ସବୁବେଳେ ହସ ମଜାକ ରେ ରହୁଥିବା Sura Rautray କାହିଁକି ହଟାତ ସମସ୍ତଙ୍କ ଆଗରେ ଭୋ ଭୋଇ ହେଇକି କାନ୍ଦିଲେ,ତାଙ୍କର ଏହି ପ୍ରିୟ ଲୋକ ଏବେ ଏବେ ଜୀବନ ହାରିଲେ

Spread the love

ବର୍ତମାନ ଯାହା ଖବର ଆସୁଛି କି ଭଦ୍ରକ ନିର୍ବାଚନ ମଣ୍ଡଳୀ ପକ୍ଷରୁ ନିର୍ବାଚନ ଲଢ଼ୁଥିବା କଂଗ୍ରେସ ସାଂସଦ ସଂଗ୍ରାମ ଜେନାଙ୍କ ପରଲୋକ ହୋଇ ଯାଇଛି।ସେ ହେଉଛନ୍ତି ପୂର୍ବତନ ନେତା ଜୟଦେବ ଜେନାଙ୍କ ପୁଅ।ଏହା ସହିତ ସେ ଭଦ୍ରକ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଅନେକ ଥର ନିର୍ବାଚନ ଲଢ଼ି ସାରିଛନ୍ତି।ସେ ଜଣେ ବହୁତ ଭଲ ନେତା ସହିତ ସେ ଜଣେ ବହୁତ ଭଲ ମଣିଷ ମଧ୍ୟ ଥିଲେ।ସେ ଅନେକ ସମୟ ପର୍ଯ୍ୟନ୍ତ ଭଦ୍ରକ ନିର୍ବାଚନ ମଣ୍ଡଳୀର ଜଣେ ଜାଗ୍ରତ ନେତା ଭାବରେ ଅନେକ ଦିନ ପାଇଁ ରହିଥିଲେ।

ତେବେ ସୂଚନା ଅନୁସାରେ ଏହି ମହାମାରୀର ଦ୍ୱିତୀୟ ଲହର ଆସିବା ସମୟରେ ସେ ଏହି ମହାମାରୀର ଶିକାର ହୋଇଥିଲେ।ଏହାପରେ ସେ ଅନେକ ଦିନ ଧରି କଟକର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଆସୁଥିଲେ।ଅନେକ ଦିନ ଧରି ଚିକିତ୍ସିତ ହେବା ପରେ ମଧ୍ୟ ତାଙ୍କର ସ୍ବାସ୍ଥ୍ୟରେ କିଛି ଉନ୍ନତି ହୋଇ ନଥିଲା।କଟକର ଘରୋଇ ଚିକିତ୍ସାଳୟରେ ତାଙ୍କର ଉପଯୁକ୍ତ ଚିକିତ୍ସା କରାଯାଇଥିଲା ଏହା ସହିତ ସେ ଡକ୍ଟରଙ୍କ ଅନୁଧ୍ୟାନରେ ମଧ୍ୟ ରହୁଥିଲେ।

କିନ୍ତୁ ଏହା ପରେ ମଧ୍ୟ ତାଙ୍କର ସ୍ବାସ୍ଥ୍ୟରେ କିଛି ବିଶେଷ ଉନ୍ନତି ହୋଇ ନଥିଲା।ଯାହା ଫଳରେ ସେ ଅନେକ ସମୟ ଧରି ଚିକିତ୍ସିତ ହେବା ପରେ ମଧ୍ୟ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥାରେ ଯେପରି ଭାବରେ କିଛି ଉନ୍ନତି ହୋଇ ନଥିଲା ସେହି ସମୟରେ ସେହି ଘରୋଇ ଚିକିତ୍ସାଳୟର ଡକ୍ଟର ତାଙ୍କୁ ତୁରନ୍ତ ରାଜ୍ୟ ବାହାରର ଚିକିତ୍ସାଳୟକୁ ନେବା ପାଇଁ ପରାମର୍ଶ ଦେଇଥିଲେ।

