକ୍ଟର ସୁମିତ ତାଙ୍କୁ ପ୍ରତି ମାସର ୧୦ ତାରିଖ ସୁଦ୍ଧା ୧୭ ହଜାର ଟଙ୍କା ପ୍ରଦାନ କରିବେ ବୋଲି ଜିଲ୍ଲା କୋର୍ଟ ନିର୍ଦ୍ଦେଶ ଦେଇଥିଲେ।ତେବେ ତପସ୍ଵିନୀଙ୍କ ସପକ୍ଷରେ ରାୟ ଆସିବା ପରେ ତପସ୍ଵିନୀ ବହୁତ ଖୁସି ହୋଇ ଯାଇଥିଲେ।

ଏହା ସହିତ ତପସ୍ଵିନୀ ଓ ପ୍ରମିଳା ମାଉସୀ ଓ ତାଙ୍କର ଓକିଲ ଡକ୍ଟର ସୁମିତଙ୍କ ଘର ସମ୍ମୁଖରେ ପରସ୍ପରକୁ ମିଠା ଖୁଆଇ ଖୁସି ମଧ୍ୟ ପାଳନ କରିଥିଲେ।ତେବେ ଏହାର କିଛି ସମୟ ପରେ ଡକ୍ଟର ସୁମିତଙ୍କ ଓକିଲ ଅଚାନକ ଭାବରେ ଘର ବାହାରକୁ ଆସି ସେମାନେ ଜିଲ୍ଲା କୋର୍ଟଙ୍କ ରାୟରେ ସନ୍ତୁଷ୍ଟ ନ ଥିବା କଥା କହିଥିଲେ।

ଏହା ସହିତ ସେମାନେ ହାଇ କୋର୍ଟରେ ଏହି କଥା ପାଇଁ ଅପିଲ କରିବେ ବୋଲି ମଧ୍ୟ କହି ସାରିଛନ୍ତି।ତେବେ ଡକ୍ଟର ସୁମିତଙ୍କ ଓକିଲ ଏପରି କହିବା ପରେ ତପସ୍ଵିନୀଙ୍କ ଖୁସି ସଙ୍ଗେ ସଙ୍ଗେ ଉଭେଇ ଯାଇଥିଲା।ତେବେ ତପସ୍ୱିନୀଙ୍କ ଓକିଲ ଏହା ଉପରେ ମଧ୍ୟ ଆଉ କିଛି କହି ନଥିଲେ।ତେବେ ଅନ୍ୟ ପକ୍ଷରେ ତପସ୍ଵିନୀ ନିଜର ଶ୍ୱଶୁର ଘରେ ରହିବା ପାଇଁ ତାଙ୍କର ଶ୍ୱଶୁର ଘର ଲୋକ ପ୍ରସ୍ତୁତି କରୁଥିବା ସମୟରେ ଡକ୍ଟର ସୁମିତଙ୍କ ଓକିଲ ଏପରି କହିବା ଫଳରେ ତପସ୍ଵିନୀ ବର୍ତ୍ତମାନ ବହୁତ ଅଧିକ ଦୁଃଖିତ ହୋଇ ପଡ଼ିଛନ୍ତି।

ଏହା ସହିତ ତପସ୍ଵିନୀ ବର୍ତ୍ତମାନ ପୁଣି ଭାଙ୍ଗି ପଡିଛନ୍ତି।ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ତପସ୍ଵିନୀ ନିଜର ଶ୍ୱଶୁର ଘରକୁ ଯାଇ ପାରି ନାହାନ୍ତି।ଯାହା ଫଳରେ ଏହି କଥାକୁ ନେଇ ମଧ୍ୟ ସେ ବହୁତ ଦୁଃଖିତ ଅଛନ୍ତି।ଏହା ସହିତ ସେ ନିଜର ଶ୍ୱଶୁର ଘରକୁ ଯିବା ପାଇଁ ବର୍ତ୍ତମାନ ମଧ୍ୟ ପ୍ରତୀକ୍ଷା କରିଛନ୍ତି।ଅନ୍ୟ ପକ୍ଷରେ ଡକ୍ଟର ସୁମିତ ପୂର୍ବରୁ କହିଥିଲେ କି ତପସ୍ଵିନୀ ତାଙ୍କର ଘର ସମ୍ମୁଖରେ ସେପରି ଭାବରେ ପ୍ରହସନ ନ କରି କୋର୍ଟଙ୍କର ରାୟ ଉପରେ ଭରସା ରଖନ୍ତୁ।

ଏହା ସହିତ ସେ କୋର୍ଟ ଯାହା ମଧ୍ୟ ରାୟ ଦେବେ ତାହାକୁ ପାଳନ କରିବେ ବୋଲି ମଧ୍ୟ କହିଥିଲେ ତେବେ ବର୍ତ୍ତମାନ ତାଙ୍କର ସେହି ସମସ୍ତ ପ୍ରତିଶ୍ରୁତି କୁଆଡେ ଗଲା ବୋଲି ଅନେକ ଲୋକ ପ୍ରଶ୍ନ କରିଛନ୍ତି।ଏହା ସହିତ ସେ କହିଥିଲେ କି କୋର୍ଟଙ୍କର ରାୟକୁ ପାଳନ କରିବେ ତେବେ ସେ ବର୍ତ୍ତମାନ କିପରି ଭାବରେ କୋର୍ଟଙ୍କର ରାୟକୁ ପାଳନ ନ କରି ଉପର କୋର୍ଟରେ ଏହା ବିରୁଦ୍ଧରେ ଅପିଲ କରିଛନ୍ତି ଏହା ବର୍ତ୍ତମାନ ଅନେକ ଲୋକ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *