ବର୍ତମାନ ଓଡ଼ିଆ ଫିଲ୍ମ ଜଗତ ପାଇଁ ଆସିଲା ସବୁଠୁ ବଡ ଦୁଖଦ ଖବର ,ଓଡ଼ିଆ Comedy ଷ୍ଟାର କାଳିଆ ଷଣ୍ଢ ଛାତ ଉପରୁ ପଡି ହେଲା ଏପରି ଯେ ଲୁହ ଗଡେଇଲେ Mr Gulua

Spread the love

ନମସ୍କାର ବନ୍ଧୁଗଣ ଆଜି ଆମେ ଆଜି ଏପରି ଏକ କଥା କହାଯିବା ପାଇଁ ଯାଉଛୁ ଯାହା ଶୁଣିଲେ ଆପଣ ମଧ୍ୟ ଦୁଃଖରେ ଭାଙ୍ଗି ପଡିବେ,ତେବେ ସବୁବେଳେ ନିଜ ଲୋକଙ୍କୁ ହେଉ କିମ୍ବା ଓଡିଶା ଲୋକଙ୍କୁ ହସି ହସେଇ ବେଦମ କରାଉଥିବା କଳାକାର କାଳିଆ ଷଣ୍ଢ ଙ୍କ ପାଇଁ ବର୍ତମାନ ସମୟରେ ଏକ ବଡ ଦୁଃଖର ଖବର ଆସିଛି ,ତେବେ ଚାଲନ୍ତୁ ଆଜି ଜାଣିବା କଣ ଏହି ଘଟଣା ଥିଲା ଯାହା ଶୁଣି ଆପଣ ଦୁଖୀ ହେଇଯିବେ

ତେବେ ଆପଣ ତ କାଳିଆ ଷଣ୍ଢ ଙ୍କୁ ନିଶ୍ଚୟ ଜାଣିଥିବେ,ସୋସିଆଲ ମିଡ଼ିଆ ରେ ଆପଣ ତାଙ୍କର ଅନେକ କମେଡି ମଧ୍ୟ ଦେଖିଥିବେ ତେବେ ସେ ସବୁବେଳେ ଲୋକଙ୍କୁ ହସେଇଥାନ୍ତି କିନ୍ତୁ ଆଉ ହସେଇପରିବେ ନାହିଁ କିଛି ଦିନ ପାଇଁ କାରଣ ତାଙ୍କର ଦୁର୍ଘଟଣା ଘଟିଛି ଓ ଅତି ଗୁରୁତର ହେଇ ମେଡିକାଲ ରେ ଭର୍ତି ହେଇଛନ୍ତି

ତେବେ ପ୍ରାପ୍ତ ସୂଚନା ଅନୁସାରେ ସେ ଛାତ ଉପରୁ ପଡି ଯାଇଛନ୍ତି ଓ ସେଥିରେ ତାଙ୍କର ପିଠି ହାଡ ସମ୍ପୂର୍ଣ ଭାଙ୍ଗି ଯାଇଛି ଓ ସେ ଗୁରୁତର ହେଇକି ମେଡିକାଲ ରେ ଭର୍ତି ହେଇଛନ୍ତି ବୋଲି ଦେଖିବାକୁ ମିଳିଛି ତେବେ ଏ ବିଷୟରେ ଆମେ ତାଙ୍କୁ ଯୋଗାଯୋଗ କରିଥିଲୁ ମାତ୍ରେ ସେ କଥା କହିବା ପାଇଁ ସକ୍ଷମ ଏବେ ନୁହନ୍ତି ବୋଲି କହିଛନ୍ତି

ତେବେ ତାଙ୍କର ଏହି ଦୁର୍ଘଟଣା ରେ ଗୁଲୁଆ ତାଙ୍କ ବଡ ଭାଇ ପରି ତାଙ୍କ ପାଖରେ ଅହସାନଟି,ତେବେ ଡାକ୍ତର ଙ୍କ କହିବା ଅନୁସାରେ ସେ ଏବେ ୨ ମାସ ଯାଏ ଉଠିବା ସମ୍ଭହବ ନୁହଁ ,ତେବେ ସେ ଆଗାମୀ ୨ ମାସ ଯାଏ କୌଣସି ପ୍ରକାର କମେଡି କରିପାରିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି

ତେବେ ଏହି କଟହକୁ ସେ ତାଙ୍କ ନିଜ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି ଓ କହିଛନ୍ତି କି ସେ ୨ ମାସ ଯାଏ କିଛି କରିପାରିବେ ନାହିଁ ଓ ତାଙ୍କୁ ନ ଭୁଲିବ ପାଇଁ ଅନୁରୋଧ ମଧ୍ୟ କରିଛନ୍ତି କାଳିଆ ଷଣ୍ଢ,ତେବେ ମାତ୍ର କିଛି ଦିନ ତଳେ ତାଙ୍କ ଘରେ ତାଙ୍କର ଏକ ଝିଅ ଜନ୍ମ ହେଇଥିଲା

ତେବେ ଝିଅକୁ ପାଏ ଅନେକ ଖୁସି ହେଇଥିଲେ କାଳିଆ କିନ୍ତୁ ଭଗବାନ ହଟାତ କାହିଁକି ତାଙ୍କୁ ଏତେ ବଡ ଦୁଃଖ ଦେଇଦେଲସେ ଜଣାନାହିଁ,ତେବେ ସେ ନିଜ ଅଭିନୟ ଓ କମେଡି କରୁ କରୁ ଜଣକ ସହ ପ୍ରେମ ବିବାହ କରିଥିଲେ ଓ ତାଙ୍କ ନାମ ଡେଜି ଅଟେ ,ତେବେ କିଛି ଦିନ ତଳେ କାଳିଆ ଷଣ୍ଢ ଏକ ନିଜର ଜୀବନୀ କୁ ନେଇ ଗୀତ କରିଥିଲେ

ତେବେ ଏଥିରେ ସେ ନିଜ ଜୀବନରେ କିପରି ସଫଳତା ପାଇଲେ ସେ ବିଷୟରେ କହିଥିଲେ,ତେବେ ବର୍ତମାନ ଟଙ୍କାର ଏହି ଦୁର୍ଘଟଣା ହେଇଥିବାରୁ ସାରା ଓଡ଼ିଶାର କମେଡି ଜଗତ ରେ ଶୋକର ଛାୟା ଖେଳି ଯାଇଛି ଓ ଭଗବାନ କରନ୍ତୁ ସେ ଜଲ୍ଦି ସୁସ୍ଥ ହେଇ ଯାନ୍ତୁ

Leave a Reply

Your email address will not be published. Required fields are marked *