ଶ୍ରୀ ମନ୍ଦିର ପୂର୍ବ ପ୍ରଶାସକ Rabindra Narayana ମିଶ୍ର କହିଲେ ମୁଁ ଦେଖିଛି ଭିତର ରତ୍ନଭଣ୍ଡାର ଭିତର ଦୃଶ୍ୟ,ଆଉ ତା ଭିତରେ ଯାହା ଅଛି କହିଲେ ଜାଣିଲେ ମୁଣ୍ଡରେ ହାତ ଦେବେ…ଦେଖନ୍ତୁ Video

Spread the love

ଶ୍ରୀ ମନ୍ଦିର ରତ୍ନ ଭଣ୍ଡାରକୁ ନେଇ ଅନେକ ଉତ୍କଣ୍ଠା ଲାଗି ରହି ଥାଏ।ତେବେ ଏହା ମଧ୍ୟରେ କଣ ରହିଛି ଏହା ଜାଣିବା ପାଇଁ ଅନେକ ଲୋକ ବହୁତ ଅଧିକ ପ୍ରୟାସ କରି ଥାଆନ୍ତି କିନ୍ତୁ ଏହା ସମ୍ପର୍କରେ ଜାଣିବା ପାଇଁ ସମସ୍ତେ ସଫଳ ହୋଇ ପାରନ୍ତି ନାହିଁ ତେବେ ଏହି ରତ୍ନ ଭଣ୍ଡାର ଯେଉଁ ସମୟରେ ଖୋଲା ଯାଇ ଥିଲା

ସେହି ସମୟରେ ଶ୍ରୀ ମନ୍ଦିର ପ୍ରଶାସକ ରବିନାରାୟଣ ମିଶ୍ର କଣ କହି ଥିଲେ ଆମେ ବର୍ତ୍ତମାନ ସେହି ସମ୍ପର୍କରେ ଆଲୋଚନା କରିବା।ତେବେ ସେ କହିଥିଲେ କି ରତ୍ନ ଭଣ୍ଡାର ଏକ ବହୁତ ବଡ଼ ରହସ୍ୟମୟ ବିଷୟବସ୍ତୁ ଅଟେ।ଏହା ବ୍ୟତୀତ ସେ କହିଥିଲେ କି ଏହା ମଧ୍ୟରେ ଅନେକ ହୀରା ନିଳାରେ ତିଆରି ହୋଇଥିବା

ଅଳଙ୍କାର ମାନ ରଖା ଯାଇଛି।ଏହା ବ୍ୟତୀତ ରତ୍ନ ଭଣ୍ଡାର ସାଧାରଣ ଭାବରେ ଦୁଇ ଭାଗରେ ବିଭକ୍ତ ଅଟେ ଏହା ସହିତ ଏହା ସାଧାରଣ ଭାବରେ ବାହାର ରତ୍ନ ଭଣ୍ଡାର ଓ ଭିତର ରତ୍ନ ଭଣ୍ଡାର ଏହିପରି ଦୁଇଟି ଭାଗରେ ବିଭକ୍ତ ଅଟେ।ବାହାର ରତ୍ନ ଭଣ୍ଡାରରେ ଦୈନନ୍ଦିନ ବ୍ୟବହାର ହେଉଥିବା ସମସ୍ତ ଅଳଙ୍କାର ରଖା ଯାଇ ଥାଏ।

ତେବେ ରତ୍ନ ଭଣ୍ଡାରର ତିନୋଟି ଚାବି ରହିଥାଏ।ଗୋଟିଏ ସେବକ ମାନଙ୍କ ପାଖରେ ରହିଥାଏ ଆଉ ଏକ ଗଜପତିଙ୍କ ପାଖରେ ରହିଥାଏ ଓ ଆଉ ଏକ ପ୍ରଶାସକଙ୍କ ପାଖରେ ରହିଥାଏ ତେବେ ଏହି ତିନି ଜଣ ଏକାଠି ନ ହେଲେ ରତ୍ନ ଭଣ୍ଡାର ଖୋଲା ଯାଇ ପାରିବ ନାହିଁ।ଏହା ବ୍ୟତୀତ ଭିତର ରତ୍ନଭଣ୍ଡାର ସବୁଠାରୁ

ଅଧିକ ରହସ୍ୟ ପୂର୍ଣ୍ଣ ଅଟେ।ତେବେ ଏହି ରତ୍ନ ଭଣ୍ଡାରରେ ଅନେକ ରହସ୍ୟ ରହିଛି।ତେବେ କୁହା ଯାଇଥାଏ କି ରତ୍ନ ଭଣ୍ଡାର ମଧ୍ୟରେ ଭଗବାନ ରଘୁନାଥ ବେଶ ଯାହା ୧୯୦୫ ମସିହାରେ ହୋଇଥିଲା ସେହି ସମୟରେ ବ୍ୟବହାର ହୋଇଥିବା ଅଳଙ୍କାର ରଖା ଯାଇଚି।ଏହା ବ୍ୟତୀତ ଏଥିରେ ଅନେକ ରାଜା ମାନଙ୍କର

ମୁକୁଟ ମଧ୍ୟ ରହିଛି।କୁହା ଯାଇଥାଏ କି ଗଜପତି ରାଜା ଯେଉଁ ରାଜା ମାନଙ୍କୁ ପରାସ୍ତ କରି ଥିଲେ ସେହି ସମସ୍ତ ରାଜା ମାନଙ୍କର ମୁକୁଟ ମଧ୍ୟ ଏହା ମଧ୍ୟରେ ରଖା ଯାଇଚି ଏପରି ଭାବରେ ଅନେକ ରହସ୍ୟ ଏହି ରତ୍ନ ଭଣ୍ଡାର ସହିତ ଜଡ଼ିତ ହୋଇ ରହିଛି ବୋଲି ମଧ୍ୟ କୁହା ଯାଇଥାଏ।ତେବେ ଏହା କେଉଁ କେଉଁ ରାଜା ମାନଙ୍କର ଅଟେ

ଏହା କିନ୍ତୁ କେହି ମଧ୍ୟ ଜାଣୁ ନାହାଁନ୍ତି।ଏହା ବ୍ୟତୀତ ଏହି ସମସ୍ତ ମୁକୁଟ ସେହିପରି ଭାବରେ ଏହା ମଧ୍ୟରେ ରଖା ଯାଇଚି ବୋଲି ସେ କହିଥିଲେ।ତେବେ ଆପଣ ଏ କଥା ରେ କେତେ ସହମତ ନିଶ୍ଚୟ ନିଜ ମତ କମେଣ୍ଟ ରେ ଦେବାକୁ ଅନୁରୋଧ

Leave a Reply

Your email address will not be published. Required fields are marked *