ହ୍ୟୁମାନ ସାଗରଙ୍କ ସହିତ ଜନ୍ମଦିନ ପାଳନ କଲେ Aseema Panda ,ଦେଖନ୍ତୁ କିପରି ଜନ୍ମଦିନରେ ମଜା ମସ୍ତି କଲେ ଅସୀମା ସାଙ୍ଗ ଓ ପରିବାର ସହ

Spread the love

ସଙ୍ଗୀତଜ୍ଞ ଅସୀମା ପଣ୍ଡାଙ୍କୁ ଆମେ ସମସ୍ତେ ବହୁତ ଭଲ ଭାବରେ ଜାଣୁ।ସେ ନିଜର ସଙ୍ଗୀତ ମାଧ୍ୟମରେ ନିଜକୁ ଏକ ବିଶେଷ ପରିଚୟ ଦେବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ସେ ନିଜର କଳା ମାଧ୍ୟମରେ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିବାରେ ସଫଳ ହୋଇ ପାରିଥିଲେ।ସେ ନିଜର ସଙ୍ଗୀତ ମାଧ୍ୟମରେ ସମସ୍ତଙ୍କୁ ବାନ୍ଧି ରଖିବାରେ ସଫଳ ହୋଇ ପାରିଥିଲେ।ଏହା ସହିତ ସେ ବର୍ତ୍ତମାନ ଆମ ଓଡ଼ିଆ ସଙ୍ଗୀତ ଜଗତର ଜଣେ ଆଗ ଧାଡ଼ିର ସଙ୍ଗୀତଜ୍ଞ।ସେ ନିଜର ନାମକୁ ଅନେକ ଉଚ୍ଚକୁ ନେଇ ସାରିଛନ୍ତି।

ସେ ନିଜର ସଙ୍ଗୀତ ମାଧ୍ୟମରେ ନିଜର ଏକ ବିଶେଷ ପ୍ରତିଷ୍ଠା ସୃଷ୍ଟି କରି ପାରିଥିଲେ।ତାଙ୍କର ସଙ୍ଗୀତ ଶୁଣିବା ପାଇଁ ମଧ୍ୟ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହା ସହିତ ସେ ନିଜର ସଙ୍ଗୀତ ମାଧ୍ୟମରେ ନିଜକୁ ପରିଚୟ ଦେବାରେ ସଫଳ ହୋଇ ପାରିଥିଲେ।ଏହା ସହିତ ଗତକାଲି ତାଙ୍କର ଜନ୍ମଦିନ ହୋଇଥିଲା।ଯାହା ଫଳରେ ସେ ନିଜର ଜନ୍ମଦିନକୁ ବହୁତ ଖୁସିରେ ପାଳନ କରିଛନ୍ତି।ଏହି ଖୁସି ମୁହୂର୍ତ୍ତରେ ତାଙ୍କ ନିକଟରେ ଆମ ଓଡ଼ିଆ ସଙ୍ଗୀତ ଜଗତର ଅରିଜିତ ସିଂ ହ୍ୟୁମାନ ସାଗର ଉପସ୍ଥିତ ଥିଲେ।

ଯାହା ଫଳରେ ଏହି ଉତ୍ସବ ଅଧିକ ଆକର୍ଷଣୀୟ ହୋଇଥିଲା।ହ୍ୟୁମାନ ସାଗର ହେଉଛନ୍ତି ଆମ ଓଡ଼ିଆ ସଙ୍ଗୀତ ଜଗତର ଜଣେ ବେସ ଜଣାଶୁଣା ନାମ।ସେ ନିଜର ସଙ୍ଗୀତ ମାଧ୍ୟମରେ ଯେ କୌଣସି ଲୋକଙ୍କୁ ଆକର୍ଷିତ କରି ପାରନ୍ତି।ତେବେ ଏହାର କାରଣ ହେଉଛି ତାଙ୍କର ମଧୁର କଣ୍ଠ ଓ ସଙ୍ଗୀତ ଗାଇବାର ଏକ ବିଶେଷ କଳା।ସେ ନିଜର ସଙ୍ଗୀତ ମାଧ୍ୟମରେ ସମସ୍ତଙ୍କୁ ଆକର୍ଷିତ କରିବା ସହିତ ସମସ୍ତଙ୍କ ମନରେ ନିଜ ପାଇଁ ଏକ ସ୍ବତନ୍ତ୍ର ଜାଗା ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।

ଏହା ସହିତ ସମସ୍ତେ ତାଙ୍କ ସଙ୍ଗୀତ ଶୁଣିବା ପାଇଁ ବହୁତ ଅଧିକ ପସନ୍ଦ କରିଥାନ୍ତି।ତାଙ୍କର ସଙ୍ଗୀତ ମାଧ୍ୟମରେ ସେ ନିଜକୁ ଏକ ବିଶେଷ ପରିଚୟ ଦେବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ସେ ନିଜର ସଙ୍ଗୀତ ମାଧ୍ୟମରେ ନିଜର ଅନେକ ପ୍ରତିଷ୍ଠା କମାଇ ପାରିଛନ୍ତି।ଏହା ସହିତ ସେ ଅନେକ ଲୋକଙ୍କ ପାଇଁ ବର୍ତ୍ତମାନ ପ୍ରେରଣା ମଧ୍ୟ ପାଲଟି ଯାଇଛନ୍ତି।

ତେବେ ସେ ଅସୀମା ପଣ୍ଡାଙ୍କ ଜନ୍ମଦିନରେ ଉପସ୍ଥିତ ରହି ଏହାକୁ ଅନେକ ଅଧିକ ଆକର୍ଷଣୀୟ କରି ଦେଇ ଥିଲେ।ଏହା ସହିତ ସେ ଅସୀମାଙ୍କ ସହିତ କେକ ମଧ୍ୟ କାଟିଥିଲେ।ତେବେ ଏହା ସହିତ ସେମାନେ ସେଠାରେ ଅନେକ ମଜା ଓ ମସ୍ତି କରିଥିଲେ।ଯାହା ସହିତ ସେମାନେ ଅନେକ ସମୟ ପର୍ଯ୍ୟନ୍ତ ସେଠାରେ ନାଚ ଗୀତ ମଧ୍ୟ କରିଥିଲେ।

ନିଜର ଅଭିନୟ ଜୀବନରୁ ଓଡ଼ିଆ ଅଭିନୟ ଜଗତରେ ପାଦ ଦେଇ ପ୍ରଥମେ ଅସୀମା ନିଜର ଜୀବନ ଆରମ୍ଭ କରିଥିଲେ ଏହା ପରେ ସେ ଅଭିନୟ ଜୀବନକୁ ତ୍ୟାଗ କରି ସଙ୍ଗୀତକୁ ନିଜର ଜୀବନ ରୂପେ ବିଚାର କରିଥିଲେ।ଏହା ପରେ ସେ ସଙ୍ଗୀତ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଥିଲେ।ସେ ନିଜର ସଙ୍ଗୀତକୁ ବର୍ତ୍ତମାନ ଓଡ଼ିଶାର ଘରେ ଘରେ ପରିଚିତ କରାଇ ପାରିଛନ୍ତି।

Leave a Reply

Your email address will not be published. Required fields are marked *