ମାଡି ଆସୁଛି ଭୟଙ୍କର ବର୍ଷା,ଆଜିଠୁ ୫ ଦିନ ଯାଏ ଏହି ଜିଲ୍ଲାମାନଙ୍କରେ ବର୍ଷା Tandav କରିବ,ଅତି ଭୟାନକ ବର୍ଷା ହେଇପାରେ 1 ଦିନ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏକ ବିଶେଷ ଖବର ବିଷୟରେ ଜାଣିବା।ଏହା ଆପଣଙ୍କ ପାଇଁ ଜାଣିବା ନିହାତି ଆବଶ୍ୟକ।ଏହା ଜାଣିବା ଦ୍ୱାରା ଆପଣ ନିଜେ ସତର୍କ ରହିପାରିବେ ଓ ଏହା ସହିତ ନିଜ ପରିବାର ଏବଂ ପଡୋଶୀ ମାନଙ୍କୁ ମଧ୍ୟ ସତର୍କ କରିପାରିବେ।ଏବଂ ଏହା ଖାଲି ଆପଣଙ୍କ ପାଇଁ ନୁହେଁ ବରଂ ସମଗ୍ର ଓଡିଶା ବାସୀଙ୍କ ପାଇଁ ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ।ଏହି ଖବର ଭାରତୀୟ ପାଣିପାଗ କେନ୍ଦ୍ର ତରଫରୁ ଆସିଛି ଏବଂ ଏହା ସହିତ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି।ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।

ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ମିଳିଥିବା ଖବର ଅନୁସାରେ ଓଡିଶା ମୁହଁରେ ଏବେ ବାତ୍ୟା।ପୁଣି ଥରେ ଓଡ଼ିଶାକୁ ମାଡି ଆସୁଛି ଆହୁରି ଏକ ଭୟଙ୍କର ବାତ୍ୟା।ଆସନ୍ତା ୨୫ ତାରିଖରେ ଏହି ଜିଲ୍ଲାରେ କରିବ ଲ୍ୟାଣ୍ଡ ଫଲ।ଏବଂ ଏହା ସହିତ ରଚିବ ଭୟଙ୍କର ତାଣ୍ଡବ।ସୂଚନା ମୁତାବକ ବାତ୍ୟା ଫନି ଏବଂ ୟସ ଠାରୁ ଆହୁରି ଭୟଙ୍କର ରୂପରେ ଗତି କରିବ ଆସୁଥିବା ବାତ୍ୟାଟି।

ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା।ଜାଣିନେବା ଆସୁଥିବା ବାତ୍ୟାଟି କେଉଁ ଜିଲ୍ଲାରେ ଲ୍ୟାଣ୍ଡ ଫଲ କରିବ ଏବଂ କେଉଁ ସବୁ ଜିଲ୍ଲାକୁ କ୍ଷୟ କ୍ଷତି ଘଟାଇବ।ସାଙ୍ଗମାନେ ଏବେ ବାତ୍ୟା ମୁହଁରେ ଓଡିଶା।ଧୀରେ ଧୀରେ ଉଗ୍ର ରୁପ ଧାରଣ କରିସାରିଲେଣି ଆସୁଥିବା ବାତ୍ୟାଟି।ଆସନ୍ତା ୨୫ ତାରିଖରେ ଓଡିଶାକୁ ଆସୁଛି ଆଉ ଏକ ଭୟଙ୍କର ବାତ୍ୟା।

ଯାହା ଫଳରେ ଏହା ପାଞ୍ଚ ଛଅଟି ଜିଲ୍ଲାରେ ତାଣ୍ଡବ ରଚିବ।କେଉଁ ଜିଲ୍ଲାରେ ଲ୍ୟାଣ୍ଡ ଫଲ କରିବ ବାତ୍ୟାଟି ପାଣିପାଗ କେନ୍ଦ୍ର ଏପର୍ଯ୍ୟନ୍ତ ମଧ୍ୟ ସ୍ପଷ୍ଟ କରିନାହିଁ ପାଣିପାଗ କେନ୍ଦ୍ର।ବିଭିନ୍ନ ଜିଲାରେ ବର୍ଷା ସହିତ ବଜ୍ରପାତ ମଧ୍ୟ ଲାଗି ରହିଛି।ସୂଚନା ମୁତାବକ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ମଧ୍ୟମ ଧାରଣର ବର୍ଷା ଲାଗି ରହିବ।ଏବଂ ୨୫ ତାରିଖ ଦିନ ଏହି ଜିଲ୍ଲାରେ କରିବ ଲ୍ୟାଣ୍ଡଫଲ।

ଗତ ୨୪ ଘଣ୍ଟା ମଧ୍ୟରେ ୧୦ରୁ ଅଧିକ ଜିଲାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି।ଏହି ଜିଲ୍ଲା ଗୁଡିକ ମଧ୍ୟରେ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ଵର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ଦେଓଗଡ, ସମ୍ବଲପୁର ଏବଂ ବରଗଡ ଆଦି ରହିଛି।ଏହି ଜିଲ୍ଲା ଗୁଡିକର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସହିତ ବଜ୍ରପାତର ମଧ୍ୟ ସମ୍ଭାବନା ରହିଛି।

ଏନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣିଙ୍ଗ ଜାରି ହୋଇଛି।ଆସନ୍ତା ୨୩ ତାରିଖ ମଧ୍ୟରେ ସୁନ୍ଦରଗଡ ବରଗଡ଼ ଝାରସୁଗୁଡା ଆଦି ଜିଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।ସେହିପରି ଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଧୀରେ ଧୀରେ କେତେକ ସ୍ଥାନରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Leave a Reply

Your email address will not be published. Required fields are marked *