ଏହାପରେ ତାଙ୍କୁ ରାଜ୍ୟ ବାହାରକୁ ମଧ୍ୟ ନିଆ ଯାଇଥିଲା।ସେଠାରେ ମଧ୍ୟ ତାଙ୍କୁ ଅନେକ ଦିନ ଧରି ଚିକିତ୍ସା କରାଯାଇଥିଲା।ଏହାପରେ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ସ୍ଥିର ହେବାକୁ ଆରମ୍ଭ କରିଥିଲା।ଏହାପରେ ସମସ୍ତେ ଆଶା କରୁଥିଲେ କି ସେ ସୁସ୍ଥ ହୋଇଯିବେ।ଯାହା ଫଳରେ ଏହା ଆଶା କରାଯାଉଥିଲା କି ସେ ଖୁବ ଶୀଘ୍ର ସୁସ୍ଥ ହୋଇ ଓଡ଼ିଶା ଫେରି ଆସିବେ।

କିନ୍ତୁ ଏହାପରେ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥାରେ ଅଚାନକ ପରିବର୍ତ୍ତନ ହେବାକୁ ଲାଗିଲା।ଯାହା ଫଳରେ ତାଙ୍କର ଅଚାନକ ମୃତ୍ୟୁ ହୋଇ ଯାଇଥିଲା।ଏହାପରେ ଏହି ନେତାଙ୍କୁ ବର୍ତ୍ତମାନ ଓଡ଼ିଶା ଅଣା ଯାଇଛି।ଏହାପରେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ବର୍ତ୍ତମାନ ବନ୍ଦୋବସ୍ତ କର ଯାଉଥିଲା।ତେବେ ଏହି ସମୟରେ ତାଙ୍କର ଅନେକ ସମର୍ଥକ ସେଠାରେ ଆସି ଉପସ୍ଥିତ ହୋଇଥିଲେ।

ତେବେ ଆପଣ ସବୁବେଳେ ହସ ମଜାକ ରେ ରହୁଥିବା ସୁର ରାଉତରାୟ ଙ୍କୁ ଦେଖିଥିବେ,କିନ୍ତୁ ଏହି ଯୁବ ନେତା ଙ୍କ ଜୀବନ ହାନି ବହୁତ ବଢିଛି ଏହି ବଡ କଂଗ୍ରେସ ନେତା ଙ୍କୁ ସେ ସମସ୍ତନ୍କ ଆଗରେ ଭୋ ଭୋ ହେଇକି କାନ୍ଦିବା ପାଇଁ ଲାଗିଥିଲେ,ଯାହା ଦେଖି ତାଙ୍କର ସଂଗ୍ରାମ ଙ୍କ ପାଇଁ ଥିବା ପ୍ରେମ ସ୍ପଷ୍ଟ ବାରି ହେଇ ପଡୁଥିବା ଓ ସେ ଜଣେ ହୃଦୟବାନ ଲୋକ ସେ ଆଉ କେବେ ତାଙ୍କୁ ଗାଳି ନ କରିବା ପାଇଁ ମଧ୍ୟ କହିଥିଲେ

ଏହା ସହିତ ଏହି ମହାନ ନେତାଙ୍କ ମୃତ୍ୟୁ ଫଳରେ ବର୍ତ୍ତମାନ ସମଗ୍ର ରାଜନୀତି ଜଗତରେ ବର୍ତ୍ତମାନ ସୋକର ଛାୟା ଖେଳି ଯାଇଛି।ଏହା ସହିତ ବର୍ତ୍ତମାନ ତାଙ୍କର ପରିବାରର ଲୋକ ମଧ୍ୟ ଅନେକ ଦୁଃଖିତ ଥିବା ଜଣା ପଡ଼ିଛି।ଏହା ସହିତ ଏହିଭଳି ମହାନ ନେତା ହୁଏତ ଆଉ ରାଜନୀତି ଜଗତକୁ ନ ମିଳି ପାରନ୍ତି ବୋଲି କହିଛନ୍ତି।

ତେବେ ତାଙ୍କର ପରିବାର ସହିତ ତାଙ୍କର ସମର୍ଥକଙ୍କ ପରିବାର ବର୍ଗ ମଧ୍ୟ ଏହି ଘଟଣାରେ ଅନେକ ମାତ୍ରାରେ ଦୁଃଖିତ ଅଛନ୍ତି ବୋଲି ଗଣମାଧ୍ୟମ ସମ୍ମୁଖରେ କହିଥିଲେ।ତେବେ ଏହି ମହାନ ନେତାଙ୍କ ଶେଷ ଦର୍ଶନ କରିବା ପାଇଁ ଅନେକ ଲୋକ ଉପସ୍ଥିତ ହୋଇଥିଲେ।

Leave a Reply

Your email address will not be published. Required fields are marked *