ଅନେକ ବର୍ଷ ପରେ ପୁଣି ଏକାଠି ହେଲେ ଉଷାସି ମିଶ୍ର, ମାମା ମିଶ୍ର ଓ Joti ମିଶ୍ର,କଣ ଏହାର ମୁଖ୍ୟ କାରଣ ଜାଣିଲେ ଆପଣ Khus ହେଇଯିବେ

Spread the love

ଆମେ ଅଭିନେତ୍ରୀ ଉଷାସି ମିଶ୍ରଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ଦ୍ୱାରା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ଏହା ସହିତ ସେ ନିଜର ଅଭିନୟକୁ ଓଡ଼ିଶାର ଘରେ ଘରେ ପରିଚିତ କରି ପାରିଥିଲେ।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହା ସହିତ ସେ ଆମ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ।ତାଙ୍କର ଅଭିନୟ ମାଧ୍ୟମରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଥିଲେ।

ତାଙ୍କର ଅଭିନୟ ବାସ୍ତବରେ ଅନେକ ଆକର୍ଷଣୀୟ ହୋଇଥାଏ।ଏହା ସହିତ ସେ ନିଜର ଅଭିନୟ ପାଇଁ ଅନେକ ଲୋକଙ୍କ ପ୍ରିୟ ଅଭିନେତ୍ରୀ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ମଧ୍ୟ ବାସ୍ତବରେ ଅନେକ ଆକର୍ଷଣୀୟ ଅଟେ।ଏହା ସହିତ ଆମେ ଅଭିନେତ୍ରୀ ମାମା ମିଶ୍ରଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ମଧ୍ୟ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଥିଲେ।

ଏହା ସହିତ ସେ ଆମ ଓଡ଼ିଆ ଅଭିନୟ ଜଗତ ପାଇଁ ଏକ ବରଦାନ ଭଳି।ତାଙ୍କର ଅଭିନୟ ଅନେକ ଦର୍ଶକଙ୍କ ପ୍ରିୟ ଅଟେ।ଏହା ସହିତ ସେ ଅନେକ ଚଳଚ୍ଚିତ୍ର ଓ ଅନେକ ଫିଲ୍ମରେ ଅଭିନୟ କରି ସାରିଛନ୍ତି।ସେ ହେଉଛନ୍ତି ଓଡ଼ିଆ ଅଭିନୟ ଜଗତର ପ୍ରସିଦ୍ଧ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ପତ୍ନୀ।

ତାଙ୍କର ଅଭିନୟ ମାଧ୍ୟମରେ ସେ ନିଜର ଯେଉଁ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି ତାହା ଅନ୍ୟ କୌଣସି ଅଭିନେତ୍ରୀଙ୍କ ପାଇଁ ଅନେକ କଷ୍ଟ ସାଧ୍ୟ ହେବ।ଏହା ସହିତ ଅଭିନେତ୍ରୀ ଜ୍ୟୋତି ମିଶ୍ରଙ୍କୁ ମଧ୍ୟ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ଆମ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଅଟନ୍ତି।ତାଙ୍କର ଅଭିନୟ ପାଇଁ ସେ ଅନେକ ଲୋକଙ୍କ ପ୍ରିୟ ଅଭିନେତ୍ରୀ ହେବା ସହିତ ସେ ଆମ ଓଡ଼ିଆ ଅଭିନୟ ଜଗତ ପାଇଁ ଏକ ବରଦାନ ସଦୃଶ।

ଏହା ସହିତ ସେ ଆମ ଓଡ଼ିଆ ଅଭିନୟ ଜଗତକୁ ନିଜର ଯେଉଁ ଅବଦାନ ଦେଇଛନ୍ତି ତାହା ସର୍ବଦା ସମସ୍ତ ବ୍ୟକ୍ତିଙ୍କ ମନରେ ରହିବ।ଏହା ସହିତ ଏହି ତିନିଜଣ ଅଭିନେତ୍ରୀ ସେମାନଙ୍କର ଅଭିନୟ ପାଇଁ ଅନେକ ପ୍ରତିଷ୍ଠା ପାଇ ପାରିଛନ୍ତି।ତେବେ ଏହି ସମସ୍ତ ଅଭିନେତ୍ରୀ ଗତ ବର୍ଷ ଶେଷ ଥର ପାଇଁ ହୋଲି ଉତ୍ସବରେ ପରଷ୍ପର ସହିତ ଏକାଠି ହେବାର ଦେଖା ଯାଇଥିଲେ।

ଏହାପରେ ସେମାନେ ଆଉ ପରସ୍ପର ସହିତ ଦେଖା ମଧ୍ୟ କରି ନାହାନ୍ତି।ସେମାନେ ସମସ୍ତେ ନିଜର ବ୍ୟକ୍ତିଗତ ଜୀବନରେ ସର୍ବଦା ବ୍ୟସ୍ତ ରହିବା କାରଣରୁ ସେମାନେ ପରସ୍ପର ସହିତ ଆଉ ଭେଟ ମଧ୍ୟ କରି ପାରୁ ନାହାଁନ୍ତି।ଏହି ସମସ୍ତ ଅଭିନେତ୍ରୀ ସେମାନଙ୍କର ଅଭିନୟ ଦ୍ଵାରା ନିଜର ଯେଉଁ ପ୍ରତିଷ୍ଠା ସୃଷ୍ଟି କରି ପାରିଛନ୍ତି ତାହା ବାସ୍ତବରେ ଅନେକ ପ୍ରଶଂସା ଯୋଗ୍ୟ।ଏହା ସହିତ ସେମାନେ ଆମ ଓଡ଼ିଆ ଅଭିନୟ ଜଗତରେ ଅନେକ ସମୟ ଧରି ରାଜ କରିଥିଲେ।ତାଙ୍କର ଅଭିନୟ ବାସ୍ତବରେ ଅନେକ ଆକର୍ଷଣୀୟ ହୋଇଥାଏ।

Leave a Reply

Your email address will not be published. Required fields are marked *