ଝିଲି ସୁଟିଙ୍ଗ ସେଟରେ ପଖାଳ ଖିଆ,ଏଭଳି ମଜା କରୁଛନ୍ତି Nikta ଆଉ ଆମର ଯେ ଦେଖିଲେ ଆପଣ ହେବେ ଆଶ୍ଚର୍ଯ୍ୟ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆପଣ ମାନେ ତ ଯି ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ଝିଲି ସିରିଏଲକୁ ବେସ ଭଲ ଭାବରେ ଜାଣିଥିବେ।ଏହି ସିରିଏଲକୁ ଦର୍ଶକ ମାନେ ଖୁବ ପସନ୍ଦ କରୁଚନ୍ତି।ତେବେ ଲୋକମାନେ ଏତେ ମାତ୍ରାରେ ଏହି ସିରିଏଲ ପସନ୍ଦ କରିଥାନ୍ତି ଯେ ଏହି ସିରିଏଲଟି ପ୍ରଥମ ଦିନ ଠାରୁ ଟିଆରପିରେ ରହି ଆସୁଚି।ଏମିତି ବି ଏହାର କାହାଣୀ ଓ ଏଥିରେ ଥିବା

କାଷ୍ଟ ମାନଙ୍କ କାରଣରୁ ଏହା ଯୁବ ବର୍ଗଙ୍କ ଦ୍ଵାରା ବେସ ଆଦୃତ ହୋଇ ପାରିଚି।ଏହି ଧାରାବାହିକ ତାର କାହାଣୀକୁ ନେଇ ଦର୍ଶକ ମାନଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି।ତେବେ ଏହି ଧାରାବାହିକଟି ସମ୍ପୂର୍ଣ୍ଣ ଓଡ଼ିଶା ବାସିଙ୍କ ମନରେ ଜାଗା ସୃଷ୍ଟି କରିପାରିଛି।ତେବେ ଏହାର ମୁଖ୍ୟ ଭୂମିକାରେ ଅଛନ୍ତି ଅମର।

ସାଙ୍ଗମାନେ ଆପଣ ମାନେ ତ ଓଡ଼ିଆ ଟିଭି ସିରିଏଲ ଓ ଚଳଚ୍ଚିତ୍ର ସବୁ ନିଶ୍ଚିତ ଭାବରେ ଦେଖୁଥିବେ।ଯଦି ଆପଣ ମାନେ ଦେଖୁଥିବେ ତ ଆପଣମାନେ ତ ଅମରଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସିଏ ଏକ ପ୍ରସିଧ ଟିଭି ଅଭିନେତା ଅଟନ୍ତି।ଯିଏ କି ଟିଭି ସିରିଏଲ ଇଣ୍ଡଷ୍ଟ୍ରିର ଜଣେ ଆଗ ଧାଡିରେ ଅଭିନେତା ଅଟନ୍ତି।

ସେ ବହୁତ ଗୁଡ଼ିଏ ଧାରାବାହିକ କରି ଏବେ ଚର୍ଚ୍ଚାରେ ଅଛନ୍ତି।ତାଙ୍କର ଅଭିନୟ ସାରା ଓଡିଶାର ଦର୍ଶକ ମାନଙ୍କୁ ମତୁଆଲା କରିଛି।ଆପଣମାନେ ତାଙ୍କୁ ଅନେକ ସିରିଏଲରେ ଖୁବ ସୁନ୍ଦର ଅଭିନୟ କରୁଥିବାର ପ୍ରାୟ ଦେଖିଥିବେ।ତେବେ ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ ଏହି ଆର୍ଟିକିଲ ମାଧ୍ୟମରେ ଆଉ କିଛି

ତଥ୍ୟ ଜଣେଇବୁ।ତେବେ ଏହାକୁ ସମ୍ପୂର୍ଣ ଭାବରେ ଜାଣିବା ପାଇଁ ଏହି ଆର୍ଟିକିଲଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।କି ସୁନ୍ଦର ଖାଇବା ଆମ ହିରୋ ଖାଉଛନ୍ତି।ଦହି ପଖାଳ ତା ସହ ବାଇଗଣ ଟମାଟୋ ଚକଟା ମୂଳା କାକୁଡି ଲଙ୍କା।କେମିତି ଲାଗୁଚି ଖାଇକି ପଖାଳ।ମୁଁ ପଖାଳ ଖାଉନି ଗରମ ଖାଉଛି ତା ସହ ଚକଟା ଖାଉଛି।

ପଖାଳ ବହୁତ ଭଲ ଲାଗୁଛି।ପଖାଳ ଖାଇବାର କିଛି ସିଯିନ ନଥାଏ।ପେଟ ଥଣ୍ଡା ହେବ ପଖାଳ ଖାଇଲେ।ମାଡ଼ି ଚାଲ।ଏଠି ସୁର ଭାଇଙ୍କୁ ତମେ ମନେ ପକେଇଲ।ଝିଲିଙ୍କୁ ମାଛ ଭଲ ଲାଗେ।ଏହାପରେ ମୁଁ ତମ ସହ ଯଏନ କରିବି।କାଲି ବୁଧବାର ଖାଇବା ପାଇଁ ଭଲ ଲାଗିବ।ପଖାଳ ମୁଁ ବଡି ଚଟଣୀ କୁର୍କୁରୀ ସହ ଖାଏ।

ଆଳୁ ଚକଟା ସହ ବି ଭଲ ଲାଗେ।ଚନ୍ଦନ ତମର ଆଉ ଗୋଟେ କଳା ବି ଅଛି ତମେ ଶୁଖୁଆ ତିଆରି ବି କରିପାର।ତେବେ ଏହା ପର ଠାରୁ ମୁଁ ତୁମ ମାନଙ୍କ ସହ ମିଶିବି।ତେବେ ଆଶା କରୁଛି ଏହି ଆର୍ଟିକିଲ ଆପଣ ମାନଙ୍କୁ କିଛି ବିଶେଷ ତଥ୍ୟ ପ୍ରଦାନ କରିଥିବ।

Leave a Reply

Your email address will not be published. Required fields are marked *