ଶାନ୍ତନୁ କହିଲେ ମୁଁ ଦୃତୀୟ ଶ୍ରେଣୀ ରେ ପଢୁଛି ମୁଁ କଣ ଶୁଣିଲି ଆମ ସ୍କୁଲରେ ରୋଲ୍ Fastfood ଦୋକାନ ହବ,ଏପରି କାହିଁକି ମନ ଦୁଃଖ କରିଲେ ଭାଇରଲ ବୟ ଶାନ୍ତନୁ…ଦେଖନ୍ତୁ Video

Spread the love

ଆମେ ସମସ୍ତେ କୁନି ସଂଗୀତକାର ଶାନ୍ତନୁଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ବର୍ତ୍ତମାନ ଗୀତ ଗାଇ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ଗୀତ ଅନେକ ଲୋକଙ୍କୁ ବର୍ତ୍ତମାନ ଅନେକ ଭାବରେ ପ୍ରଭାବିତ କରି ପାରିଛି।ଏହା ସହିତ ସେ ଅନେକ ଲୋକଙ୍କ ପ୍ରିୟ କଳାକାର ହୋଇ ଯାଇଛନ୍ତି।ତେବେ ସେ ସଙ୍ଗୀତ ଗାଇବା ସହିତ ସେ ବହୁତ ଭଲ ଅଭିନୟ କରନ୍ତି ବୋଲି ଜଣା ପଡିଛି।ଯାହା ଫଳରେ ଅନେକ ଲୋକ ବର୍ତ୍ତମାନ ତାଙ୍କୁ ଅନେକ ଭାବରେ ପସନ୍ଦ କରୁଛନ୍ତି।

ତେବେ ସେ ଆଗାମୀ ସମୟରେ ଅଭିନୟ ଜଗତ ପାଇଁ ଏକ ବହୁତ ଭଲ କଳାକାର ହୋଇ ବାହାରିବେ ବୋଲି ଅନେକ ଲୋକ କହିଛନ୍ତି।ତେବେ ସେ ବହୁତ ଭଲ ଗୀତ ଗାଇବା ସହିତ ସେ ବହୁତ ଭଲ ଅଭିନୟ ମଧ୍ୟ କରି ପାରନ୍ତି।ତେବେ ତାଙ୍କର ବର୍ତ୍ତମାନ ଅନେକ ପ୍ରଶଂସକ ରହିଛନ୍ତି ଏହା ସହିତ ତାଙ୍କର ସଙ୍ଗୀତ ଓ ତାଙ୍କର ଅଭିନୟ ଉଭୟକୁ ବର୍ତ୍ତମାନ ଅନେକ ଲୋକ ପସନ୍ଦ କରୁଛନ୍ତି।

ଏହା ସହିତ ତାଙ୍କର ପରିବାର ଲୋକ ମଧ୍ୟ ତାଙ୍କର ପୁଅର ଏହି ସଫଳତାରେ ଅନେକ ଖୁସି ଥିବା ଜଣା ପଡ଼ିଛି।ଏହା ସହିତ ତାଙ୍କର ପରିବାର ଲୋକ ବର୍ତ୍ତମାନ ନିଜର ପୁଅର ଏହି ସଫଳତାରେ ଅନେକ ଖୁସି ଅଛନ୍ତି ବୋଲି ଜଣା ପଡ଼ିଛି।ଏହା ସହିତ ତାଙ୍କର ପିତା ବର୍ତ୍ତମାନ ନିଜର ପୁଅର ଏହି ସଫଳତାରେ ବହୁତ ଖୁସି ଥିବା ଜଣା ପଡ଼ିଛି।

ଏହା ସହିତ ସେମାନେ ବର୍ତ୍ତମାନ ନିଜର ପୁଅର ଭବିଷ୍ୟତ ସଙ୍ଗୀତକୁ ନେଇ ଆଗକୁ ନେବା ପାଇଁ ଲକ୍ଷ୍ୟ ରଖିଛନ୍ତି।ଏହା ସହିତ ସେ ଗୀତ ଗାଇବା ସମୟରେ ତାଙ୍କର ଯେଉଁ ଅଭିନୟ କରିବାର ଶୈଳୀ ଏହା ଲୋକମାନଙ୍କୁ ଅଧିକ ପ୍ରଭାବିତ କରିବାରେ ସଫଳ ହୋଇଛି।ଯାହା ଫଳରେ ସେ ବର୍ତ୍ତମାନ ଏହି କ୍ଷେତ୍ରରେ ନିଜର ଭବିଷ୍ୟତ ଗଢିବେ ବୋଲି ନିଷ୍ପତି ନେଇ ସାରିଛନ୍ତି।

ଏହା ସହିତ ତାଙ୍କର ପରିବାର ଲୋକ ମଧ୍ୟ ବର୍ତ୍ତମାନ ତାଙ୍କୁ ପୂର୍ଣ୍ଣ ଭାବରେ ସମର୍ଥନ କରୁଛନ୍ତି।ଯାହା ଫଳରେ ସେ ବର୍ତ୍ତମାନ ଆଗାମୀ ସମୟରେ ଅନେକ ଆଗକୁ ଯିବେ ବୋଲି ଅନେକ ଲୋକ ମତ ପ୍ରକାଶ କରିଛନ୍ତି ତେବେ ଏହା ଦେଖିବାକୁ ବାକି ରହିଲା ସେ ଆଗାମୀ ସମୟରେ କେତେ ମାତ୍ରାରେ ସଫଳତା ପାଇ ପାରୁଛନ୍ତି।

ତେବେ ସମସ୍ତେ ଏହା ଆଶା ରଖିଛନ୍ତି ସେ ଆଗାମୀ ସମୟରେ ଅନେକ ସଫଳତା ପାଇବେ।ଏହା ସହିତ ତାଙ୍କର ପିତା ବିଶେଷ ଭାବରେ ବହୁତ ଖୁସି ଅଛନ୍ତି।ଏହା ସହିତ ତାଙ୍କର ଘରେ ବର୍ତ୍ତମାନ ସମସ୍ତେ ତାଙ୍କୁ ନେଇ ଅନେକ ଗର୍ବ କରୁଛନ୍ତି।ଏହା ସହିତ ସେମାନେ ବର୍ତ୍ତମାନ ନିଜର ପୁଅକୁ ନେଇ ବହୁତ ଖୁସି ଥିବା ଜଣା ପଡିଛି।ଏହା ସହିତ ବର୍ତ୍ତମାନ ଶାନ୍ତନୁ ତୃତୀୟ ଶ୍ରେଣୀରେ ପଢୁଛନ୍ତି।ଏହା ସହିତ ତାଙ୍କର ଏକ ସାକ୍ଷାତକାର ସମୟରେ ସେ ଏହାକୁ ବହୁତ ଭିନ୍ନ ଶୈଳୀରେ କହିଥିଲେ।ଯାହା ଲୋକଙ୍କୁ ବହୁତ ଅଧିକ ମଜାଳିଆ ମଧ୍ୟ ଲାଗିଥିଲା।

Leave a Reply

Your email address will not be published. Required fields are marked *