କାହିଁକି ହୋଇ ପାରୁ ନାହିଁ ସମାଧାନ,Sarita Raut ଖୋଲିଲେ ମୁଂହ,କହିଲେ ଏହି କାରଣ ପାଇଁ ମୁଁ ନିଜକୁ..ଦେଖନ୍ତୁ Video

Spread the love

ତେବେ ବର୍ତ୍ତମାନ ତପସ୍ଵିନୀ ଓ ଡକ୍ଟର ସୁମିତଙ୍କ ମଧ୍ୟରେ କଳହ ବର୍ତ୍ତମାନ ବହୁତ ଅଧିକ ବଢ଼ି ସାରିଲାଣି।ଯେଉଁ କାରଣରୁ ସେମାନଙ୍କ ମଧ୍ୟରେ ବର୍ତ୍ତମାନ କୌଣସି କଥାର ସମାଧାନ ହୋଇ ପାରୁ ନାହିଁ।ତେବେ ଏହି କଥା ଉପରେ ଅନେକ ଲୋକ ନିଜର ଭିନ୍ନ ଭିନ୍ନ ମତ ଦେବା ଆରମ୍ଭ ମଧ୍ୟ କରି ସାରିଲେଣି।କେହି କେହି ଏହାକୁ ତପସ୍ଵିନୀଙ୍କ ଭୁଲ କହୁଥିବା ସମୟରେ ଆଉ କେହି କେହି ଏହାକୁ ଡକ୍ଟର ସୁମିତଙ୍କ ଭୁଲ କହିବା ମଧ୍ୟ ଆରମ୍ଭ କରି ସାରିଲେଣି।

ତେବେ ତପସ୍ଵିନୀ ଓ ଡକ୍ଟର ସୁମିତ ଉଭୟ ବର୍ତ୍ତମାନ ଏହି କଲହରୁ ବାହାରିବା ପାଇଁ ଅନେକ ପ୍ରୟାସ ଚଳାଇ ଛନ୍ତି।ସେମାନେ ବର୍ତ୍ତମାନ ଏହି କଳହର ଅନ୍ତ କରିବା ପାଇଁ ନିଜର ସମସ୍ତ ଉଦ୍ୟମ କରୁଛନ୍ତି।କିନ୍ତୁ ବର୍ତ୍ତମାନ ଏହି ଘଟଣା ଉପରେ ଅନେକ ଲୋକ ନିଜ ନିଜର ମତ ଦେବା ଆରମ୍ଭ କରି ସାରିଲେଣି।

କେହି କେହି ଏହାକୁ ତପସ୍ଵିନୀଙ୍କ ଭୁଲ କହୁଥିବା ସମୟରେ ଆଉ କେହି କେହି ଏହାକୁ ଡକ୍ଟର ସୁମିତଙ୍କ ଭୁଲ ମଧ୍ୟ କହୁଛନ୍ତି।ତେବେ ଏହି କଳହ ବର୍ତ୍ତମାନ ବାଟରେ ପଡ଼ି ହାଟରେ ଗଢିବାକୁ ଆରମ୍ଭ କଲାଣି।ତେବେ ଏହା ଉପରେ ତପସ୍ଵିନୀ ୮ ଲକ୍ଷ ଟଙ୍କା ମାଗିବା କଥା ମଧ୍ୟ ଅନେକ ଲୋକ କହିଛନ୍ତି।

ତେବେ ଡକ୍ଟର ସୁମିତ ତାଙ୍କୁ ଭଲ ପାଇ ବିବାହ କରିଥିଲେ।ଏହା ସହିତ ବିବାହ କରିବାର କିଛି ସମୟ ପରେ ତାଙ୍କ ମଧ୍ୟରେ ଏପରି କଣ କଳହ ହେଲା ଯାହା କାରଣରୁ ସେମାନେ ବର୍ତ୍ତମାନ ଅଲଗା ହେବାକୁ ବାହାରି ପଡିଛନ୍ତି।ତେବେ ଏହା ଉପରେ ତପସ୍ଵିନୀଙ୍କ ଉପରେ କୌଣସି ଅଭିଯୋଗ ନ ଲଗାଇବାକୁ ଅନେକ ଲୋକ ମଧ୍ୟ ସମର୍ଥନ କରୁଛନ୍ତି।

ଏହା ସହିତ ଅନେକ ଲୋକ କହିଛନ୍ତି କି ତାଙ୍କ ସହିତ ବର୍ତ୍ତମାନ ପ୍ରତାରଣା ହୋଇଛି।ଏହା ସହିତ ତପସ୍ଵିନୀ ବର୍ତ୍ତମାନ ନିଜର ପତି ଡକ୍ଟର ସୁମିତଙ୍କ ପାଖରେ ରହିବା ପାଇଁ ଜିଦରେ ଅଟଳ ରହିଛନ୍ତି ଏହା ସ୍ପଷ୍ଟ କରୁଛି କି ସେ ନିଜର ପତିଙ୍କୁ କେତେ ଭଲ ପାଇ ଥାଆନ୍ତି।ଏହା ସହିତ ନିଜର ପତିଙ୍କୁ ପାଇବା ପାଇଁ ସେ ବର୍ତ୍ତମାନ ସବୁକିଛି କରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି।

ତେବେ ଏହା ପରେ ମଧ୍ୟ ଅନେକ ଲୋକ ତାଙ୍କ ଉପରେ ବର୍ତ୍ତମାନ ଦୋଷ ଲଗାଇ ଚାଲିଛନ୍ତି।ତେବେ ଏହା ସହିତ ଡକ୍ଟର ସୁମିତ ତାଙ୍କୁ ଭଲ ପାଇ ବିବାହ କରିଥିଲେ ଏହାପରେ ଏପରି ଭାବରେ ତାଙ୍କୁ ଛାଡ଼ିବା ସମ୍ପୂର୍ଣ୍ଣ ଭାବରେ ଭୁଲ ବୋଲି ଅନେକ ଲୋକ କହିଛନ୍ତି।ଏହା ସହିତ ଏପରି କାହା ସହିତ ମଧ୍ୟ କରିବା ଏକ ବହୁତ ବଡ଼ ଅପରାଧ ବୋଲି ଅନେକ ଲୋକ କହିଛନ୍ତି।

ଏହା ସହିତ ଏହି ସମସ୍ୟାର ସମାଧାନ ସ୍ୱରୂପ ତପସ୍ୱିନୀଙ୍କ ସପକ୍ଷରେ ସମସ୍ତ କଥା ଆସିବା ଆବଶ୍ୟକ।ଯାହା ଫଳରେ ତପସ୍ଵିନୀ ନିଜର ହକ ପାଇ ପାରିବେ।ତେବେ ତପସ୍ଵିନୀ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କିଛି ଲୋକ କହୁଥିବା ବେଳେ ଆଉ କିଛି ଲୋକ ସେମାନଙ୍କୁ ବର୍ତ୍ତମାନ ବିରୋଧ କରୁଛନ୍ତି।

Leave a Reply

Your email address will not be published. Required fields are marked *