ମାଡି ଆସୁଛି ଭୟଙ୍କର ବର୍ଷା,ଆଗାମୀ Aug 27 ଯାଏ ଏହି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏକ ଅତ୍ୟନ୍ତ ବିଶେଷ ଖବର ଉପରେ ନଜର ପକାଇବା।ଏହି ଖବର ଆପଣଙ୍କ ପାଇଁ ଜାଣିବା ନିହାତି ଭାବରେ ଜରୁରୀ ଅଟେ।ଆପଣ ଏହାକୁ ଜାଣି ନିଜେ ନିଜକୁ ସତର୍କ ରଖିବା ସଙ୍ଗେ ସଙ୍ଗେ ଅନ୍ୟ ମାନଙ୍କୁ କିମ୍ବା ନିଜ ପରିବାର ଏବଂ ପଡୋଶୀଙ୍କୁ କହି ସତର୍କ କରିପାରିବେ।ଆଜି ଆମେ ପାଣିପାଗକୁ ନେଇ କିଛି ବିଶେଷ ତଥ୍ୟ ଆଲୋଚନା କରିବା।

ନିଜ ଅଞ୍ଚଳର ପାଣିପାଗର ତଥ୍ୟ ସମସ୍ତିଙ୍କୁ ଜାଣିବା ଅତ୍ୟନ୍ତ ଆବଶ୍ୟକ।ଏହାକୁ ଜାଣିଲେ ଆପଣ ଆଗପାଇଁ ଅସୁଥିବା ବିପଦପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ଏବଂ ସତର୍କ ରଖିପାରିବେ।ତେବେ ଆଜିର ଏହି ପାଣିପାଗର ଅପଡେଟ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପାଇବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ ତେବେ ଆସନ୍ତୁ ଜାଣିବା ଏହି ବିଷ୍ୟରେ।

ସାଙ୍ଗମାନେ ଆପଣ ତ ଜାଣିଥିବେ ଓଡିଶା ପିଛା ଛାଡୁନାହିଁ ବାତ୍ୟା।ତେବେ ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ 26 ତାରିଖରେ ଓଡିଶାକୁ ମାଡି ଆସୁଛି ମହା ପ୍ରଳୟଙ୍କରୀ ବାତ୍ୟା।ଯାହା ଫଳରେ ଏହି ବାତ୍ୟା ପ୍ରବଳ ବର୍ଷା ଏବଂ ଘଡ଼ଘଡି ସହିତ ଏହା ବିଜୁଳି ଏବଂ ବଜ୍ରପାତ ଦ୍ୱାରା ତାଣ୍ଡବ ରଚିବ।ସୂଚନା ମୁତାବକ ଏହି ବାତ୍ୟା ଯେଉଁ ଜାଗାରେ ଲ୍ୟାଣ୍ଡଫଲ କରିବ ସେହି ଜାଗାକୁ ସମ୍ପୂର୍ଣ୍ଣ ରୂପରେ ଛିନଛତର ଏବଂ ନଷ୍ଟ କରିଦେବ।

ତେବେ ଆସନ୍ତୁ କଣ ରହିଛି ଏହାର ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା ଜାଣିନେବା ଆସୁଥିବା ବାତ୍ୟାଟି କେଉଁ ଜିଲ୍ଲାରେ ଲ୍ୟାଣ୍ଡଫଲ କରିବ ଏବଂ କେଉଁସବୁ ଜିଲ୍ଲାକୁ ବିପଦ ଘଟାଇବ।ଏହାର ପ୍ରଭାବରେ କେଉଁ ସବୁ ଜିଲ୍ଲାକୁ ରେଡ଼ ଜୋନରେ ଘୋଷଣା କରାଯାଇଛି ଏବଂ କେଉଁ ସବୁ ଜିଲ୍ଲାକୁ ୟେଲୋ ଜୋନରେ ଘୋଷଣା କରାଯାଇଛି ତାହା ମଧ୍ଯ ଜାଣିବା।

ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ଆସନ୍ତା 26 ତାରିଖରେ ବାତ୍ୟାର ରୁପ ନେବ।ଏବଂ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ବଜ୍ରପାତରେ ତାଣ୍ଡବ ରଚିବ।ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସତର୍କ ସୂଚନା ଜାରି କରାଯାଇଛି।ସୂଚନା ମୁତାବକ ଆସୁଥିବା ବାତ୍ୟାଟି ଆସନ୍ତା 26 ତାରିଖରେ ଲ୍ୟାଣ୍ଡଫଲ କରିବ ଏବଂ ଏହା ଯେଉଁ ଜିଲ୍ଲାରେ ଲ୍ୟାଣ୍ଡଫଲ କରିବ ସେହି ଜାଗାକୁ ପୁରା ବର୍ବାଦ କରିଦେବ।

କଚା ଘର ଏବଂ ଗଛ ପତ୍ର ଆଦି ଭାଙ୍ଗି ରୁଜି ଚୁରମାର କରିଦେବ।ସୂଚନା ମୁତାବକ ବଜ୍ରପାତ ସମୟରେ ଘରୁ ନ ବାହାରିବା ପାଇଁ ନିର୍ଧେସ ଦିଆ ଯାଇଛି।ସମୁଦ୍ର ଉପକୂଳବର୍ତ୍ତି ଜିଲ୍ଲାକୁ ମଧ୍ୟ ବିପଦ ରହିଛି।ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସଜୀବୀ ମାନଙ୍କୁ ବାରଣ କରାଯାଇଛି।ସୂଚନା ମୁତାବକ ୧୨ଟି ଜିଲାରେ ପ୍ରବଳ ବର୍ଷା ସହିତ ବିଜୁଳି ଘଡ଼ ଘଡିରେ ତାଣ୍ଡବ ରଚିବ।

ତାହା ମଧ୍ୟରୁ ବାଲେଶ୍ଵର ଭଦ୍ରକ, କଟକ, ମୟୁରଭଞ୍ଜ ଏବଂ ଯାଜପୁର ଆଦି ଜିଲାରେ ପ୍ରବଳ ବର୍ଷା ସହତ ବଜ୍ରପାତର ମଧ୍ୟ ସମ୍ଭାବନା ରହିଛି।ଏହି ଚାରି ପାଞ୍ଚଟି ଜିଲ୍ଲାକୁ ମଧ୍ୟ ରେଡ଼ ଜୋନରେ ଘୋଷଣା କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Leave a Reply

Your email address will not be published. Required fields are marked *