ଆସିଲା ବଡ ଖୁସି ଖବର,ଆଶାର ଆଲୋକ (Asara Alok) ଯିବେ ତପସ୍ୱିନୀ ଓ ସୁମିତ,ବିବାହ କାଉନସିଲିଂ ପାଇଁ ଆଶାବାଦୀ ଅଛି ଯିଏ ସତରେ ଅଛି ତାକୁ ହିଁ ନ୍ୟାୟ ମିଳୁ,କେବେ ଯିବେ…ଦେଖନ୍ତୁ Video

Spread the love

ତେବେ ତପସ୍ଵିନୀ ଓ ଡକ୍ଟର ସୁମିତଙ୍କ ମଧ୍ୟରେ ଚାଲିଥିବା କଳହର ସମାଧାନ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇ ପାରୁ ନାହିଁ।ଏହା ସହିତ ଏହା ଉପରେ ବର୍ତ୍ତମାନ ତପସ୍ଵିନୀ ଏକ ସାକ୍ଷାତକାର ଦେଇଥିଲେ।ସେ କହିଥିଲେ କି ବିବାହ କରିବା ପରେ ତାଙ୍କର ଜୀବନରେ ସବୁକିଛି ଠିକ ଥିଲା।ଏହା ସହିତ ଅଚାନକ ଭାବରେ ତାଙ୍କର ପତି ତାଙ୍କ ପାଖରୁ ଏପରି ଭାବରେ ଦୂରେଇ ଯିବା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ।ଏହା ସହିତ ତାଙ୍କୁ ନ୍ୟାୟ ମିଳୁ ବୋଲି ସେ ବର୍ତ୍ତମାନ ଦାବି କରିଛନ୍ତି।

ଏହା ସହିତ ଏହା ମଧ୍ୟ ସତ୍ୟ ଅଟେ କି ତପସ୍ଵିନୀ କାଉନସିଲିଂ ପାଇଁ ଅନେକ ପ୍ରୟାସ କରିଛନ୍ତି।ଏହା ସହିତ ଅନେକ ଲୋକ ସେମାନଙ୍କ ମଧ୍ୟରେ ଥିବା କଳହର ସମାଧାନ କରିବା ପାଇଁ ଅନେକ ଥର କାଉନସିଲିଂ ଡାକି ସାରିଛନ୍ତି।କିନ୍ତୁ ଡକ୍ଟର ସୁମିତ କୌଣସି ସ୍ଥାନକୁ ମଧ୍ୟ କାଉନସିଲିଂ ପାଇଁ ଯାଇ ନାହାନ୍ତି।

ଯାହା ଫଳରେ ତପସ୍ଵିନୀ କହିଥିଲେ କି ସେ ଏହି ଘଟଣାର ସମାଧାନ କରିବା ପାଇଁ ଚେଷ୍ଟା ହିଁ କରୁ ନାହାନ୍ତି।ଯେଉଁ କାରଣରୁ ଏହି ଘଟଣାର ସମାଧାନ ହୋଇ ପାରୁ ନାହିଁ।ଏହା ସହିତ ତପସ୍ଵିନୀ ନିଜର ଶ୍ୱଶୁରଙ୍କ ଉପରେ ମଧ୍ୟ ଦୋଷ ଲଗାଇଛନ୍ତି।ସେ କହିଛନ୍ତି କି ତାଙ୍କର ଶ୍ୱଶୁର ଅନେକ ଟଙ୍କା ବାଣ୍ଟିବା ସହିତ ଅନେକ ଲୋକଙ୍କୁ ନିଜ ପକ୍ଷକୁ ନେବା ପାଇଁ ପ୍ରୟାସ କରୁଛନ୍ତି।

ଏହା ସହିତ ଏପରି ନ କରିବା ପାଇଁ ମଧ୍ୟ ସେ ଅନୁରୋଧ କରିଛନ୍ତି।ଏହା ସହିତ ଲୋକଙ୍କୁ ବର୍ତ୍ତମାନ ତପସ୍ଵିନୀ ନିବେଦନ କରିଛନ୍ତି କି ଏହି ଘଟଣାର ସମାଧାନ କରିବା ପାଇଁ ତାଙ୍କୁ ସହଯୋଗ କରିବା ଆବଶ୍ୟକ।ଏହା ସହିତ ସେ କହିଛନ୍ତି କି ସେ କୌଣସି ପ୍ରକାରରେ ନିଜର ପତିଙ୍କୁ ଫେରି ପାଇବା ପାଇଁ ଚାହୁଁଛନ୍ତି।

ଏହା ସହିତ ତପସ୍ଵିନୀ ଏହା ମଧ୍ୟ କହିଥିଲେ କି ତାଙ୍କର ପତିଙ୍କ ପାଖକୁ ସେ ଫେରିବା ପାଇଁ ଚେଷ୍ଟା କରିଥିବା ବେଳେ ଡକ୍ଟର ସୁମିତ କିନ୍ତୁ ବର୍ତ୍ତମାନ ତାଙ୍କ ପାଖକୁ ଆଉ ଫେରିବା ପାଇଁ ପ୍ରୟାସ ମଧ୍ୟ କରୁ ନାହାନ୍ତି।ଏହା ସହିତ ସେ କହିଥିଲେ କି ଆଗାମୀ ୪ ତାରିଖରେ ସେ କୌଣସି ଶୁଣାଣି ହେବାକୁ ଅପେକ୍ଷା କରି ରହିଛନ୍ତି।

ଏହା ସହିତ ଏହା ତାଙ୍କ ସପକ୍ଷରେ ଯିବ ବୋଲି ମଧ୍ୟ ସେ ଆଶାବାଦୀ ଅଛନ୍ତି।ଏହା ସହିତ ସେ ନ୍ୟାୟ ପାଇବେ ବୋଲି ବର୍ତ୍ତମାନ ଆଶା କରି ରହିଛନ୍ତି।ଏହା ସହିତ ତପସ୍ଵିନୀ ବର୍ତ୍ତମାନ ନିଜର ଶ୍ୱଶୁର ଘର ଲୋକଙ୍କ ଉପରେ ଅନେକ ଦୋଷ ଲଗାଇଛନ୍ତି।ଏହା ସହିତ ସେମାନେ ତାଙ୍କୁ ବର୍ତ୍ତମାନ ତାଙ୍କୁ ନିଜର ଶ୍ୱଶୁର ଘରକୁ ପ୍ରବେଶ କରିବା ପାଇଁ କଣ ପାଇଁ ଦେଉ ନାହାନ୍ତି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

ଏହା ସହିତ ସେ ନିଜର ଶ୍ୱଶୁର ଘର ସମ୍ମୁଖରେ ବର୍ତ୍ତମାନ ସେହିପରି ଭାବରେ ନ୍ୟାୟ ପାଇବା ପାଇଁ ବର୍ତ୍ତମାନ ସେହିପରି ଭାବରେ ବସି ରହିଛନ୍ତି।ଏହା ସହିତ ସେ କୋର୍ଟର ଆଗାମୀ ଶୁଣାଣିକୁ ବର୍ତ୍ତମାନ ଅପେକ୍ଷା କରି ରହିଛନ୍ତି।

Leave a Reply

Your email address will not be published. Required fields are marked *